dharamara-selfie

ଧରମାର ସେଲ୍ଫି

“ତମେ ବାପ-ପୁଅ-ଝିଅ ବସି ମୋବାଇଲରେ ଦିନ ସାରା ଲାଗିଥାଅ । ଛୁଟିରେ ଅଛ ବୋଲି ନିଜେ ତ କାମ କରିବନି, ପିଲାଙ୍କୁ ବି ବିଗାଡ଼ି ଦେବ ନା କ’ଣ? ଏମାନେ ତ Text book କମ୍ ଆଉ Facebook ବେଶି ପଢ଼ୁଛନ୍ତି । ଆଉ ତମେ ବି କିଛି କମ୍ ନୁହଁ । ତମ ଅଫିସରେ କାମଦାମ ଅଛି କି ନାହିଁ, ଯେତେବେଳେ ଦେଖ WhatsApp, ଟ୍ଵିଟରରେ ମାତୁଛ । ଘରେ ବି ସେଇୟା ।” ଜଳଖିଆ…

ଅଧିକ ପଢ଼ନ୍ତୁ
bagha-matichhi

ବାଘ ମାତିଛି

ୟେ ପୁଣି କୋଉ ବାଘ? ମଣିଷଖିଆ ବାଘ ଗୁଡ଼ା ତ କେବେରୁ ପୃଥିବୀରୁ ଲୋପ ପାଇଗଲେଣି । ପୁଣି ଥରେ ବାଘ ମାତିଛି !!! କଥାଟା ଠିକରେ ବୁଝା ପଡ଼ିଲାନି ଗାଁ’ର ସେ ମାଉସୀକୁ ସେଦିନ । ଗାଁ’ର ମୁରବୀ ସେଦିନ ବାଘର ଉତ୍ପାତ ବିଷୟରେ ମାଉସୀକୁ ଆଗରୁ ସୂଚନ ଦେଇଥିଲେ ବି ମାଉସୀ କଥାଟାକୁ ଏତେ ଗୁରୁତ୍ଵ ଦେଇନଥିଲେ । ଦିନ କେଇଟାରେ ତା’ର ଝିଅ ବାହାଘର । ବାହାଘର ୮୦ ଭାଗ କାମର ପ୍ରସ୍ତୁତି…

ଅଧିକ ପଢ଼ନ୍ତୁ
konark-kimbadanti

କୋଣାର୍କର କିମ୍ବଦନ୍ତୀ

“ଶସ୍ୟ ଶ୍ୟାମଳା, ନଳିନୀ ଖୋଦିତା ନଦୀ ନିଷେବିତା ସାଗର ବନ୍ଦିତା”, ଓଡ଼ିଶା ଅଲୌକିକ କାହାଣୀରେ ଖୋଦିତ କିମ୍ବଦନ୍ତୀ, ଯାହା ମନୀଷାର ଭାବନାର ଚିତ୍ର ପଟଳକୁ କେବଳ ଦୋହଲାଇ ଦିଏନି ବରଂ ହଜାଇ ଦିଏ ସ୍ଵର୍ଗୀୟ ଆନନ୍ଦରେ। ସତେ ପାରିଜାତର ପୁଷ୍ପ ରାଜ ଯେମିତି ଗାଇ ଉଠୁଛନ୍ତି ରାଗିଣୀ, ବିମୋହିତ କରିନିଏ ସେଇ କାରୁକାର୍ଯ୍ୟର କୋଣାର୍କ, ପ୍ରଫୁଲ୍ଲିତ କରିଦିଏ ତନୁ ମନକୁ କଳା କଳା ଜଳ ରାଶି, ଆଚ୍ଛାଦିତ ମେଘର ଭାସିୟମାନ ମେଘ ଖଣ୍ଡ, ସମସ୍ତଙ୍କର ଇଚ୍ଛା ଥାଏ…

ଅଧିକ ପଢ଼ନ୍ତୁ
Prabhunka-Priyatama

ପ୍ରଭୁଙ୍କ ପ୍ରିୟତମା

ଶ୍ରୀମନ୍ଦିର ଭିତରୁ ଝରିଆସୁଛି ପବିତ୍ର ଗୀତ ଗୋବିନ୍ଦର ମଧୁର ମୂର୍ଚ୍ଛନା । ନିଜକୁ ରାଧା ଭାବେ ସଜାଇ, ଶ୍ରେଷ୍ଠ ଭକ୍ତି-କାନ୍ତ ଭକ୍ତିରେ ମଜ୍ଜିଯାଇ, ଅବିର ଓ କର୍ପୂରର ଧୂଳି ଉଡ଼ାଇ ନାଚୁଛି ଅପରୂପା ଦେବଦାସୀ । ରତ୍ନ ସିଂହାସନ ଉପରେ ବଡ଼ସିଂହାର ବେଶରେ ସୁସଜ୍ଜିତ ହୋଇଛନ୍ତି ରସିକ ଶେଖର ରାଜରାଜେଶ୍ୱର ମହାପ୍ରଭୁ ଜଗନ୍ନାଥ । ପ୍ରଭୁଙ୍କୁ ବିଶ୍ୱର ଶ୍ରେଷ୍ଠ ପ୍ରେମିକ ମନେକରି ତାଙ୍କ ପୟରେ ସେ ନିଜର ନୃତ୍ୟ ଉତ୍ସର୍ଗ କଲା । ମଦିରା ଯାଗାରେ ମହାପ୍ରଭୁ…

ଅଧିକ ପଢ଼ନ୍ତୁ
ଭୁଲ କାହାର

ଭୁଲ କାହାର

ସେଦିନ… ଝିପି ଝିପି ବର୍ଷା ଶିରି ଶିରି ଶୀତୁଆ ପବନ କୂଳୁ କୂଳୁ ଶବ୍ଦ ଗୁଣୁ ଗୁଣୁ ଗୀତ ରୁଣୁ ଝୁଣୁ ପାଉଁଜି ଥିରି ଥିରି ପାଦ ଦିକ୍ ଦିକ୍ ଦୀପ ଫିକ୍ ଫିକ୍ ହସ ଛନ୍ନ ଛନ୍ନ ମନ ଫୁସଫୁସ କଥା କିଟି ମିଟି ଅନ୍ଧାର.. ଭିନ୍ନ ଏକ ସ୍ପର୍ଶ ଅଜବ ଏକ ଉନ୍ମାଦନା କ୍ଷଣିକ ଉତ୍ତେଜନା ଅଳ୍ପ ପ୍ରତିରୋଧ ବେଶୀ ସମର୍ପଣ… ! ଉତ୍ତାଳ ଜୁଆର ଲଙ୍ଘି ଯାଏ କୂଳ, ମାଡ଼ିଯାଏ ବେଳାଭୂମି ।…

ଅଧିକ ପଢ଼ନ୍ତୁ