Gangadhar Meher

ସ୍ୱଭାବ କବି ଗଙ୍ଗାଧର ମେହେର

ଗଙ୍ଗାଧର ମେହେର ଜନ୍ମରୁ ଉଚ୍ଚ ଶିକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ସେ ଏକାଧାରରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ତଥା ୧୮୬୨ମସିହାର ଅଗଷ୍ଟ ମାସ ୯ ତାରିଖରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଗଙ୍ଗାଧର ବାଲ୍ୟକାଳରୁ କବିତା ଲେଖିବା ଆରମ୍ଭ କରିଥିଲେ । ଓଡ଼ିଶାର ପୁରାତନ କବିମାନଙ୍କର ପଦାଙ୍କ…

ଅଧିକ ପଢ଼ନ୍ତୁ
Sikandar Alam

ଆଧୁନିକ ଓଡ଼ିଶାର ସାଲବେଗ: ମହମ୍ମଦ ସିକନ୍ଦର ଆଲାମ

ମହମ୍ମଦ ସିକନ୍ଦର ଆଲାମ ଥିଲେ ଓଡ଼ିଆ କଥାଚିତ୍ର ଜଗତର ଜଣେ ସୁନାମଧନ୍ୟ ପ୍ରଚ୍ଛଦପଟ ଗାୟକ । ସେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଯଥା ଜଗନ୍ନାଥ ଜଣାଣ, ଭଜନ, ଛାନ୍ଦ, ଚମ୍ପୂ, ଚଉପଦୀ ନିମନ୍ତେ ଆଜି ବି ଓଡ଼ିଶାର ଘରେ ଘରେ ପରିଚିତ । ତାଙ୍କୁ ଆଧୁନିକ ଓଡ଼ିଶାର ସାଲବେଗ ମଧ୍ୟ କହାଯାଏ । କଟକ ଜିଲ୍ଲାର ବୟାଳିଶି ମୌଜା ବ୍ଳକର ରାଉତରାପୁରଠାରେ ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ସିକନ୍ଦର ଆଲାମ । ବାଲ୍ୟ ଜୀବନ ତାଙ୍କର କଟିଥିଲା…

ଅଧିକ ପଢ଼ନ୍ତୁ
fampa-mathia

ଫମ୍ପା ମାଠିଆ

ଘର ସଫା, ଘର ପୋଛା ସହ ପୂଜାବାସନ ମଜାଧୁଆ ସରିଲା । ସେପଟେ ବାହାରେ ଗୋବର ଛଡ଼ା ସହ କାଲି ପାଇଁ ପୂଜା ଥାଳି ମଧ୍ୟ ସଜାଡ଼ି ଦେଲି; ଏଥର ମୁଁ ମୋ ଘରକୁ ଯିବି କି ମାଆ? ବାସ୍… ଏହାପରେ ଆଉ କ’ଣ? ସବୁଦିନ ଯାହା ହୁଏ ତାହାହିଁ ହେଲା । ଗୋଲାପିର ଏତକ କଥା ଶୁଣି ସେପଟୁ ରାଗରେ ଫଁ ଫଁ ହୋଇ ମାଲିକାଣୀ ବର୍ଣ୍ଣାଳୀର ଗାଳି ଆରମ୍ଭ । ଏପଟେ ଚୌକିରେ ବସି ମାଳତୀ ଦେବୀ ନୀରବ…

ଅଧିକ ପଢ଼ନ୍ତୁ
Interview with Asit Pattnaik

ଅଭିନେତା ଅସୀତ ପଟ୍ଟନାୟକଙ୍କ ସହ ମନଖୋଲା ଆଳାପ

ନାମ– ଅସୀତ ପଟ୍ଟନାୟକ ଜନ୍ମ– ୨ ଅକ୍ଟୋବର ୧୯୯୬ ବାପା– ଆଲୋକ ପଟ୍ଟନାୟକ ମାଆ– ଉର୍ମିଳା ପଟ୍ଟନାୟକ ଘର– କୁଜଙ୍ଗ, ଜଗତସିଂହପୁର କଳାକାରଟିଏ ବିଭିନ୍ନ ସୋପାନରୁ ଅନେକ କିଛି ଶିଖିଥାଏ । ଆଜି ସେମିତି ଜଣେ କଳାକାରଙ୍କ ସହ କିଛିଟା ଆଲୋଚନା କରିବା, ଯିଏକି ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ଏକ ୟୁ-ଟ୍ୟୁବ୍ ଭିଡିଓରୁ ଏବଂ ପରେ ଟିଭିରେ ନାଟ୍ୟ ରୂପାନ୍ତରଠାରୁ ଆରମ୍ଭ କରି ଅନେକ ଚିରିତ୍ରରେ ଅଭିନୟ କରିବା ସହ ନିଜେ ବିଭିନ୍ନ ମ୍ୟୁଜିକ୍ ଭିଡିଓ…

ଅଧିକ ପଢ଼ନ୍ତୁ
Download Now 17th Edition of Shubhapallaba

୧୭ଶ ସଂସ୍କରଣ

୨୦୨୦ ମସିହାର ଅଗଷ୍ଟ ମାସରେ ଶୁଭପଲ୍ଲବର ୧୭ଶ ସଂସ୍କରଣ ପ୍ରକାଶ ପାଇଥିଲା । ୬୫ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୨୫ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ