Read more about the article ଆପତ୍ତି
Odia Short Story Apatti (ଆପତ୍ତି) by Bimbadhar Mohapatra

ଆପତ୍ତି

ଗରିବ ସବୁବେଳେ ଗରିବ । ପ୍ରଶାସନ ହେଉ କି ସମାଜର ତଥାକଥିତ ବଡ଼ଲୋକ ହୁଅନ୍ତୁ, ସବୁବେଳେ ସବୁ ସମୟରେ ଦାଉ ସାଧିଥାଆନ୍ତି ଏମାନଙ୍କ ଉପରେ । କଥାରେ ଅଛି ପରା, ଜୋର ଯାହାର ମୂଳକ ତାହାର... ଦୟାନିଧି ଦୁଃଖୀ ମଣିଷଟିଏ ।…

Continue Readingଆପତ୍ତି
Read more about the article ନାରୀର ଆପମାନ: ଯୁଦ୍ଧର ଆହ୍ଵାନ
Odia Poem Narira Apamana: Yuddhara Ahwan (ନାରୀର ଆପମାନ: ଯୁଦ୍ଧର ଆହ୍ଵାନ) by Swatismita Barik

ନାରୀର ଆପମାନ: ଯୁଦ୍ଧର ଆହ୍ଵାନ

ପ୍ରାଚୀନ ଯୁଗର ହସ୍ତୀନାପୁରରେ ଘଟିଲା ଏକ କାଣ୍ଡ, ନାରୀର ସମ୍ମାନ ବୁଝି ନପାରି ଭୋଗିଲେ ସବୁ ଦଣ୍ଡ ॥...୧ କେଶକୁ ଟାଣି ରାଜସଭାକୁ ଆଣିଲା ଦୁଃଶାସନ, ପ୍ରଜା କୁହନ୍ତି ଏହା କ'ଣ କୁରୁବଂଶର ଶାସନ?...୨ ପ୍ରତିଜ୍ଞାର ଦ୍ୱାହିଦେଇ ନୀରବ ରହିଲେ ପିତାମହ…

Continue Readingନାରୀର ଆପମାନ: ଯୁଦ୍ଧର ଆହ୍ଵାନ
Read more about the article ଅଣୁ ଭୌତିକ କାହାଣୀ
Odia Story Anu Bhoutika Kahani (ଅଣୁ ଭୌତିକ କାହାଣୀ) by Deepak Sarangi

ଅଣୁ ଭୌତିକ କାହାଣୀ

ହରିଶର ପିଲାବେଳୁ ଇଚ୍ଛା ଥିଲା ସେ ଗୋଟେ ଭଲ ସାମ୍ୱାଦିକ ହେବ । ସେଥିଯୋଗୁଁ ସେ ପ୍ରସ୍ତୁତି ବି ଆରମ୍ଭ କରି ସାରିଥିଲା । ଭାଗ୍ୟକୁ ଗୋଟେ ଛୋଟ ମାସିକ ପତ୍ରିକାର ସାମ୍ୱାଦିକ ଭାବେ ସେ କଟକରେ ହିଁ ନିଯୁକ୍ତି ପାଇଲା…

Continue Readingଅଣୁ ଭୌତିକ କାହାଣୀ
Read more about the article ଦଙ୍ଗା
Odia Poem Danga (ଦଙ୍ଗା) by Dr. Trupti Ranjan Das

ଦଙ୍ଗା

ଘର'ର ତାଟି କବାଟରେ ଭୟ ଆଉଜିକି ଥିଲା ସେମାନେ ସମସ୍ତେ ଖଣ୍ଡା ଧରିଥିଲେ ଯିଏ ଧରି ନଥିଲା ତା'ର ରକ୍ତ ଝରୁଥିଲା ଭଲ ହେଲା କାଲି ବଜାର ଯାଇଥିଲି କ୍ଷୀର ଆଗରୁ ନେଇ ଆସିଥିଲି ମୁଁ ଚାହା ପିଉଥିଲି, ବାହାରେ ସହର…

Continue Readingଦଙ୍ଗା
Read more about the article ଘଟାନ୍ତର – ଇଚ୍ଛାମାନଙ୍କର
Odia Poem Ghatantara Ichha Manankara (ଘଟାନ୍ତର - ଇଚ୍ଛାମାନଙ୍କର) by Sonali Sucharita

ଘଟାନ୍ତର – ଇଚ୍ଛାମାନଙ୍କର

ଭାରି ବଦମାସ ଏ ଇଛାଗୁଡ଼ାକ ! ମସ୍ତିଷ୍କରୁ ଆରମ୍ଭ ହୁଅନ୍ତି, ଆଉ ଖୁବ ଓସ୍ତାଦ ଭଳି ହୃଦୟକୁ ଚିପୁଡ଼ି ଦିଅନ୍ତି ଏଇ ଯେମିତି, ଇଚ୍ଛା ହୁଏ କେବେ ଉଡ଼ିଆସନ୍ତି କି ମିଶରର ସେଇ ଐତିହାସିକ ମରୁଭୂମିର ଉତ୍ତପ୍ତ ବାଲୁକା ରାଶି ଉପରକୁ,…

Continue Readingଘଟାନ୍ତର – ଇଚ୍ଛାମାନଙ୍କର