ପ୍ରିୟତମା
ସପନେ ଆସି ଦେ ତୁ ହସି ତୋ’ର ସେ ମିଛ ହସ, ସତରେ ପଛେ ନ ହେଲା ନାହିଁ ହୋଇଯିବ ମୋ ବିଶ୍ୱାସ । ଥିଲା ମୋ ପ୍ରେମ ବାସ୍ତବରେ ତୋ ପାଇଁ ଯାହା ଭ୍ରମ, ମିଛ ମିଛରେ ଖେଳିଲୁ ଖେଳ ଡାକି ତୁ ପ୍ରିୟତମ । ନ ଥିଲା କିଛି ଉପାୟ ମୋର ଥିଲି ମୁଁ ନିରୁପାୟ, ବାଟ ଅଧରେ ହାତ ମୋ’ ଛାଡ଼ି କରିଲୁ ଅସହାୟ । କାହାଣୀରେ ତୁ ଥିଲୁ ଲୋ ରାଣୀ…