Odia Poem Samparka (ସମ୍ପର୍କ) by Himanshu Bhusan Sahoo

ସମ୍ପର୍କ

କିଛି ଲୋକ ସମ୍ପର୍କକୁ ଖୁବ୍ ସହଜରେ କାଟି ଦେଉଛନ୍ତି ସମ୍ପର୍କ ଆରମ୍ଭ ବେଳେ ଖୁସି-ଉତ୍ସାହ ଆଉ ସମ୍ପର୍କ ଭାଙ୍ଗିବା ବେଳେ ଦୁଃଖ-ବିରହ ଆଉ ଏହା ମଧ୍ୟରେ ଅନେକ କାହାଣୀ ଅନେକ ଭାବନା ଅନେକ ମାନ ଅଭିମାନ ସ୍ମୃତି ସବୁକୁ ମାରି ଦେଉଛନ୍ତି ! ହିସାବ କରିପାରିବ କି କେତେ ସମ୍ପର୍କ ଭାଙ୍ଗି ସେମାନେ ନିଜକୁ ସଜାଡ଼ିଛନ୍ତି? – ହିମାଂଶ ଭୂଷଣ ସାହୁ

ଅଧିକ ପଢ଼ନ୍ତୁ
Biography of Bishnu Charan Sethi (ବିଷ୍ଣୁ ଚରଣ ସେଠୀଙ୍କ ଜୀବନୀ)

ବିଷ୍ଣୁ ଚରଣ ସେଠୀଙ୍କ ଜୀବନୀ

ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀ ଥିଲେ ଜଣେ ଓଡ଼ିଆ ସାହିତ୍ୟିକ, ସାମ୍ବାଦିକ ତଥା ରାଜନୀତିଜ୍ଞ ଯିଏକି ଘାସଫୁଲ ଭଳି ଉତ୍କୃଷ୍ଟ ସାହିତ୍ୟ ପତ୍ରିକାର ପ୍ରତିଷ୍ଠା କରିବା ସହିତ ସମ୍ପାଦନା କରୁଥିଲେ । ଜନ୍ମ ଓ ପରିବାର ୧୯୬୧ ମସିହାର ଜୁନ ୫ ତାରିଖରେ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ୍ ଅନ୍ତର୍ଗତ ମଙ୍ଗରାଜପୁରଠାରେ ଜନ୍ମଗ୍ରହଣ କରିଥିଲେ ସେ । ତାଙ୍କ ବାପାଙ୍କ ନାମ ଥିଲା ଗୟାଧର ସେଠୀ ଓ ପତ୍ନୀଙ୍କ ନାମ ଥିଲା ଉର୍ମିଳାରାଣୀ ପାଣିଗ୍ରାହୀ । ଶିକ୍ଷା ଓ ସାହିତ୍ୟକୃତି ସେ…

ଅଧିକ ପଢ଼ନ୍ତୁ
Odia Poem Antahina Apeksha (ଅନ୍ତହୀନ ଅପେକ୍ଷା) by Manas Ranjan Dash

ଅନ୍ତହୀନ ଅପେକ୍ଷା

ତୁମକୁ ପାଇବାର ଇଚ୍ଛା ଅନେକ ଦାୟିତ୍ଵର ବୋଝ ତଳେ ଦବିଯାଏ ଗାଆଁର ସରଳ ଲୋକଟେ ସହରର ଭିଡ଼ରେ ଯେମିତି ହଜିଯାଏ ନିଜ ପରିଚୟ ଗଢ଼ିବାରେ ସରିଯାଏ ଯୌବନ ଅବଧି ବୁକୁପରେ ନିଜ ହାତେ ଗଢ଼ିବାକୁ ହୁଏ କେତେ ଯେ ପ୍ରେମର ସମାଧି ଭଲ ମୁଁ ପାଉଥିଲି କେବେ, ଆଉ ପାଏନା ଅପେକ୍ଷା ଅନ୍ତହୀନ ହେଲେ ଅପେକ୍ଷା ରହେନା !!! – ମାନସ ରଞ୍ଜନ ଦାଶ

ଅଧିକ ପଢ଼ନ୍ତୁ
Odia Story Tini Tanka Pachash Paisa (ତିନି ଟଙ୍କା ପଚାଶ ପଇସା) by Laxmikanta Behera

ତିନି ଟଙ୍କା ପଚାଶ ପଇସା

ସରସ୍ୱତୀ ପୂଜା କି ଗଣେଶପୂଜା ଆସିଲେ ମୋ ମନ କୁଣ୍ଢେମୋଟ ହେଇଯାଏ, କାରଣ ଗୋଟେ ପଟେ ସ୍କୁଲର ପୂଜା ଅନ୍ୟଟି ହେଲା ବହୁ ପ୍ରତିକ୍ଷୀତ ଏକ ସୁନ୍ଦର ଖାଦ୍ୟ ଖାଇବାର ମଉକା ମିଳେ । କେଜାଣି କାହିଁ ପୂଜା ପୂର୍ବ ଦିନ ରାତିଟା ବି ଅଧିକ ଲମ୍ବା ଭଳି ଲାଗେ । ସବୁ ପିଲାଙ୍କ ପରି ସକାଳୁ ଉଠି, ଫୁଲ ତୋଳି ଗାଧେଇ ହେଇ ନୂଆ ଡ୍ରେସ ପିନ୍ଧି ମା’ ପାଖେ ହଜାର ହେଇଯାଏ । ମାଆ ମୋ ମୁହଁକୁ ଚାହିଁ…

ଅଧିକ ପଢ଼ନ୍ତୁ
Biography of Shankaracharya Swaroopanand Saraswati (ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଜୀବନୀ)

ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ

ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ (୨ ସେପ୍ଟେମ୍ବର ୧୯୨୪ – ୧୧ ସେପ୍ଟେମ୍ବର ୨୦୨୨) ଜଣେ ଭାରତୀୟ ଧର୍ମଗୁରୁ, ସ୍ୱାଧୀନତା ସଂଗ୍ରାମୀ ତଥା ଶଙ୍କରାଚାର୍ଯ୍ୟ ପଦବୀରେ ଭୂଷିତ ଥିଲେ । ୧୯୮୨ ମସିହାରେ, ସେ ଗୁଜୁରାଟର ଦ୍ୱାରକା ସ୍ଥିତ ଶାରଦା ପୀଠର ଏବଂ ବଦ୍ରିନାଥରେ ଜ୍ୟୋତିର୍‌ ମଠର ଶଙ୍କରାଚାର୍ଯ୍ୟ ପଦବୀରେ ରହିଥିଲେ। ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ୧୯୨୪ ମସିହାରେ ମଧ୍ୟ ପ୍ରଦେଶର ସେଓନି ଜିଲ୍ଲାର ଡିଗୋରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନେ ତାଙ୍କ ନାମ ପୋଥିରାମ ଉପାଧ୍ୟାୟ ଥିଲା ।…

ଅଧିକ ପଢ଼ନ୍ତୁ