You are currently viewing ଏ ଜୀବନ
ଏ ଜୀବନ

ଏ ଜୀବନ

ଏହି ଜୀବନର ଦୁଇଟି ଫର୍ଦ୍ଦ ।
ଏକ ଯୌବନ ଏକ ବାର୍ଦ୍ଧକ୍ୟ ।।୧।।

ଯୌବନ ଅଟେ ରବର ପତ୍ରର କ୍ଷୁଦ୍ର ସ୍ୱରୂପ ।
ପାଚିଲା ଆମ୍ବ ଅଟେ ବାର୍ଦ୍ଧକ୍ୟର ଛୋଟିଆ ରୂପ ।।୨।।

ରେଳ ଗାଡ଼ି ପରି ଅଟେ ଜୀବନ ।
ଆନନ୍ଦ ଦେଇ ଅନ୍ୟକୁ ପାଇବଟି ଧନ ।।୩।।

ଜୀବନ ଅଟେ ପାଣି ଫୋଟକା ।
ଆଖି ଖୋଲିଦେଲେ ଭାଙ୍ଗେ ଆଟିକା ।।୪।।

ଭଲ କାମ କଲେ ପାଇବ ସମ୍ମାନ ।
ରଖିବ ଦେଶ ଜାତିର ମାନ ।। ୫।।

– ଲୋପାମୁଦ୍ରା ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଲୋପାମୁଦ୍ରା ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି । ଅଳ୍ପ ବୟସରୁ ସେ ବିଭିନ୍ନ ପ୍ରକାରର ରଚନା କରୁଛନ୍ତି । ଶିଶୁ ସାହିତ୍ୟରେ ତାଙ୍କର ମଧ୍ୟ ଅବଦାନ ରହିଛି ।