sati

ସତୀ

ସମୟ ପ୍ରାୟ ୪ଟା ପାଖାପାଖି । ଘର ଅଗଣାରେ ସ୍ୱାତୀ ଚୌକି ଉପରେ ବସି ଅପରାହ୍ନ‌କୁ ଉପଭୋଗ କରୁଥିଲା । ଘର କ‌ହିଲେ, ଗୋଟିଏ ମହଲା ବିଶିଷତ ଘର, ସେଥିରେ ଆବଶ୍ୟକ ପରିମାଣର ରୁମ୍ ଥିଲା । ଘରର ବାହାରକୁ ଅଗଣାଟିଏ ଓ ଅଗଣାକୁ ଲାଗିକରି ସୁଉଚ୍ଚ ପାଚେରୀ । ପରିବାର କ‌ହିଲେ, ସ୍ୱାତୀ, ତା’ର ସ୍ୱାମୀ ଅରୁଣ, ଶାଶୁ ଓ ଶ୍ୱଶୁରଙ୍କ ସ‌ହ ରହୁଥିଲା । ଦେଢ଼ଶୁର ଓ ବଡ଼ଯାଆ ତା’ର ବେଙ୍ଗାଲୁରୁରେ ତା’ଙ୍କ ପରିବାର…

ଅଧିକ ପଢ଼ନ୍ତୁ
Aliagada Odia Story by Dinesh Kumar Sahoo

ଅଳିଆଗଦା

ଗତ କିଛିଦିନ ହେଲା ହରେଶର ବ୍ୟବହାର, କାମ କରିବାର ଶୈଳୀ, ସବୁରେ ପରିବର୍ତ୍ତନ ଲକ୍ଷ୍ୟ କରୁଥିଲା ସମ୍ବିତ । ଅଫିସ କାମ ସରିବା ପରେ ସନ୍ଧ୍ୟାରେ ଏକାଠି ହୋଇ ତା’ ସଙ୍ଗେ ଘରକୁ ଯିବ ବୋଲି ମନସ୍ଥ କଲା ସେ । ଆଜି ଯାହା ହେଲେ ବି ସତ କଥା ପଚାରି ବୁଝିବ ବୋଲି ମନେ ମନେ ଠିକ କଲା । ସମ୍ବିତ ଓ ହରେଶ କେବଳ ସହକର୍ମୀ ନୁହଁନ୍ତି ବରଂ ଦୁହେଁ ସହପାଠୀ ମଧ୍ୟ ।…

ଅଧିକ ପଢ଼ନ୍ତୁ
prathama-prema

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ ସବୁବେଳେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାଏ ହୃଦୟ ଭିତରେ । ଅନେକ କୁହ‌ନ୍ତି ପ୍ରଥମ ପ୍ରେମକୁ ଭୁଲିବା କଷ୍ଟ । ମଣିଷର ସରଳ ଜୀବନ‌କୁ କେମିତି ଗୋଟେ ଅଙ୍କାବଙ୍କା ନଈର ଧାର ପରି ସଜେଇଦେଇଥାଏ ଏହି ପ୍ରେମ । ଏକ ସୁନ୍ଦର ଆକର୍ଷଣ ସ‌ହ କାହିଁ କେଉଁକାଳରୁ ଶୋଇରହିଥିବା ଏକ ବୀଜଟି ମନ ଭିତରେ ଫୁଟିଉଠିଥାଏ ପାଖୁଡ଼ା ମେଲି । ଜୀବନରେ ଅନେକଙ୍କ ସ‌ହ ଦେଖା ହୋଇଯାଇଥାଏ, ମାତ୍ର ସେ ନିଆରା ସୃଷ୍ଟି…

ଅଧିକ ପଢ଼ନ୍ତୁ
abujha-mana

ଅବୁଝା ମନ

ଅବୁଝା ମନ ସହରର ସୀମାନ୍ତରେ ଥିବା ଇନ୍ଫୋସିଟିର ଅଫିସ୍‌ରେ ବସି ବାରମ୍ବାର ଘଣ୍ଟାକୁ ଅନାଇ ଚାଲିଥାଏ ରାକେଶ, ଘଣ୍ଟାର କଣ୍ଟା ଯେତେ ଆଗେଇ ଯାଉଥାଏ ତା’ ମୁହଁରେ ଚିନ୍ତାଟା ସେତେ ସ୍ପଷ୍ଟ ବାରି ହେଇ ଯାଉଥାଏ । କାନ୍ଥ ଘଡ଼ିଟା ପାଞ୍ଚଟା ବାଜିବାର ସୂଚନା ଦେଲା । ପାଖରେ ବସିଥିବା ସହକର୍ମୀ ଅମର ପଚାରିଲା, “କିରେ ରାକେଶ କ’ଣ ହେଲା, ତୁ ଏତେ ବ୍ୟସ୍ତ କାହିଁକି ହେଉଛୁ?” ରାକେଶ କ‌ହିଲା, “ଦେଖୁନୁ ପାଞ୍ଚଟା ବାଜିଲାଣି, ଏ ପର୍ଯ୍ୟନ୍ତ…

ଅଧିକ ପଢ଼ନ୍ତୁ
Ajana Shakti - Odia Story by Sushree Nayak

ଅଜଣା ଶକ୍ତି

ସବୁବେଳେ ଦେଖେ ବାପାଙ୍କୁ, ସେ ନିଜ କାମ ଚୁପଚାପ୍ କରିଦିଅନ୍ତି । ଆଉ ସବୁବେଳେ ଲାଗେ ବାପାଙ୍କୁ ସବୁ ଜଣା ଅଛି । ମୁଁ ଯଦି କେବେ ଡରିଯିବି, ଅସୁବିଧାରେ ପଡ଼ିଯିବି ବାପା ଅଛନ୍ତି । ଘରେ ବି ସମସ୍ତେ ଏମିତି ହିଁ ଭାବନ୍ତି, ଖାଲି ଘରେ କାହିଁକି ସମ୍ପର୍କୀୟ ମାନେ ବି । ଧୀରେ ଧୀରେ ବଡ଼ ହେଲି, ଆଉ ଦିନେ ହଠାତ ଭାବିଲି, ତାଙ୍କୁ କ’ଣ କେବେ ଡର ଲାଗେନି? ଏତେ ସାହସ କେଉଁଠୁ…

ଅଧିକ ପଢ଼ନ୍ତୁ