Odia Poem Maa (ମା) by Karisma Behera

ମା’

ମା’ଲୋ ତୋ’ର ସେ ସ୍ନେହବୋଳା ହାତ ଯେବେ ତୁ ମୋ-ମଥାରେ ରଖିଦେଉ ମୁଁ-ସବୁକିଛି ପାଇଯାଏ, ଭରିଯାଏ ସବୁ ଶୂନ୍ୟତା । ମା’, ତୋ’ର ସେ ମଧୁବୋଳା କଥା ତୋ’ ମୁଖରୁ ପଦେ ଶୁଣିଦିଏ ଯେବେ ମୁଁ ଶାନ୍ତିରେ ନିଦ୍ରାଯାଏ, ଆଉ କିବା ଥାଏ ଆବଶ୍ୟକତା? ମା’, ତୋ ଓଠର ସେ ହସ ଟିକକ ଯେବେ ମୁଁ ଅବସାଦ କ୍ଷଣେ ଦେଖିଦିଏ ସବୁ ଅବଶୋଷ ମେଣ୍ଟିଯାଏ ମା’, ପାଏ ମୁଁ ପୂର୍ଣ୍ଣ-ତୃପ୍ତତା । ମା’, ତୁ କେମିତି ଖୋଜି…

ଅଧିକ ପଢ଼ନ୍ତୁ
Biography of Rajat Kumar Kar (ଭଞ୍ଜ ସାହିତ୍ୟର ଅନନ୍ୟ ପ୍ରଚାରକ ପଦ୍ମଶ୍ରୀ ରଜତ କୁମାର କର)

ଭଞ୍ଜ ସାହିତ୍ୟର ଅନନ୍ୟ ପ୍ରଚାରକ ପଦ୍ମଶ୍ରୀ ରଜତ କୁମାର କର

ପଦ୍ମଶ୍ରୀ ରଜତ କୁମାର କର (Rajat Kumar Kar) ଜଣେ ଓଡ଼ିଆ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ଜଣାଶୁଣା ପ୍ରବକ୍ତା ଥିଲେ । ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ସେ ଟିଭି ଓ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ବେଶ୍ ଖ୍ୟାତି ରହିଥିଲା । ସାହିତ୍ୟ…

ଅଧିକ ପଢ଼ନ୍ତୁ
Odia Story Chkuli Pitha (ଚକୁଳି ପିଠା) by Sasmita Pradhan

ଚକୁଳି ପିଠା

ସକାଳୁ ସକାଳୁ ଘଷର ଘଷର କରି ଶିଳରେ ତିନ୍ତା ହୋଇ ଥିବା ଅରୁଆ ଚାଉଳ, ବିରିକୁ ବାଟି ରୁକୁଣା ବୁଢ଼ୀ ଚକୁଳି ଆଣ ତିଆରି କରିଛି । ଆଜି ପରା ତା’ ଏକୋଇର ବଳା ବିଶିକେଶନ ମନୁଆର ଜନମ ଦିନ । ଗାଁ ଠାକୁରାଣୀଙ୍କୁ ମାର୍ଜନା ଦେଇଛି ଆଣ୍ଠେଇ ଦଣ୍ଡବତ କରି ପୁଅ ପାଇଁ ଶୁଭ ମନାସିଛି, ମାଲୋ… ମୋ ମନୁଆକୁ ତୋ’ ଘଣ୍ଟ ଘୋଡ଼େଇ, ତୋ’ ପଣତ ତଳେ ରଖିଥିବୁ, ବିପଦେ ଆପଦେ ସାହା ହେବୁ…

ଅଧିକ ପଢ଼ନ୍ତୁ
Mo Bou (ମୋ ବୋଉ) by Viswanath Kinkar Rout

ମୋ ବୋଉ

ଦିନ ୧୧ଟାରେ ଘରେ ପହଞ୍ଚିଲି । ଭିତରକୁ ପଶୁପଶୁ ବାପା ପଚାରିଲେ, “କିରେ ! ସକାଳ ୭ଟାରେ ପହଞ୍ଚିବୁ କହିଥିଲୁ । ଲେଟ୍ କାହିଁକି ହେଲା?” ମୁଁ କହିଲି, “କୋଣାର୍କ ଏକ୍ସପ୍ରେସ୍ ଲେଟ୍‌ରେ ଆସିଲା । ଟିକୁ ଆଉ ଝିଅ (ମୋ ସାନ ଭାଇ ଓ ଭଉଣୀ) ତ ସ୍କୁଲ ଯାଇଥିବେ । ବୋଉ କୁଆଡ଼େ ଗଲା କି?” “ବୋଧେ ସେପଟ ରୋଷେଇ ଘର ଚାଳିରେ ଥିବ । ବାଟରେ କିଛି ଖାଇ ନଥିବୁ ତ? ହଉ…

ଅଧିକ ପଢ଼ନ୍ତୁ
Odia Poem Mo Maa (ମୋ ମା') for Mother's Day by Snigdhalaxmi Priyadarsini Mohapatra

ମୋ ମା’

ନା ମୋତେ ଜହ୍ନ ଦରକାର ନା ମୋତେ ତାରା ଦରକାର ନା ମୋତେ ସୁନା, ରୂପା, ହୀରା ମୋତି ମାଣିକ ଦରକାର କେବଳ ମୋତେ ମୋ ମା’ ଦରକାର । ଅତୁଟ ବନ୍ଧନର ଜ୍ୱଳନ୍ତ ଉଦାହରଣ ସେ ଏକ ସୁନ୍ଦର ଶବ୍ଦର ଚରିତାର୍ଥ ସେ ମମତାର ଧାର ସ୍ନେହର ଭଣ୍ଡାର । ମା… ଆଜି ମା’ ବିଷୟରେ କ’ଣ ଲେଖିବି ମା’ ତ ନିଜେ ମୋତେ ଲେଖିବା ଶିଖେଇଛି… – ସ୍ନିଗ୍ଧାଲଷ୍ମୀ ପ୍ରିୟଦର୍ଶିନୀ ମହାପାତ୍ର

ଅଧିକ ପଢ଼ନ୍ତୁ