Odia Poem Konark Kahe Itihasa (କୋଣାର୍କ କହେ ଇତିହାସ) by Debendra Sethy

କୋଣାର୍କ କହେ ଇତିହାସ

ତାକୁ ଦେଖ ! ଆଉ ଦେଖିବାକୁ ଚେଷ୍ଟାକର ତା’ର ସେଇ ଭଗ୍ନାବଶେଷକୁ ଯେଉଁଠି ଖାଲି ମୁଠାଏ ମୁଠାଏ ମରୀଚିକା ସଜାଏ ତା’ ମୁହାଣରେ ପାହାନ୍ତି କାକର ବୁନ୍ଦା ଉପରେ ସୁନୀଳରୁ ସ୍ୱର୍ଣ୍ଣାଭ ସକାଳ । ଖୋଜ ! ଆଉ ତତ୍ପର ହୁଅ, ଦେଖିବ ଝଲସି ଉଠିବ ଧରମା ଲୀନ ହୋଇଥିବା ସେଇ ରଥାକୃତି କୋଣାର୍କର ପ୍ରାଙ୍ଗଣର ଅସଜଡ଼ା ମରୁଭୂମିର ଭିଟା ରଣ ହୁଙ୍କାର ॥ ଆହାଃ… କେଡ଼େ ମନୋହର ତା’ର ଚିତ୍ରପଟ୍ଟରେ ଭରି ରହିଥିବା ସେହି ନର, ନାରୀ, ଦେବତା ମାନଙ୍କ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 17th Edition

✍ ସପ୍ତଦଶ ସମ୍ପାଦକୀୟ

କ’ଣ ଏହି ସ୍ୱାଧୀନତା? ସତ୍ୟ ଯୁଗରେ ଦୈତ୍ୟ ଭାଇଙ୍କଠାରୁ ଦେବତାମାନଙ୍କୁ ଉଦ୍ଧାର କରି ଅଭୟ ପ୍ରଦାନ କରିବା କ’ଣ ସ୍ୱାଧୀନତା? ତ୍ରେତୟା ତଥା ଦ୍ୱାପର ଯୁଗରେ ରାବଣ ଆଉ କଂସର ଅତ୍ୟାଚାରରୁ ଏ ମାନବ ଜାତିକୁ ଉଦ୍ଧାର କରି ଧର୍ମ ଓ ଶାନ୍ତି ପ୍ରତିଷ୍ଠା କରିବା ବି କ’ଣ ଥିଲା ସ୍ୱାଧୀନତା? ଶହ ଶହ ବର୍ଷଧରି ଆଫଗାନ, ମଙ୍ଗୋଲିଆନ ଆଉ ମୋଗଲମାନଙ୍କ ଶାସନରୁ ମୁକ୍ତି ହେବା ଥିଲା ସ୍ୱାଧୀନତା ନା ପ୍ରଥମଥର ପାଇଁ ପ୍ରାନ୍ତୀୟ ଭେଦାଭେଦଠାରୁ ଉପରକୁ…

ଅଧିକ ପଢ଼ନ୍ତୁ
odisha-rosei-chaula-khiri

ଚାଉଳ କ୍ଷୀରି

ଓଡ଼ିଆ ସଂସ୍କୃତିରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ଆଗକୁ ଆସୁଛି ଗଣେଶ ପୂଜା ଓ ନୂଆଖାଇ; ପର୍ବ ପାଳନର ସୁଯୋଗ ନେଇ ଘରେ ଥାଇ ପ୍ରସ୍ତୁତ କରନ୍ତୁ ଅତି ସହଜରେ ଚାଉଳରେ କ୍ଷୀରି । ବିଗତ ରକ୍ଷା ବନ୍ଧନରେ ମଧ୍ୟ ଆପଣମାନେ ଶୁଭପଲ୍ଲବର ଇ-ପତ୍ରିକାରେ ପ୍ରକାଶିତ ଏହି ଲେଖାକୁ ପଢ଼ି ନିଜ ଭାଇ ହାତରେ ରାକ୍ଷୀ ବାନ୍ଦିବାବେଳେ ମିଠା ସହ ଏହି ସୁଆଦିଆ କ୍ଷୀରି କରି ଭାଇଙ୍କୁ ଖୁଆଇଥିବେ ବୋଲି ଭାବୁଛି । ତେବେ ଆସନ୍ତୁ ଜାଣିବା…

ଅଧିକ ପଢ଼ନ୍ତୁ
Sikandar Alam

ଆଧୁନିକ ଓଡ଼ିଶାର ସାଲବେଗ: ମହମ୍ମଦ ସିକନ୍ଦର ଆଲାମ

ମହମ୍ମଦ ସିକନ୍ଦର ଆଲାମ ଥିଲେ ଓଡ଼ିଆ କଥାଚିତ୍ର ଜଗତର ଜଣେ ସୁନାମଧନ୍ୟ ପ୍ରଚ୍ଛଦପଟ ଗାୟକ । ସେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଯଥା ଜଗନ୍ନାଥ ଜଣାଣ, ଭଜନ, ଛାନ୍ଦ, ଚମ୍ପୂ, ଚଉପଦୀ ନିମନ୍ତେ ଆଜି ବି ଓଡ଼ିଶାର ଘରେ ଘରେ ପରିଚିତ । ତାଙ୍କୁ ଆଧୁନିକ ଓଡ଼ିଶାର ସାଲବେଗ ମଧ୍ୟ କହାଯାଏ । କଟକ ଜିଲ୍ଲାର ବୟାଳିଶି ମୌଜା ବ୍ଳକର ରାଉତରାପୁରଠାରେ ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ସିକନ୍ଦର ଆଲାମ । ବାଲ୍ୟ ଜୀବନ ତାଙ୍କର କଟିଥିଲା…

ଅଧିକ ପଢ଼ନ୍ତୁ
Interview with Asit Pattnaik

ଅଭିନେତା ଅସୀତ ପଟ୍ଟନାୟକଙ୍କ ସହ ମନଖୋଲା ଆଳାପ

ନାମ– ଅସୀତ ପଟ୍ଟନାୟକ ଜନ୍ମ– ୨ ଅକ୍ଟୋବର ୧୯୯୬ ବାପା– ଆଲୋକ ପଟ୍ଟନାୟକ ମାଆ– ଉର୍ମିଳା ପଟ୍ଟନାୟକ ଘର– କୁଜଙ୍ଗ, ଜଗତସିଂହପୁର କଳାକାରଟିଏ ବିଭିନ୍ନ ସୋପାନରୁ ଅନେକ କିଛି ଶିଖିଥାଏ । ଆଜି ସେମିତି ଜଣେ କଳାକାରଙ୍କ ସହ କିଛିଟା ଆଲୋଚନା କରିବା, ଯିଏକି ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ଏକ ୟୁ-ଟ୍ୟୁବ୍ ଭିଡିଓରୁ ଏବଂ ପରେ ଟିଭିରେ ନାଟ୍ୟ ରୂପାନ୍ତରଠାରୁ ଆରମ୍ଭ କରି ଅନେକ ଚିରିତ୍ରରେ ଅଭିନୟ କରିବା ସହ ନିଜେ ବିଭିନ୍ନ ମ୍ୟୁଜିକ୍ ଭିଡିଓ…

ଅଧିକ ପଢ଼ନ୍ତୁ