Coronara Karasadi

କୋରନାର କାରସାଦି

ସନ୍ଧ୍ୟାର ଗୋଲାପୀ ଆଭାରେ, ଆଜି କାଲି, ଏକ ପ୍ରକାର ଶୂନ୍ୟତା, ଚଉଁରା ଭରିବାକୁ ଲାଗିଛି ଯେମିତି ! ମହମହ ବାସୁଥିବା ଝୁଣା ଧୂପ, ଆଉ ସ୍ଥିର ଜଳୁଥିବା ଉଷ୍ମ ସଞ୍ଜବତୀ, ଆଉ ପିମ୍ପୁଡ଼ି ପ୍ରସାଦରେ, ଜାଗୃତ ହେଉଥିବା ଚଉଁରା, ମୂକ କିନ୍ତୁ ଆଜି, ସ୍ପର୍ଶ ବିନା ନୂଆ ବୋଉର ! ସତରେ କ’ଣ ଚଉଁରା ମୂଳ, ଆଉ କେବେ ତୋଳିବନି, କାଚ ଚୁଡ଼ିର ଝଙ୍କାର? ସତରେ କ’ଣ, ଦୂର ଦୂରାନ୍ତରେ ଜନ୍ମିଥିବା, ଅଦୃଶ୍ୟ କଣିକାଟିଏ, ଲୋପ କରି ପାରେ, ମୋ…

ଅଧିକ ପଢ଼ନ୍ତୁ
Aja Aai nka Bazar Bula

ଅଜା ଓ ଆଈର ବଜାର ବୁଲା

ଅଜା ଆଈ ଗଲେ ବଜାର ବୁଲି ସାଥିରେ ନେଲେ ନାତିକୁ, ରିକ୍ସା ଚଢ଼ିଲେ ଆନନ୍ଦରେ ଗଲେ କିଣିବେ ବଜାରଟାକୁ । ଆଈ ପିନ୍ଧିଥିଲା ପାଟ ଶାଢ଼ୀଟିଏ ପାଟିରେ ଲଗାଇ ନାଲି, କଳା ଚଷମାରେ ପାକୁଆ ପାଟିରୁ ପାନ ଛେପ ଯାଏ ଗଳି ।୦୧। ପାଦରେ ତାହାର ଅଳତାର ଗାର ମୁଣ୍ଡରେ ସିନ୍ଦୂର ଟୋପା, ଧଳା କଳା ଚୁଟି ବଗ ମଧ୍ୟେ କାକ ଦିଶୁଥିଲା ପୂରା ତୋଫା । ଅଜା ପିନ୍ଧି ଥିଲେ ଧୋତି ଓ ପଞ୍ଜାବୀ ଉପରେ କାବାର କୋଟ,…

ଅଧିକ ପଢ଼ନ୍ତୁ
Safalata

ସଫଳତା

“ବିଫଳତା ହିଁ ସଫଳତାର ଚାବିକାଠି”; ଏହି ଚାବି କାହା ପାଇଁ ସଫଳତାର ତାଲା ଖୋଲିଦେଉଥିବା ବେଳେ, ଅନ୍ୟ କେହି ବିଫଳତା ପରେ ହାରାଶ ହୋଇ ହଜେଇ ବସିଥାଏ ସ୍ୱଳ୍ପ ଦୂରରେ ଥିବା ସଫଳତାର ଉଜ୍ଜ୍ୱଳମୟ ଦୁନିଆକୁ । ନିଜକୁ ଅଯୋଗ୍ୟ ରୂପେ ବିବେଚିତ କରି ଲୁଚେଇ ଦିଏ ତା’ ଭିତରେ ଥିବା ମହାନ ଗୁଣକୁ । ହେଲେ ଯିଏ ସେ ଚାବି ଖୋଜି ପାଇଛି ତା’ ପାଇଁ ସଫଳତାର ତାଲା ଖୋଲିବା ସହଜରେ ପରିଣତ ହୋଇଛି । କୌଣସି କାର୍ଯ୍ୟରେ ସଫଳତା…

ଅଧିକ ପଢ଼ନ୍ତୁ
Tu Mo Valentine

ତୁ ମୋ ଭାଲେଣ୍ଟାଇନ୍

କ’ଣ ହେଇଗଲା ସବୁ ନିମିଷକେ । ହଠାତ୍ ସବୁକିଛି ଓଲଟ ପାଲଟ କେମିତି ହେଇଗଲା ! ସବୁ ତ ଠିକ୍ ଚାଲିଥିଲା । ମତେ ଶୁଭୁ ଏମିତି ଛାଡ଼ି ଯାଇ ପାରିବନି ନା ! କଦାପି ନୁହେଁ । ଏମିତି ଭାବି ଭାବି ପାଗଳ ପ୍ରାୟ କାନ୍ଦୁଥାଏ ରୁଦ୍ର । ପାଗଳ ପରି ତା’ର ସବୁ ସାଙ୍ଗକୁ ଫୋନ୍ ଲଗାଉଥାଏ । କିନ୍ତୁ କିଛି କହିପାରୁନଥାଏ । କାନ୍ଦି ବି ପାରୁନଥାଏ । କେତେ କ’ଣ କରିନଥିଲା ସେ ଶୁଭୁ ପାଇଁ । ସବୁବେଳେ ତା’ ସୁଖଦୁଃଖର ସାଥୀ ହେଇ ଚାଲିଥିଲା…

ଅଧିକ ପଢ଼ନ୍ତୁ
Download Now 28th Edition of Shubhapallaba

୨୮ଶ ସଂସ୍କରଣ

୨୦୨୧ ମସିହାର ଜୁଲାଇ ମାସରେ ଶୁଭପଲ୍ଲବର ୨୮ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୭ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୮ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ