ସ୍ମୃତିର ତାଳେ ତାଳେ

ସ୍ମୃତିର ତାଳେ ତାଳେ

ସ୍ମୃତିର ତାଳେ ତାଳେ ନୃତ୍ୟେ ଭୋଳ ଅଶ୍ରୁ ଜଳେ କରାଳ ଲହରୀ ଭେରି ହୃଦ ସାଗରେ ଖେଳେ । ସ୍ମୃତିର ତାଳେ ତାଳେ । ସ୍ମୃତିର ତାଳେ ତାଳେ ପ୍ରତିବିମ୍ବ ମନେ ଧରି ତୋଳେ ଅଲୋଡ଼ା ସତ୍ତା ଅନ୍ୱେଷଣ ସମୟ ପାଉଁଶଗଦା ତଳେ ସ୍ମୃତିର ତାଳେ ତାଳେ… ସ୍ମୃତିର ତାଳେ ତାଳେ ମନ ହଜେ ଅନ୍ତରାଳେ, ଗାଇ ପୁଲକର ଗୀତି ମଗ୍ନ ହୁଏ ମୋହ ଛଳେ । ସ୍ମୃତିର ତାଳେ ତାଳେ… ସ୍ମୃତିର ତାଳେ ତାଳେ ମନ…

ଅଧିକ ପଢ଼ନ୍ତୁ
ପ୍ରତୀକ୍ଷା

ପ୍ରତୀକ୍ଷା

ଆଖି ବୁଜିଦେଇ ତୁମରି କଥାକୁ ଭାବେ ଯେବେ ମୋ ମନରେ, କ୍ଷଣିକେବି ତୁମେ ଡେରି ନ କରି ଗୋ ଚାଲିଆସ ଭାବନାରେ ॥ ଲାଗୁଛି ତୁମରି ପ୍ରେମ ବନ୍ଧନରେ ବାନ୍ଧି ହୋଇ ଯାଇଅଛି, ପାରୁନି ତୁମଠୁ ଦୂରେ ଆଉ ରହି ପ୍ରତିମୁହୂର୍ତ୍ତେ ଖୋଜୁଛି ॥ ପ୍ରତୀକ୍ଷା କରିଛି ତୁମରି ପଥକୁ ଆସିବ ଯେ କେବେ କୁହ, ଚାହିଁ ଚାହିଁ କେତେ ଦିନ ବିତିଲାଣି ଆଉ କେତେ ଯେ ସମୟ ॥ ବାକି ଅଛି ଖାଲି ତୁମରି ସାଥିରେ…

ଅଧିକ ପଢ଼ନ୍ତୁ
shunyata-re-purnata

ଶୂନ୍ୟତାରେ ପୂର୍ଣ୍ଣତା

ଟିକିଏ ନିରବି ଯାଅ, ନିଶବ୍ଦରେ ଶୁଣ, ସ୍ପଷ୍ଟ ଶବ୍ଦ ‘ନିଶବ୍ଦତା’ର । ଏବଂ ‘କିଛି ନାହିଁ’ର ବ୍ରହ୍ମାଣ୍ଡରେ, ଶୁନ୍ୟତାରେ, ‘ପୂର୍ଣ୍ଣତା’କୁ ଅନୁଭବ କର । ଆଖି ବନ୍ଦକର ଏବଂ ଦେଖ, ‘କିଛି ନାହିଁ’ର ଏ ସୃଷ୍ଟି କିପରି ସୃଜନରେ ବ୍ୟସ୍ତ । ଶୂନ୍ୟ କେବଳ ‘କିଛି ନଥିବାର’ ପରିଭାଷା ନୁହେଁ, ଶୁନ୍ୟ ‘ସବୁ କିଛି’ ଥିବାର ଆଭାସ । ସବୁ କିଛି ଦୃଶ୍ୟ ନୁହେଁ ଏଠି, ହେଲେ, ସବୁ କିଛି ଦେଖିବାର ଆଶା । କିନ୍ତୁ, ନୟନ…

ଅଧିକ ପଢ଼ନ୍ତୁ
bandhan

ବନ୍ଧନ

ମୁଁ ତୋ ମମତା ପଞ୍ଜୁରୀରେ କଏଦୀ ଶୁଆଟିଏ ! ଉଡ଼ିଯିବାକୁ ଚାହେଁ, ହେଲେ ଅଜଣା ଏ ସ‌ହରରେ ନାହିଁ ମୋର ବସାଟିଏ !! ପଞ୍ଜୁରୀ ବାହାର ଦୁନିଆରେ କେତେ ହିଂସ୍ର ବାତାବରଣ ! କ୍ଷମାହୀନ ସମୟରେ ବଦଳୁଥିବା ଏଇ ଋତୁମାନ ମୁଁ କ’ଣ ପାରିବି ବଞ୍ଚି ତୁମବିନା ମୁକ୍ତିର ଏ ଜୀବନ !! କିଏ ପକେଇବ ସ୍ନେହରେ ଦାନା ମତେ ସେ ବାହାନାରେ ହୋଇଯାଏ ତୁମ ସାଥେ ସାକ୍ଷାତ କେତେ ମୁଁ କ’ଣ ପାରିବି ଲଢ଼ି ତୁମବିନା…

ଅଧିକ ପଢ଼ନ୍ତୁ
ଓଁ ନମଃ ଭଗବତେ ବାସୁଦେବାୟ

ଓଁ ନମଃ ଭଗବତେ ବାସୁଦେବାୟ

ସବୁ ଜାଣି ବି ତୁମେ ଅଜଣା, ସବୁ ଶୁଣି ବି, ସବୁ ତୁମ ପାଇଁ ଅଶୁଣା । ତୁମେ ନଥିଲେ ଚାରିଦିଗ ଅନ୍ଧକାରମୟ, ତୁମେ ଥିଲେ ଆଲୋକରେ ପରିପୂର୍ଣ୍ଣ, ମୋ ଘର ଅଗଣା ॥ କେବେ ତୁମେ ଦେଖାଦିଅ, ମନ୍ଦିରର ମୁଖଶାଳା ସାଜି, କେବେ ପୁଣି ଆସ ଅଧା ଲେଖା କାହାଣୀର, ଶେଷ ଅଧ୍ୟାୟ ପ୍ରାୟେ । ଜୀବନ ମୃତ୍ୟୁ ସବୁ ତୁମରି ଦାନ, ହାତ ଧରି କଢ଼ାଇ ନିଅ ବାଟ, ଯେବେ ମଣିଷ ପଥହରା ହୁଏ…

ଅଧିକ ପଢ଼ନ୍ତୁ