ଜୀବନର ବାଟ
ଜୀବନର ବାଟେ ଚାଲୁ ଚାଲୁ କେବେ କଣ୍ଟାଟିଏ ମାଡ଼ିଛି, କେବେ ଫୁଲରେ ମୁଁ ଚାଲିଛି । କେବେ ବରଷାରେ ଭିଜିଛି କେବେ ବୈଶାଖକୁ ଛୁଇଁଛି, କେତେ ଯେ ସ୍ୱପ୍ନ ଦେଖିଛି କିଛି ପୁଣି ସତ ହୋଇଛି । କେବେ ଦୁଃଖ ନଈ କୂଳେ ବୁଲି ନିଜକୁ ହଜେଇ ଦେଇଛି, ପୁଣି ସୁଖର ସାତ ରଙ୍ଗରେ ନିଜକୁ ରଙ୍ଗେଇ ଦେଇଛି । କେତେ ଯେ ପଡ଼ିଚି, କତେ ଯେ ଝୁଣ୍ଟିଛି ତଥାପି ଆଜି ମୁଁ ଚାଲିଛି, ଜୀବନକୁ ମୋର…