ସ୍ମୃତି
ସ୍ମୃତି ସ୍ମୃତି କେବେ ଘନ ଅନ୍ଧକାରରେ ସ୍ୱପ୍ନ ହୋଇ ଆସେ, ସ୍ମୃତି କେବେ ସୁନେଲି ସକାଳ କିରଣେ ଆସେ । ସ୍ମୃତି କେବେ ପ୍ରେମର ପ୍ରଥମ ଛୁଆଁରୁ ତାଜମହଲ ଗଢ଼ିହୋଇଆସ, ସ୍ମୃତି କେବେ ପତାରକ ମଣିଷ ଭାବନାରୁ ଆସେ । ସ୍ମୃତି କେବେ କୋମଳ ଶିଶୁର ହସରୁ ଝରିଆସେ, ସ୍ମୃତି କେବେ ବେଳାଭୂମିର ବାଲି ଶଜ୍ୟାରେ ମନ୍ଦିର ଗଢ଼ିହୋଇ ଆସେ । ସ୍ମୃତି କେବେ ପଥଚଲା ପଥିକର ବିଶ୍ରାମ ଜାଗାରୁ ଆସେ, ସ୍ମୃତି ମୋ ହୃଦୟ ଗହନେ…