Odia Bhajan Ranga Pasara (ରଙ୍ଗ ପସରା) by Gupteswar Chand

ରଙ୍ଗ ପସରା

ବରଷକେ ବାର ମାସ ଛଅ ଋତୁ ପରବର ସଂଖ୍ୟା ତେର । କଳା ଦିଅଁ ଭାଇ ଭଉଣୀଙ୍କ ସାଥେ ବିଜେ ନିଜେ ଶ୍ରୀ କ୍ଷେତ୍ରର ॥ ଭକତଙ୍କ ସଙ୍ଗେ ପ୍ରଭୁ କେଡ଼େ ରଙ୍ଗେ କରିଥାନ୍ତି ଲୀଳା ଖେଳା । ଅନାଥର ନାଥ ପ୍ରଭୁ ଜଗନ୍ନାଥ କି ସୁନ୍ଦର ଚକାଡୋଳା ॥ ଭକତର ପ୍ରାଣ ଶ୍ରୀ ବଂଶୀ ବଦନ କଳାକୁ କରନ୍ତି ଧଳା । ଆଖି ପିଛୁଳାକେ ଅଭାବ ହରନ୍ତି କରୁଣାମୟୀ କମଳା ॥ ସୁଦାମା ଦରିଦ୍ର ଦୁଃଖ…

ଅଧିକ ପଢ଼ନ୍ତୁ
Odia Poem Smrutira Pahucha, Maa (ସ୍ମତିର ପାହୁଚ, ମାଁ) by Ashutosh Meher

ସ୍ମତିର ପାହୁଚ, ମାଁ

କାନ୍ଥରେ ଟଙ୍ଗା ହୋଇଥିବା ମା’ଙ୍କ ହସଭରା ସୁନ୍ଦର ତୈଳ ଚିତ୍ରକୁ ଅନାଉଥିଲେ ଶିଳ୍ପପତି ରବିକାନ୍ତ । ଆଜି ଘରକାନ୍ଥରେ ଲାଗିଛି ଏଇଟା, ମା’ଙ୍କ ଦେହାନ୍ତ ପର ଶେଷ କାର୍ଯ୍ୟକ୍ରମ ପରେ । ପାଖରେ ବାପାଙ୍କ ଫଟୋଟା ଦଶ ବର୍ଷ ପୁରୁଣା ହେଲାଣି । ସତେ ଯେମିତି ପାଖର ଖାଲି ଜାଗା ଅନାଇ ବସିଥିଲା ତାଙ୍କର ଜୀବନସାଥୀକୁ !! ଆଉ ଭଗବାନ ସେୟା ବି କରିଦେଲେ । ରବିକାନ୍ତଙ୍କ ଆଖିରୁ ଝରି ପଡ଼ିଲା ଦୁଇ ବୁନ୍ଦା ଲୁହ ।…

ଅଧିକ ପଢ଼ନ୍ତୁ
Pathika Kahani (ପଥିକ କାହାଣୀ) by Amrutanshu Panda

ପଥିକ କାହାଣୀ

ଦିନେ ବାଟରେ ଯାଉ ଯାଉ ଏଇ ମଉସାଙ୍କ ସହ ଭେଟ ହେଲା ତାଙ୍କ ତାଳ ସଜର ଦୋକାନ ଦେଖି । ପଚାରିଲି କେତେ ଟଙ୍କା ବୋଲି? ମଉସା କହିଲେ ୧୦କୁ ୩ଟା ଆଖି । କହିଲି ହଉ ଫଟାଫଟ ୧୮ଟି ଦିଅ । ମଉସା ସେତିକି କରୁ କରୁ, କୌତୁହଳରେ ପଚାରିଲି, “ମଉସା ତମ ବୟସ କେତେ ହେବ?” ଗୋଟେ ରୁକ୍ଷ ହେଇଯାଇଥିବା କଣ୍ଠରେ କହିଲେ ତିନି କୋଡ଼ି ଦଶ । ମୁଁ ମନେ ମନେ ଭାବିଲି…

ଅଧିକ ପଢ଼ନ୍ତୁ
Sambalpuri Poem Bhejal (ଭେଜାଲ୍) by Satyanarayan Padhan

ଭେଜାଲ୍

ଭେଜାଲ୍ ହେଉଛେ ଗୁଟେ ଗୁଟେ କରି ଦୁନିଁଆରେ ଅଛେ ଯାହା, ଭେଜାଲ୍ ଆଜି ଉଷ କଷା ଠାନୁଁ ଭେଜାଲ୍ ପି’ ଲା ଚାହା । ଭେଜାଲ୍ ହେଉଛେ ଚାଉଲ୍, ଅଣ୍ଡା ଶୁନିଁ କାବା ଯିବ ହେଇ, କ୍ଷୀର, ମହୁ ଠାନୁଁ ଭେଜାଲ୍ ମିଲୁଛେ ଜାନିଁ ନାଇଁପାରୁଛନ୍ କେହି । ଭେଜାଲ୍ ଆଜି ତ ମୁନୁଷ୍ ସମାଜ୍ ଗୁଟେ ସତ୍ ଲୋକ୍ ନାଇଁ, ଜିନିଷ୍ ଗୁରାକ ଭେଜାଲ୍ ହେଲାଯେ କାହାକେ କହେମାଁ ଭାଇ । ଭେଜାଲ୍ ଇନଁ ହୋ…

ଅଧିକ ପଢ଼ନ୍ତୁ
Odia Poem Prema Badalare Prema (ପ୍ରେମ ବଦଳରେ ପ୍ରେମ) by Pankaj Kumar Mangal

ପ୍ରେମ ବଦଳରେ ପ୍ରେମ

ପ୍ରେମ ବଦଳରେ ପ୍ରେମ ଚାହିଁଥିଲି କାହିଁ ଦେଲୁ ପ୍ରତାରଣା, ଟିକେ ଭଲପାଇବା ମାଗି ଥିଲି ବୋଲି ମୋତେ ଦେଲୁ ତୁ ଛଳନା । କିଛିଦିନ ପାଇଁ ହସ ଦେଇ ଓଠେ କରି ଚାଲିଗଲ ଏକା, ଏକା ହେବା ଯଦି ପ୍ରେମର ଭାଗ୍ୟ କାହିଁ ଦେଉଥିଲ ଦେଖା ! ସ୍ନେହ ବଦଳରେ ସ୍ନେହ ମାଗିଥିଲି କାହିଁ କଲୁ ମୋତେ ଘୃଣା, ଆପଣାର କରି ଖେଳି ଚାଲିଗଲୁ ମୁଁ ନୁହେଁ ଗୋଟେ ଖେଳନା । କହିବି କେମିତି ଆମରି ଭିତରେ…

ଅଧିକ ପଢ଼ନ୍ତୁ