Bhauni

ଭଉଣୀ

ତୁ… ସ୍ୱର୍ଗପୁରର ପରୀଟିଏ ଅବା ମର୍ତ୍ତ୍ୟଲୋକର ଦେବୀ, ତୋ ଆକାଂକ୍ଷାବାଦର ମନ ଭିତରେ ସ୍ନେହଭରା ଏକ ଛବି । ଦେବତାମାନଙ୍କ ଆଶିଷ ଘେନି ପହଞ୍ଚିଛୁ ମୋ ପାଖେ, ଦ୍ୱିତୀୟ ମା’ର ସ୍ୱରୂପ ତୁ, ଭଉଣୀ ବୋଲି ମୁଁ ଡାକେ । ଅନାବିଳ ତୋ’ର ପ୍ରେମ, ହୃଦ ଖୋଲା ପ୍ରତି ହସ, ନିଷ୍କପଟ ତୋ’ ମନ ଭିତରେ ଭାବନାର ଉଚ୍ଛ୍ୱାସ । ମୋ’ ଜୀବନଚିତ୍ରକୁ ଭରିଛୁ ତୁ ନାନା ରଙ୍ଗେ, ମୋ ପ୍ରତ୍ୟେକ ଭାବନା ଲହଡ଼ି ତୋ’ପାଖେ ଯାଇ…

ଅଧିକ ପଢ଼ନ୍ତୁ
badalijaichhi-gaon

ବଦଳିଯାଇଛି ଗାଁ

ସହରକୁ ଛୁଇଁବା ନିଶାରେ ବଦଳି ସାରିଛି ଗାଆଁ ନା ସହରକୁ ଛୁଇଁପାରିଛି ନା ଗାଆଁ ହୋଇ ରହିପାରିଛି ଗାଆଁ ହରାଇଛି ତା’ର ସତ୍ତା ନାହିଁ ଆଉ ମାଟିଗୋଡ଼ି ରାସ୍ତା ଦିଶୁନାହିଁ ତାଳଗଛେ ବାଇଆ ବସା ଶୁଭୁନାହିଁ କୋଇଲିର କୁହୁ କୁହୁ ନାହିଁ ପୁଣି ଘରଚଟିଆ, କୁମ୍ଭାଟୁଆ ସବୁ ଲାଗେ ଖାଁ ଖାଁ ବଦଳି ସାରିଛି ଗାଁ… ଇଲେକ୍ଟ୍ରିକ୍ ଆଲୁଅରେ ଫିକାଲାଗେ ଜହ୍ନର ଜ୍ୟୋସ୍ନା ଜଣା ପଡ଼େନାହିଁ କେବେ ଆସେ ପୂର୍ଣ୍ଣିମା କେବେ ଅମାବସ୍ୟା… ହଜିଗଲାଣି ଗାଁ ଚାଷବାସ…

ଅଧିକ ପଢ଼ନ୍ତୁ
corona-short-story

କୋରନା

ଗାଆଁରୁ ବାହାନା ନେଇକି ବାହାରି ଯାଇଥିବା ଅମିତକୁ ଲିପି ପଚାରିଲା, “ଏବେ ତ ସବୁ ବନ୍ଦ ହେଇ ପଡ଼ିଛି । କିଟ୍ ଆଣିବାକୁ କେତେ ଦିନ ଲାଗିବ ଯେ? ମୋତେ ବହୁତ ଭୟ ଲାଗୁଛି ।” ଓହୋ ! ମୁ କ’ଣ ହାତ ଯୋଡ଼ିକି ଘରେ ବସିଛି କି? ଜାଣି ପାରୁନ? ଲକ୍ ଡାଉନ୍ ଚାଲିଛି ପରା? ଅମିତର ଚଢ଼ା ଗଳାର ଉତ୍ତରଟା ଲିପିକୁ ଟିକେ କେମିତି ଅଡ଼ୁଆ ଲାଗିଲା । ଦୂରଭାଷକୁ ରଖି ରଖି ମନରେ…

ଅଧିକ ପଢ଼ନ୍ତୁ
somabara

ସୋମବାର

ସୋମବାର ଲୋ ! ତୁ କୋଉଠି ଅଛୁ? ପ୍ରଥମଥର ପାଇଁ ତୋତେ ବହୁତ ଝୁରିଲିଣି । ସବୁ ଦିନ ଛୁଟିବାର ଏବେ । ଜାଣିଛି ସବୁ ସପ୍ତାହରେ ତୁ ଆସିଲେ କେତେ ଶୋଧିଛୀ ତୋତେ? ବର୍ଣ୍ଣନା ବି କରିପାରିବୁନି ବୋଧେ । ଏକା ବି ନୁହେଁ ସାଙ୍ଗ ମାନଙ୍କ ସାଙ୍ଗେ ମିଶିକି ବି ବହୁତ କହିଛି ତୋତେ । ଏଇଆ ନୁହେଁ ଯେ ଅଫିସ୍ ଯିବାକୁ ପଡ଼ିବ; ମାଆର କଡ଼ା ତାଗିଦ୍, “ବବୁଲୁ, ସୋମବାରରେ ଆଇଁଷ ଖାଇବୁନି”…

ଅଧିକ ପଢ଼ନ୍ତୁ
Mitha Amba Achara

ମିଠା ଆମ୍ବ ଆଚାର

ଗ୍ରୀଷ୍ମ ଋତୁ ଆମର ଭାରି ପ୍ରିୟ ମୁଖ୍ୟତଃ ଦୁଇଟି କାରଣରୁ; ପ୍ରଥମଟି ଖରା ଛୁଟି ଆଉ ଦ୍ୱିତୀୟଟି ଏହି ଋତୁର ସୁଆଦିଆ ଫଳ । ଆମ୍ବ ଫଳମାନଙ୍କର ରାଜା । ଏହି ଫଳର ସ୍ୱାଦ ବର୍ଷ ସାରା ପାଇବାପାଇଁ ସବୁ ଘରେ ବିଭିନ୍ନ ପ୍ରକାରର ଆଚାର ତିଆରି ହୋଇଥାଏ । ଏଇଠି ଏକ ସ୍ୱାଦିଷ୍ଟ ମିଠା ଆଚାରର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିବା ଆସନ୍ତୁ, ଯାହାକି ବିନା ତେଲରେ ତିଆରି କରାଯାଏ । ଏଥିରେ ଆମେ ଗୁଡ଼…

ଅଧିକ ପଢ଼ନ୍ତୁ