Makar Sankranti

ମକର ସଂକ୍ରାନ୍ତି

ମଘା ନକ୍ଷତ୍ରରେ ମାଘ ଆସିଲା । ମକର ସଂକ୍ରାନ୍ତି ଦେଖି ହସିଲା ॥ ମକର ରାଶିରେ ସୂର୍ଯ୍ୟଙ୍କ ସ୍ଥିତି । ମକର ସଂକ୍ରାନ୍ତି ଫୁଲାଏ ଛାତି ॥ ସୂର୍ଯ୍ୟ ଅବସ୍ଥାନ ମକର କ୍ରାନ୍ତି । ତେଣୁ ଏ ତିଥି ମକର ସଂକ୍ରାନ୍ତି ॥ ଦକ୍ଷିଣ ଅୟନ ଗତି ସରିଲା । ଉତ୍ତର ଅୟନ ଆରମ୍ଭ ହେଲା ॥ ଏଣିକି ଶୀତର ଦାଉ କମିବ । ଖରାର ପ୍ରକୋପ ଏବେ ବଢ଼ିବ ॥ ଦିନ ବଢ଼ି ରାତି ଛୋଟ ହୋଇବ । ଏତେ ଲମ୍ବା ରାତି କିଏ…

ଅଧିକ ପଢ଼ନ୍ତୁ
Lo Makara - Shubhodaya Odia e-magazine editorial page of January 2021

ଲୋ ମକର

ଜାନୁଆରୀ ୧୪ ଆସିଲେ ମନେ ପଡ଼ିଯାଏ ପିଲାଦିନ । ମକର ସଂକ୍ରାନ୍ତି ଆଉ ସାନବେଳର ସେଇ ମକର ବସା । ମକର ସଂକ୍ରାନ୍ତିଟା ଭାରି ଜାକଜକମରେ ପାଳନ ହଉଥିଲା ସ୍କୁଲରେ । ବୋଉ ସକାଳୁ ସକାଳୁ ବଢ଼ିଆ ମକର ଚାଉଳ ତିଆରି କରିଦେଉଥିଲେ । ଚାଉଳ, ଚିନି, କ୍ଷୀର, ଦହି, କଦଳୀ, ଛେନା, ଆଖୁ, ଗୋଲ ମରିଚ । ଆଃ !! କି ସ୍ୱାଦ ତା’ର । ତାକୁ ଟିଫିନ୍‌ରେ ସ୍କୁଲକୁ ନେଇକି ଯାଉଥିଲୁ । ସ୍କୁଲରେ ସମସ୍ତେ ଏମିତି ମକର ଚାଉଳ ନେଇକି ଆସୁଥିଲେ । ସେଇ ସବୁ…

ଅଧିକ ପଢ଼ନ୍ତୁ
Mun bi Kebe Premika thili

ମୁଁ ବି କେବେ ପ୍ରେମିକ ଥିଲି

ଶୁଷ୍କ ଗୋଲାପ ଚିରା ଡାଏରୀ ପୁରୁଣା ଚିଠି, ଆଉ ସେ ଚିଠି ଭିତରେ ତୁ ଲେଖିଥିବା ଅକ୍ଷର ନାଲି, ଆଜି ବି କୁହେ ସେ ନିରୋଳା ରାତିରେ ମୁଁ ବି କେବେ ପ୍ରେମିକ ଥିଲି । କଲେଜ କାନ୍ଥ ତୋ’ ଗାଆଁ ପଥ ମୋ ଗାଆଁ ନଈ, ଆଉ ନଈର ପଠାରେ ତୁ ଛୁଇଁଥିବା ସେ ଚୁନାବାଲି, ଆଜି ବି ଦେଖିଲେ ମନେ ପଡ଼େ ମୋ’ର ମୁଁ ବି କେବେ ପ୍ରେମିକ ଥିଲି । ମଉନ ମନ ଉଦାସ ଜହ୍ନ…

ଅଧିକ ପଢ଼ନ୍ତୁ
Shunya Eka Akasha

ଶୂନ୍ୟ ଏକ ଆକାଶ

ଆଉ ଯିଏ ଯାହା ଭାବୁ, ସୁଜାତାର ମନ କିନ୍ତୁ ଆଜି ଭାରି ଉଚ୍ଛନ୍ନ । ଦୀର୍ଘ ଦୁଇ ମାସର ପ୍ରତୀକ୍ଷା ପରେ ହୁଏତ ଆଜି ସେ ସୁଦିନ ଦେଖିବାକୁ ମିଳିବ । ଦୁଇ ଦୁଇଟା ଖୁସି ଏକା ସାଙ୍ଗରେ ମିଳିବାକୁ ଯାଉଛି । ଭଗବାନ ହୁଏତ ଆଜି ଏତେ ଦିନ ପରେ ତା’ ପ୍ରତି ନିଜର ଶୁଭ ଦୃଷ୍ଟି ପକେଇଛନ୍ତି । ଓଃ ! ସେ ପୁରୁଣା ଦିନର ଦୁଃଖ ସବୁ ଭାବିବାକୁ ଆଜି ତା’ର ଜମାରୁ ବି ଇଚ୍ଛା ନାହିଁ । ତଥାପି ମନ…

ଅଧିକ ପଢ଼ନ୍ତୁ
Dura Pahada

ଦୂର ପାହାଡ଼

ଡାଇନିଂ ଟେବୁଲ୍ ପାଖରେ ବିରାଜୁଥିବା ଅସ୍ୱସ୍ତିକର ନିରବତାକୁ ଭଙ୍ଗ କରି ରମେଶବାବୁ ପଚାରିଲେ ଝିଅକୁ, “ମାରେ ସ୍ୱିଟି, କହିଲୁ ଆଜିର ଭାତଟା କୋଉ ଚାଉଳର?” “ହ୍ୱାଟ୍…? କୋଉ ଚାଉଳ??” ବିସ୍ମୟ ଭରା ଦୃଷ୍ଟିରେ ଚାହିଁଲା ଡାଡି ଓ ପାଖରେ ବସି ଖାଉଥିବା ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ । ଡାଡ଼ିଙ୍କ ପ୍ରଶ୍ନଟିକୁ ସେ ଠିକ୍‌ରେ ବୋଧହୁଏ ବୁଝିପାରିଲନି । “ଚାଉଳ ତ ଚାଉଳ, ତା’ର ପୁଣି କ୍ୟାଟେଗୋରି କ’ଣ? ଅଲଗା ଅଲଗା ନାଁ ଅଛି କି? ହଁ… ହଁ… ବିଗ୍…

ଅଧିକ ପଢ଼ନ୍ତୁ