Gruhasthayoga

ଗୃହସ୍ଥଯୋଗ

ସାଧାରଣଭାବରେ ଆମମାନଙ୍କ ମନରେ ଏପରି ଧାରଣା ରହିଛି କି ଗୃହସ୍ଥରେ ରହିବାର ଅର୍ଥ ହେଉଛି ମାୟା ବନ୍ଧନରେ ବାନ୍ଧିହେବା ଏବଂ ଗୃହସ୍ଥରେ ନରହିବା ହେଉଛି ସ୍ୱର୍ଗର ଚିହ୍ନ । କିନ୍ତୁ, ବାସ୍ତବରେ ବନ୍ଧନ ଗୃହସ୍ଥରେ ନୁହଁ ନିଜ ମନୋବୃତ୍ତିରେ ହିଁ ଥାଏ । ମନ ଯଦି କାମ, କ୍ରୋଧ, ଲୋଭରେ ପରିପୂର୍ଣ୍ଣ, ତେବେ ଗୃହସ୍ଥରେ ଯାହା ଘଟିପାରେ ସନ୍ୟାସ ନେଲେ ମଧ୍ୟ ତାହାହିଁ ଘଟିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଆଉ ଯଦି ଗୃହସ୍ଥ ଧର୍ମ ପାପ ଓ ମାୟାର…

ଅଧିକ ପଢ଼ନ୍ତୁ
Thikanara Apekshare

ଠିକଣାର ଅପେକ୍ଷାରେ

ସୃଷ୍ଟିର ରଚନା ବଡ଼ ବିଚିତ୍ର ନିଦାଘର ନିଷେଧାଦେଶର ପ୍ରସ୍ଥ ଭୂମି ଗ୍ରୀଷ୍ମର ଅଭିଚାରିତ ଖରା, ଉତ୍ତପ୍ତ ମାଟିର ତୃଷାର୍ତ୍ତ ଚିତ୍କାର, ସବୁଜ ବନାନୀର ସୌନ୍ଦର୍ଯ୍ୟ ଯେମିତି କ୍ଷୀଣ ହୋଇଯାଇଚି, ଗୁମ୍‌ସୁମ୍ ହୋଇଯାଇଚି ଗଛଗୁଡ଼ା, ତଥାପି ଦୁଃଖୀର ଦୁଖଃ ଗରମରୁ ଶାନ୍ତି ଦେବାକୁ ଯେମିତି ନିଜକୁ କଷ୍ଟ ଦଉଚି…….। କର୍ମ କ୍ଲାନ୍ତ ମଣିଷ ମୁଁ, ଗ୍ରୀଷ୍ମର ଝାଞ୍ଜି ପବନକୁ ଦୁହୁ ଦୁହୁ ଖରା, ନଉକାଟିକୁ କୂଳରେ ଲଗେଇଦେଇ ବର ଗଚ୍ଛ ତଳେ ଟିକେ ବିଶ୍ରାମ ନେଲି । ଆହାଃ କି…

ଅଧିକ ପଢ଼ନ୍ତୁ
Ratha Jatra

ରଥଯାତ୍ରା

ସନାତନର ପୁଅ ବାବୁଲିର ଭାରି ମନ ଥରୁଟିଏ ରଥଯାତ୍ରା ଦେଖି ଯିବା ଲାଗି । ସେଥିପାଇଁ ସିଏ ସବୁବେଳେ ଅଳି କରେ ପୁରୀ ଯିବା ଯିବା ବୋଲି, କିନ୍ତୁ ତା’ ବାପା ସନାତନ ଦିନ ମଜୁରିଆ, ତାକୁ କାମରୁ ଫୁରୁସତ ମିଳିଲେ ଯିବେ ନା । ଦିନଟିଏ କାମକୁ ନଗଲେ ତା’ପରଦିନ ଘରେ ଚୁଲି ଜଳିବା ବନ୍ଦ । ଚାରି ପ୍ରାଣୀ କୁଟୁମ୍ଭଙ୍କ ପାଇଁ ତାକୁ ଦିନ ରାତି ପରିଶ୍ରମ କରିବାକୁ ହେଉଛି । ସେଥିରେ ଆଉ ସେମାନେ କୁଆଡ଼ୁ ବା ପୁରୀ…

ଅଧିକ ପଢ଼ନ୍ତୁ
Jibanara Mane

ଜୀବନର ମାନେ

ଜୀବନ ଯଦି ଯନ୍ତ୍ରଣାର ଏକ ନାଟକ ଖୁସି ହେଉଛି ଏକ ଅଧ୍ୟାୟ ମଝିରେ ମଝିରେ ଅସୁଥିବ |୧| ଜୀବନ ଯଦି ଦୁଃଖର ଏକ ପାଠାଗାର ସୁଖ ହେଉଛି ଏକ ବହି କେଉଁ ଥାକରେ ଗୋଟେ ରହିଥିବ |୨| ଜୀବନ ଯଦି ଅପେକ୍ଷାର ଏକ ରାସ୍ତା ଝୁରିବା ହେଉଛି ବାଟୋଇ ସେଇ ବାଟରେ ସେ ଚାଲୁଥିବ |୩| ଜୀବନ ଯଦି କାନ୍ଦିବାର ମରୁଭୂମି ହସିବା ଏକ ଭସା ବାଦଲ କେବେ ଦିଗ ବଦଳାଇ ଆସିଯିବ। |୪| ମୁଁ ଯଦି…

ଅଧିକ ପଢ଼ନ୍ତୁ
Garib

ଗରିବ୍

ଦୁଖ୍ ଜଞୀଲ୍ କେ ଯାଏସି ସହି ପାଏନ୍ ଢୁକେ ପିଇ ଯାଏସି ରହି ପେଟର୍ ଭୁଖ୍‌କେ ମାରି, କାମ୍ କଲେ ଖାଏସି ନାହେଲେ ଚାହେଁସି ହଲିଆ ଗୁତି କରି ॥୧॥ ଫୁର୍ ଫୁର୍ ଉଡ଼େ ମୁଡର୍ ବାଲ ମାଖ୍ ବାର୍ ଲାଗି ନାଇଁନ ତେଲ ଘେନ୍ ବାର୍ ଲାଗି ପଇସା, କେନ୍ନୁ ପାଇବା ଭଲ୍ ମନ୍ଦ୍ ଯେ ଖାଇ ପିଇ ହେବା ସର୍ସା ॥୨॥ କିଟ୍ କିଟ୍ ମଇଲା ଚିର୍ହା ସାର୍ଟ ଆରୁ ନାଇଁଥିସି ଅଲ୍ ଗା…

ଅଧିକ ପଢ଼ନ୍ତୁ