Sidheswara nka Sarala Mahabharata (ସିଦ୍ଧେଶ୍ୱରଙ୍କ ସାରଳା ମହାଭାରତ) by Debabrat Das

ସିଦ୍ଧେଶ୍ୱରଙ୍କ ସାରଳା ମହାଭାରତ

ଜନଶ୍ରୁତି, ଲୋକକଥା, କିମ୍ୱଦନ୍ତୀ ବା ପ୍ରଥା ପରମ୍ପରା ମଧ୍ୟରେ ଏକ ସମୃଦ୍ଧ ଐତିହ୍ୟ ରହିଯାଇଥିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ଯଦିଓ ସମୟୋପଯୋଗୀ ପ୍ରମାଣ ଭିତ୍ତିରେ ବିତର୍କିତ ହୋଇ ନଥାଏ । ତଥାପି ଏହି ସବୁ ଉପାଦାନକୁ ଯୁକ୍ତି ସଙ୍ଗତ ସଂଯୋଗ କରାଯାଇପାରିଲେ କେତେକ ଅସମାହିତ ପ୍ରଶ୍ନ ତା’ର ଉତ୍ତର ରଖିପାରନ୍ତା । ଏକଦା ଚନ୍ଦ୍ରଭାଗା ଓ ବୃଦ୍ଧା ମାତଙ୍ଗୀ ନଦୀମାନଙ୍କ କୋଳରେ ଗଢ଼ିଉଠିଥିଲା ଜନପଦ ଝଙ୍କଡ଼ । ଝଙ୍କଡ଼େଶ୍ୱର, ଝଙ୍କଡ଼େଶ୍ୱରୀ (ଶ୍ରୀ ଚଣ୍ଡୀ ସାରଳା) ଓ…

ଅଧିକ ପଢ଼ନ୍ତୁ
Odia Story Marana Mo pain Sreya by Anasuya Panda

ମରଣ ମୋ ପାଇଁ ଶ୍ରେୟ

ବିକଟାଳ ଶବ୍ଦ କରି ଆମ୍ବୁଲାନ୍ସଟା କଲୋନୀ ଭିତରକୁ ମାଡ଼ି ଆସୁଥିଲା । ପଛକୁ ପଛ ଦଶ ବାରଟି କାର୍ ଆଉ କେତେଗୁଡ଼ିଏ ବାଇକ୍ ଆପାର୍ଟମେଣ୍ଟ ଆଗରେ ଆସି ପହଞ୍ଚିଗଲା । କମ୍ପିଉଠିଲା କମ୍ପାଉଣ୍ଡଟି । ସାମ୍ନାରେ ମାରୁଆଡ଼ି ଭୋଜନାଳୟ । ଚୌଧୁରୀ ବାବୁ କାନ୍ଦି କାନ୍ଦି ଗଡ଼ି ଯାଉଥାନ୍ତି । ଚୌଧୁରୀ ବାବୁଙ୍କ ବାପା ବାଲକୋନିରୁ ପଡ଼ି ଯାଇଛନ୍ତି । ମୁଣ୍ଡ ଫାଟି ଯାଇଛି । ଆଖିପତାରେ ବହୁତ ଆଘାତ ଲାଗିଛି । ନାକରୁ ରକ୍ତ ବାହାରୁଛି…

ଅଧିକ ପଢ଼ନ୍ତୁ
Odia Pome Mitha Siharana (ମିଠା ଶିହରଣ) bySroj Kumar Sahoo

ମିଠା ଶିହରଣ

ମେଘ ଝରିଆସେ ବଉଦ ଫାଙ୍କରୁ ରିମିଝିମି ଗୀତ ଗାଇ ତମେ ଭିଜୁଥାଅ ଭାବନା ଭିତରେ ମିଠା ଶିହରଣ ପାଇ । ସତ ପରି ଲାଗେ ହୃଦୟର ଛବି ତମେଅଛ ବୋଲି ପାଶେ, ରାତିର ସପନ କରି ଝିଲିମିଲି ପଲକରେ ମୁହଁ ଦିଶେ । ମନ ଉଡ଼ିଯାଏ ଶୀତଳ ପବନେ ବାହୁ ବନ୍ଧନକୁ ଖୋଲି, ଅସୁମାରୀ ଆଶା ମନତଳେ ରହି କ୍ଷଣିକରେ ଯାଏ ଭୁଲି । – ସରୋଜ କୁମାର ସାହୁ

ଅଧିକ ପଢ଼ନ୍ତୁ
Odia Poem Manabikata (ମାନବିକତା) by Shubhalaxmi Nayak

ମାନବିକତା

ମଣିଷ ଭିତରେ ଥିବା ଏକ ଅନୁଭବ ମୁଁ ଲୁପ୍ତପ୍ରାୟ ହେବାକୁ ବସିଛି ଆଜି କେଉଁଠି କେତେବେଳେ କାଁ ଭାଁ ନଜର ଆସି ଯାଉଛି ସିନା କିନ୍ତୁ ସ୍ୱାର୍ଥ ସାଧନ ପାଇଁ । ସତରେ ମୋତେ ବିଶ୍ୱାସ କର, ମୁଁ କେବେ ଏମିତି ଆଶା କରିନି ସମୟ ସୁଅରେ ମୋର ସତ୍ତା ବିଲୀନ ପ୍ରାୟ ଇଚ୍ଛା ତ ହୁଏ ପ୍ରଳାପ କରି ଉଠନ୍ତି କି ! କିନ୍ତୁ ହାୟ… ମୋର ପ୍ରଳାପ ସ୍ୱାର୍ଥର ପାଚେରୀ ଆଢ଼ୁଆଳରେ ଲୁଚିଯାଏ ମୋର…

ଅଧିକ ପଢ଼ନ୍ତୁ
Odia Poem Biswa Bijayee (ବିଶ୍ୱ ବିଜୟୀ) by Binay Mohapatra

ବିଶ୍ୱ ବିଜୟୀ

ମୁଁ ବିଶ୍ୱ ବିଜୟୀ ଥିଲି କେବେ କାହାଠାରୁ ନହାରିବାର ପଣ ନେଇ, ହଠାତ୍ ଦିନେ ଚଣ୍ଡାଶୋକ ପରି ନିଜ ଠାରୁ ନିଜେ ହାରିଗଲି । ସବୁରି ଉର୍ଦ୍ଧରେ ଗଗନକୁ ଛୁଇଁବାର ବେଳେ ହଠାତ୍ ଲାଗିଲା ମୁଁ ଯେ ରସାତଳେ ଥିଲି । ସବୁ ଦମ୍ଭ ଝଣ ଝଣ କରି ଭାଙ୍ଗିଗଲା ପତଳା କାଚର ପାଚେରୀ ଯେମିତି, ସଂସାରର ସବୁ କିଛି ହାସଲ କରି ନେବାର ମୋ ଜିଦ୍ ନିଜ ପାରିବାପଣର ଦମ୍ଭ ଚୁରମାର ହୋଇଗଲା । କାହାର…

ଅଧିକ ପଢ଼ନ୍ତୁ