Bidae Salita

ବିଡ଼ାଏ ସଳିତା

ଶୀତ ଟିକେ ଜୋରରେ ପଡ଼ିଲାଣି । ଦେହ ହାତ ଥଣ୍ଡାରେ କୋଲୁଅ ମାରିଯାଉଛି । ରାସ୍ତାଘାଟ ଆଜିକାଲି ବହୁତ ଗହଳି ରହୁଛି । ଯେଉଁଆଡ଼େ ଚାହିଁବ ବିଭିନ୍ନ ପ୍ରକାରର ବାଣ । ଆଗରେ କାର୍ତ୍ତିକ ପୂର୍ଣ୍ଣିମା ଆସୁଛି ତ । କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ସହିତ ବାଣ ଫୁଟେଇବା ଗୋଟେ ଫ୍ୟାଶନ ହେଇ ଗଲାଣି । ସ୍ତ୍ରୀ ମୋ ସହିତ କେତେଦିନ ହେଲା ଖାଲି କଜିଆ ଲଗେଇଛନ୍ତି । ଏଥର କାର୍ତ୍ତିକ ପୂର୍ଣ୍ଣିମା ଘରେ କରିବାନି,…

ଅଧିକ ପଢ଼ନ୍ତୁ
nirutsaba

ନିରୁତ୍ସବ

ପଡ଼ି ଉଠି ଧାଇଁଛି । ଭାବିବାକୁ ତର ନାହିଁ, ମନରେ ସୁଖ ନାହିଁ, ଦୁଃଖ ବି ନାହିଁ । ସେ କିଏ, ତା’ ବି ଭୁଲି ଯାଇଛି । ତା’ର କିଛି କାହାଣୀ ନାହିଁ, ଅହଂକାର ନାହିଁ । କିଛି ନାହିଁ କେଉଁଠି, କେବଳ ତା’ ନିଜ ଅନୁଭୂତି, ତା’ ହୃଦୟର ଉଚ୍ଛ୍ୱାସ । ମନେଇ- ମନମୋହନ ରାଉତ, ହେତୁ ପାଇଲା ଦିନଠାରୁ ଦେଖି ଆସିଛି ତା’ ଗାଆଁର ଲୋକଙ୍କୁ ଜଗନ୍ନାଥ ପୁରୀ ଦର୍ଶନରେ ଯିବାର ।…

ଅଧିକ ପଢ଼ନ୍ତୁ
Parijata

ପାରିଜାତ

ସୁପ୍ରଭାତ ବନ୍ଧୁଗଣ । ରେଡ଼ିଓ ରକ୍ସକୁ ସ୍ୱାଗତ କରୁଛି ଆପଣଙ୍କୁ, ମୁଁ ସମୀର । ଆଜି ଆପଣଙ୍କ ସମୀର ପୁରା ଅନ୍-ପ୍ରିପେୟାର୍ଡ୍ । ଏ ଗୋଟେ ଲାଇନରେ ଭାବୁଥିବେ, ସମୀରର ମୁଣ୍ଡ ମାଡ଼ ହେଇ ଯାଇଛି ବୋଧେ । ପ୍ରଥମେ ତ ପୂର୍ବ ପ୍ରସ୍ତୁତିର ଘର ଶୂନ, ଦ୍ୱିତୀୟରେ ଏ ଓଡ଼ିଆ ଟୋକାର ଜିଭଟା ଅଂଗ୍ରେଜି କହିବାକୁ କେମିତି ଲେଉଟିଲା । ଏଇଟା ତ ଆଜିର ମିଷ୍ଟ୍ରି । ହଁ ବନ୍ଧୁଗଣ ମିଷ୍ଟ୍ରି ଭିତରେ ଅଛି ଆପଣଙ୍କ…

ଅଧିକ ପଢ଼ନ୍ତୁ
ଏମିତିବି ପ୍ରେମ ହୁଏ

ଏମିତିବି ପ୍ରେମ ହୁଏ

ପ୍ରେମପ୍ରକାଶର ସେଦିନ ଜଲଦି ନିଦ ଭାଙ୍ଗି ଯାଇଥିଲା । କବାଟ ଖୋଲିଲା, ଚାରିଆଡ଼କୁ ଚାହିଁଲା- ଅନ୍ଧକାର ସମ୍ପୂର୍ଣ୍ଣ ଛାଡ଼ି ନଥିଲା । ଶୀଘ୍ର ଉଠିପଡ଼ିଥିବାରୁ ଭାବିଲା ଆଜି ଗାଡ଼ିଟିକୁ ରଖି ଚାଲି ଚାଲି ମର୍ଣ୍ଣିୱାକ ଯିବାକୁ । ମର୍ଣ୍ଣିୱାକ ପାଇଁ ତାକୁ ଦୁଇ କିଲୋମିଟର ଯିବାକୁ ପଡ଼େ । ଦୁଇ କିଲୋମିଟର ପରେ ପଡ଼ିଥାଏ ସେହି ପାର୍କଟି ଯେଉଁଠି ସିଏ ମର୍ଣ୍ଣିୱାକ କରେ । ସେଦିନ ଶୀଘ୍ର ଯାଇଥିଲେବି ଫେରିବାରେ ବିଳମ୍ବ ହୋଇଥିଲା । କାହିଁକିନା ବାଇକ…

ଅଧିକ ପଢ଼ନ୍ତୁ
ପଞ୍ଜୁରୀ ଭିତରେ ପ୍ରେମ

ପଞ୍ଜୁରୀ ଭିତରେ ପ୍ରେମ

ଜୀବନ ଚକ୍ରର ଛନ୍ଦି ହୋଇ ରହିଥିବା ପଥରେ ଏମିତିବି କିଛିକ୍ଷଣ ଆସେ ଯେଉଁଠି ନିଜ ମନର କଥା ସବୁଦିନ ପାଇଁ ନିବୁଜ କୋଠରୀ ମଧ୍ୟରେ ସମାପ୍ତ ହୋଇଯାଏ ଓ ଏହି ଶିକାରୀର ଫାସରେ ପଡ଼ିଯାଇଥାଏ ସେହିମାନଙ୍କ ପ୍ରେମକାହାଣୀ ଯେଉଁମାନଙ୍କ ହୃଦୟ ମୁକ୍ତ ନିର୍ମଳ ଆକାଶ ପରି । ନିର୍ମଳ ଆକାଶ ମଧ୍ୟରେ ସୂର୍ଯ୍ୟ ଦେବତା ଲୁଚିଯାଇଥାନ୍ତି ଭାସି ବୁଲୁଥିବା ମେଘମାଳ ଭିତରେ । ଖରା ଓ ଛାଇ ମଧ୍ୟରେ ସମୟ ଚକ୍ର ଘୂରିଚାଲିଥାଏ । ବିଦ୍ୟାଳୟର ଶେଷ…

ଅଧିକ ପଢ଼ନ୍ତୁ