ସମୟ
ଅପରିଚିତରୁ ପରିଚିତ ହେଲେ ପରିଚିତରୁ ନିଜର, ତେବେ ପୁଣି କାଇଁ ଏତେ ବ୍ୟବଧାନ କାଇଁ ଲାଗ ପର ପର? ଅଚିହ୍ନାରୁ ଚିହ୍ନା ହେଲେ ଯେବେ ଆମେ ଅନେକ ଅବୁଝା ଥିଲା, ଧୀରେ ଧୀରେ କରି ବୁଝୁ ବୁଝୁ କାଇଁ ବିଶ୍ୱାସ ଦୋହଲି ଗଲା? ସବୁ କଥା ସେବେ ଭଲ ଲାଗୁଥିଲା ଭଲ ଥିଲା ସେ ସମୟ, ପ୍ରିୟ ସମୟର ପ୍ରିୟ ସ୍ମୃତି ସବୁ ହୃଦୟରେ ଭରେ କୋହ !! – ପ୍ରଶାନ୍ତି ମହାପାତ୍ର