Tu Mo Valentine

ତୁ ମୋ ଭାଲେଣ୍ଟାଇନ୍

କ’ଣ ହେଇଗଲା ସବୁ ନିମିଷକେ । ହଠାତ୍ ସବୁକିଛି ଓଲଟ ପାଲଟ କେମିତି ହେଇଗଲା ! ସବୁ ତ ଠିକ୍ ଚାଲିଥିଲା । ମତେ ଶୁଭୁ ଏମିତି ଛାଡ଼ି ଯାଇ ପାରିବନି ନା ! କଦାପି ନୁହେଁ । ଏମିତି ଭାବି ଭାବି ପାଗଳ ପ୍ରାୟ କାନ୍ଦୁଥାଏ ରୁଦ୍ର । ପାଗଳ ପରି ତା’ର ସବୁ ସାଙ୍ଗକୁ ଫୋନ୍ ଲଗାଉଥାଏ । କିନ୍ତୁ କିଛି କହିପାରୁନଥାଏ । କାନ୍ଦି ବି ପାରୁନଥାଏ । କେତେ କ’ଣ କରିନଥିଲା ସେ ଶୁଭୁ ପାଇଁ । ସବୁବେଳେ ତା’ ସୁଖଦୁଃଖର ସାଥୀ ହେଇ ଚାଲିଥିଲା…

ଅଧିକ ପଢ଼ନ୍ତୁ
Download Now 28th Edition of Shubhapallaba

୨୮ଶ ସଂସ୍କରଣ

୨୦୨୧ ମସିହାର ଜୁଲାଇ ମାସରେ ଶୁଭପଲ୍ଲବର ୨୮ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୭ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୮ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ
Editorial Page of Shubhapallaba 7th Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ସପ୍ତମ ସମ୍ପାଦକୀୟ

ପହଡ଼ ଖୋଲିବାର ଅଳ୍ପ ସମୟ ମଧ୍ୟରେ ମନ୍ଦିର ସାରା ରାଷ୍ଟ୍ର ହୋଇଗଲା କଥାଟି । ସବୁଆଡ଼େ ଟୁପଟାପ ଆଲୋଚନା- ସମସ୍ତଙ୍କ ଉପସ୍ଥିତିରେ ଜତୁମୁଦ୍ରିତ ମନ୍ଦିର ଭିତରୁ ସୁବର୍ଣ୍ଣ ବାସନ ଚୋରିଗଲା କିପରି ! ଏବେ ମହାପ୍ରଭୁଙ୍କର ସକାଳ ମଣୋହି କେଉଁଥିରେ ପରଷାଯିବ !! ଚାହୁଁ ଚାହୁଁ କ୍ଷେତ୍ରସାରା ଜଙ୍ଗଲୀ ନିଆଁ ଭଳି ବ୍ୟାପିଗଲା କଥାଟି । ଗଜପତିଙ୍କ କାନରେ ବି ପଡ଼ିଲା କଥା- ଶ୍ରୀମନ୍ଦିରରୁ ଚୋରି; ଗତ ରାତ୍ରର ସ୍ୱପ୍ନାଦେଶର ସମ୍ମୋହନରେ ରାଜା କିନ୍ତୁ ଥିଲେ ନିର୍ବିକାର । ପାତ୍ର ମନ୍ତ୍ରୀମାନଙ୍କୁ ସାଙ୍ଗରେ ଘେନି…

ଅଧିକ ପଢ଼ନ୍ତୁ
Martin-Tour

ମାର୍ଟିନି: ନୂଆ ସହର ନୂଆ ଅନୁଭୂତି

ପୁଣି ନୂଆ ଦେଶ, ନୂଆ ଲୋକ, ନୂଆ ପରିବେଶ- ଏମିତି ଭାବନା ମନରେ ଆସିଥିଲା ଯେବେ ସୁଇଜରଲାଣ୍ଡରେ ନୂଆ ଚାକିରି ମିଳିଥିଲା । ପୁଣି ଭାବିଲି ଏତେ ଜାଗା ତ ବୁଲି ସାରିଲିଣି, ଦେଖା ଯାଉ ନୂଆ ଜାଗାରେ କ’ଣ ଅଛି । ଅବଶ୍ୟ ହିନ୍ଦୀ ଚଳଚିତ୍ରରେ ସୁଇଜରଲାଣ୍ଡକୁ ଦେଖି ଦେଖି ଏହାକୁ ଦେଖିବାର ଇଚ୍ଛା ମନର କୋଉ କୋଣରେ ନିଶ୍ଚୟ ରହିଥିଲା । ଆସିବା ପୂର୍ବରୁ ଅଳ୍ପ କିଛିଟା ଜାଗା ବିଷୟରେ ଇଣ୍ଟେର୍ନେଟରୁ ଖୋଜି ଦେଖିଥିଲି । ଯେହେତୁ ନୂଆ ଚାକିରୀ…

ଅଧିକ ପଢ଼ନ୍ତୁ
Sampratika Samajare Sahityara Sthiti

ସାମ୍ପ୍ରତିକ ସମାଜରେ ସାହିତ୍ୟର ସ୍ଥିତି

ସାହିତ୍ୟ ହେଉଛି ସମାଜର ଦର୍ପଣ । ସାହିତ୍ୟି ସମାଜକୁ ପ୍ରଭାବିତ କରେ । ସମାଜର ପ୍ରତିଛବିକୁ ସାହିତ୍ୟରେ ଉପଲବ୍ଧି କରିହୁଏ । ଯୁଗ ସହିତ ତାଳ ଦେଇ ସାହିତ୍ୟରେ ମଧ୍ୟ ଅନେକ ପରିବର୍ତ୍ତନ ଆସେ । ଅନେକ ଲୋକ କଳା, ପୁସ୍ତକ ଏବଂ ଗଣମାଧ୍ୟମଦ୍ୱାରା ସାହିତ୍ୟର ପ୍ରଚାର ପ୍ରସାର ହୁଏ । ଆମ ଓଡ଼ିଆ ସାହିତ୍ୟକୁ ଦେଖିଲେ ସାରଲା ଯୁଗଠୁ ଆରମ୍ଭ କରି ଅତ୍ୟାଧୁନିକ ଯୁଗରେ ଆମେ ପହଞ୍ଚି ସାରିଛେ । ଏବେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଅନେକ ପତ୍ରପତ୍ରିକା ପ୍ରକାଶ ପାଉଛି ।…

ଅଧିକ ପଢ଼ନ୍ତୁ