Odia Story Chhaya (ଛାୟା) by Deepak Sarangi

ଛାୟା

ଅଜୟର ବନ୍ଧୁ ସହଦେବ ତାକୁ ବହୁତଥର ଡାକିଛି ଯେ ଥରେ ଏଇ ସହରୀ ଜୀବନଯାପନ ଛାଡ଼ି କିଛି ଦିନ ଶିମିଳିପାଳ ଜଙ୍ଗଲ ଆଡ଼େ ବୁଲି ଆସିବାକୁ, କିନ୍ତୁ ଅଜୟ ପାଖରେ ଏସବୁ ପାଇଁ ସମୟ ନ ଥିଲା । ବ୍ୟାଙ୍କ୍ ଚାକିରୀର ବ୍ୟସ୍ତତା ଆଉ ଲେଖାଲେଖିରୁ ଫୁରସତ୍ ମିଳିଲେ ତ କୁଆଡ଼େ ଯିବ ! ସହଦେବ ତା’ର ପିଲା ଦିନର ବନ୍ଧୁ । ଏକା ସ୍କୁଲ ଓ କଲେଜରୁ ପାଠ ପଢ଼ା ସରିବା ପରେ ସେ ଷ୍ଟେଟ୍…

ଅଧିକ ପଢ଼ନ୍ତୁ
Odia Poem Nari (ନାରୀ) by Anasuya Panda

ନାରୀ

ନାରୀ ଭିତରର ଯନ୍ତ୍ରଣାକୁ ପଢ଼ିଛ କି କେହି? କେବେ ତା’ ମନର ସିନ୍ଦୁକରେ ଲୁଚେଇଥିବା ଇଚ୍ଛାକୁ କେହି ଖୋଜନ୍ତିନି, ତା’ ଇଚ୍ଛାର ଚାରିପାଖରେ ଲକ୍ଷ୍ମଣରେଖା ସେ ଡେଇଁଲେ ଅନେକ କୁତ୍ସାରଟନା ତା’ ଭାବିବାରେ ଅଙ୍କୁଶ ସେ ଭାବିଲେ ବି ଅଶୌଚ ହେଇଯାଏ ସମଗ୍ର ସଂସ୍କୃତି । ନାରୀ ତା’ ପରିସୀମାର ପରିସରରେ ଶ୍ଵାସରୁଦ୍ଧ ନିର୍ବାକ ଚରିତ୍ର ସେ ବାସ୍ତବ ଜୀବନ ଜିଇଁବାରୁ ଉପେକ୍ଷିତ ଅଭିନୟରେ ଅଭିନୟରେ ତା’ ଜୀବନ ଜିଇଁବାରେ ଅଭ୍ୟସ୍ତ ନାରୀ ଜଳେ ଖୁବ୍ ଭିତରେ…

ଅଧିକ ପଢ଼ନ୍ତୁ
Chakuli: Eka Mitha Abhimana (ଚକୁଳି... ଏକ ମିଠା ଅଭିମାନ) by Dr. Nilima Priyadarsini Mishra

ଚକୁଳି… ଏକ ମିଠା ଅଭିମାନ

ଛୋଟବେଳୁ ଚକୁଳି ପିଠା ସହ ଅଲଗା ସୂତାରେ ବନ୍ଧା ଥିଲା ସୁନୁ ଆଉ ସୁମିର ଛୋଟ ହୃଦୟ । ବଡ଼ ପରିବାର ବୋଲି ବୋଉ ଯେତେ ବିରି ଚାଉଳ ବତୁରେଇଲେ ବି ସମସ୍ତଙ୍କୁ ଯେ ଚକୁଳି ଅଣ୍ଟିବ ସେମିତି କେବେ ହୋଇନି । ଶେଷରେ ବୋଉ ଅଳ୍ପ ଅଟା ଆଉ ସୁଜି ଗୋଳେଇଦିଏ ଆଣରେ । ଆଉ ସେଇ ଚକୁଳିକୁ ବିକଳ ହୋଇ ଭାଗ ବସେଇବା ପାଇଁ ଚାହିଁ ରହିଥାନ୍ତି ଏଇ କୁନି କୁନି ଭାଇ ଭଉଣୀ…

ଅଧିକ ପଢ଼ନ୍ତୁ
Odia Poem Tuma Akahara Janha Mun (ତୁମ ଆକାଶର ଜହ୍ନ ମୁଁ) by Biswanath Kinkar Rout

ତୁମ ଆକାଶର ଜହ୍ନ ମୁଁ

ତୁମ ଆକାଶର‌ ଜହ୍ନ ମୁଁ ହଜି ଯାଇଛି ମେଘ ମାଳାରେ, ରାତ୍ରୀ ଗୋପନେ ମେଘ ହଟିଗଲେ ଫେରିବି ଅମୃତ ବେଳାରେ ॥ ସାମୟିକ ଆମ ବିରହ ବିଚ୍ଛେଦ ମଳୟର ଗନ୍ଧେ ପୁଲକିତ, ପ୍ରାଣର ଉଷ୍ମତା, ଅପ୍ରତିମ ସ୍ନେହ ମର୍ମ ଭାବାବେଗ ବିଜଡ଼ିତ ॥ ଆସିବି ନିଶ୍ଚୟ ସ୍ୱପ୍ନକୁ ତୁମର କରିବାକୁ ଶଙ୍କା ଦୂରୀଭୂତ, ମିଳନ ବୁଭୁକ୍ଷୁ ଅଶରୀର ମୋହ କରିବ ତୁମକୁ କବଳିତ ॥ ପ୍ରେମ ଆଲିଙ୍ଗନେ ହଜିଯିବ ତୁମେ ମୋର ଶ୍ୱେତ ସ୍ନିଗ୍ଧ ଜୋଛନାରେ, ଅଳପ…

ଅଧିକ ପଢ଼ନ୍ତୁ
Odai Poem Barabulatie mun (ବାରବୁଲାଟିଏ ମୁଁ) by Sandhyarani Dash

ବାରବୁଲାଟିଏ ମୁଁ

ବାରବୁଲାଟିଏ ମୁଁ… କ୍ଷଣସ୍ଥାୟୀ ମୋର ରହଣୀ ଆଜି ଏଠି ତ କାଲି ସେଠି ପୁଣି, ନା ଅଛି ଅତୀତର କ୍ଷୋଭ ନା ଅଛି ଆଗତ ଭବିଷ୍ୟତର ଚିନ୍ତା, ମୁଁ କେବଳ ବର୍ତ୍ତମାନରେ ଭାବ ବିହ୍ୱଳ । ନା ଅଛି ଆଶ୍ରୟ ନା କେହି ଆଶ୍ରୟ ଦାତା ମୁଁ ମୋ ଭାଗ୍ୟର ଭାଗ୍ୟ ବିଧାତା ବୈଶାଖର ଝାଞ୍ଜି ହେଉ, ହେଉ ଅବା ଆଷାଢ଼ର ମୂଷଳଧାରା ପୁଣି ଶୀତର ଚାଦର ତଳେ କିମ୍ଭୁତକିମାକାର ମୋ ଜୀବନ ସ୍ୱପ୍ନ ଆଉ ବାସ୍ତବତାର…

ଅଧିକ ପଢ଼ନ୍ତୁ