Read more about the article ହସର ଜହ୍ନ
Odia Poem Hasara Janha (ହସର ଜହ୍ନ) by Ashutosh Meher

ହସର ଜହ୍ନ

ଆକାଶେ ହସଇ ହସକୁରି ଚାନ୍ଦ ସୁନାର ମୁକୁଟ ପିନ୍ଧି ତା' ରୂପ ମାଧୁରୀ ମନେ ଲାଖିଯାଏ ପ୍ରେମ ଫାଶେ ଦିଏ ଛନ୍ଦି । ହସ ଭରେ ଲେସା ଲାବଣ୍ୟ ମାଧୁରୀ ମନ ନେଉଥାଏ କିଣି ଅନାଇଁ ରହିଲେ ରାତି ପାହିଯାଏ ସମୟ…

Continue Readingହସର ଜହ୍ନ
Read more about the article ସ୍ମୃତି
Odia Poem Smruti (ସ୍ମୃତି) by Swarnamayee Sarangi

ସ୍ମୃତି

ସ୍ମୃତି ଏକ ରୂପା ଜହ୍ନ ମୋ ମନ ଆକାଶରେ କେବେ ଝଲମଲ ଅନୁଭୂତିର ଶୀତଳ ଜ୍ୟୋସ୍ନା ସାଥୀରେ କେବେ ବିବର୍ଣ୍ଣ ଅନୁଭୂତିର କଳା ବାଦଲ ଛାଇରେ, କେବେ ପ୍ରତିବିମ୍ବିତ ହୁଏ ଅନୁଭୂତିର କାଚ ଆଇନାରେ କେବେ ମତୁଆଲା ଅନୁଭୂତିର ପିଆଲା ପାନରେ,…

Continue Readingସ୍ମୃତି
Read more about the article ସମୟ
Odia Poem Samaya (ସମୟ) by Krushnendu Hota

ସମୟ

ସମୟ ଚକ୍ରରେ ଘୁରୁଛି ମଣିଷ ସବୁବେଳେ ଘୁରୁଥାଏ, କାହାକୁ ଅପେକ୍ଷା କରେନାହିଁ କେବେ ଅବିରତ ଚାଲୁଥାଏ । ଗଲା ସମୟ ସେ ବିତିଯାଇଅଛି ଆଉ ସେ ଫେରିବ ନାହିଁ, ଛାପି ହୋଇଯିବ ହୃଦୟ କାନ୍ଥରେ କଦାପି ଲିଭିବ ନାହିଁ । ଠିକ୍…

Continue Readingସମୟ
Read more about the article ଶେଷ ପ୍ରଶ୍ନ… ତୁମକୁ
Odia Poem Sesha Prasna Tumaku (ଶେଷ ପ୍ରଶ୍ନ... ତୁମକୁ) by Sushama Parija

ଶେଷ ପ୍ରଶ୍ନ… ତୁମକୁ

ତୁମେ ଥିଲ ସମସ୍ତଙ୍କଠୁ ଭିନ୍ନ ସ୍ଥିତଧୀ, ଦରଦୀ ମଣିଷଟିଏ ଯିଏ ମାନବତାର ମୂଲ୍ୟ ବୁଝିଥିଲା ଶୈଶବରେ ଧୂଳି ଖେଳବେଳେ କାହା ଦେହରେ କ୍ଷତଟିଏ ହେଲେ ତୁମ ଆଖିରେ ଲୁହ ଆସୁଥିଲା, ଗାଆଁରେ ଖୁବ୍ ନିକଟରୁ ଦେଖିଥିଲ ଦାରିଦ୍ର୍ୟର ଯନ୍ତ୍ରଣା ଆଉ ଅସହାୟତାକୁ,…

Continue Readingଶେଷ ପ୍ରଶ୍ନ… ତୁମକୁ
Read more about the article ଯୁଦ୍ଧ
Odia Poem Yudh (ଯୁଦ୍ଧ) by Dr. Trupti Ranjan Das

ଯୁଦ୍ଧ

ଆସ ଯୁଦ୍ଧ ଦେଖିବ ସିପାହୀର ଘର ସମ୍ମୁଖରେ ଛିଡ଼ା ହେଇ ଫୁଟୁ ନଥିବ ବନ୍ଧୁକ ତୁଟୁ ଥିବ କାହା ହାତର ଚୁଡ଼ି ନଥିବ ବାରୁଦ, କରୁଣ ବିଳାପ ଆକାଶରେ ଯାଉଥିବ ଉଡ଼ି ପୋଡ଼ା ଶବର ଗନ୍ଧ, ମଶାଣୀରେ ଗହଳି ଅଗଣା ଶାନ୍ତ…

Continue Readingଯୁଦ୍ଧ