Download Now 33rd Edition of Shubhapallaba

୩୩ଶ ସଂସ୍କରଣ

୨୦୨୧ ମସିହାର ଡିସେମ୍ବର ମାସରେ ଶୁଭପଲ୍ଲବର ୩୩ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୯ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୬ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ
Rohtangh Pass

ରୋହତାଙ୍ଗ ପାସ୍

ଗୋଟେ ସାଙ୍ଗର ବଡ଼ ଭାଈ ରୋହତାଙ୍ଗ ପାସ୍ ବୁଲିବାକୁ ଯାଇଥିଲେ । ଫେରିବା ପରେ ଆମ ଆଗରେ ବହୁତଗୁଡ଼ିଏ ରୋମାଞ୍ଚକର କାହାଣୀ ବଖାଣିଥିଲେ । ସେହି ଦିନଠାରୁ ଆମେ ୪ ଜଣ ସାଙ୍ଗ ଜଗିକି ବସିଥିଲୁ କେବେ ଆମକୁ କିଛି ଦିନ ସମୟ ମିଳିବ ଆଉ ଆମେ ରୋହତାଙ୍ଗ ପାସ୍ ବୁଲିବାକୁ ଯିବୁ । ଆଗରୁ ବାସ୍ ଏତିକି ଜାଣିଥିଲୁ କି ରୋହତାଙ୍ଗ ପାସ୍ ହିମାଚଳରେ ଅବସ୍ଥିତ ଏବଂ ହିମାଚଳ ପ୍ରଦେଶ ଭାରତର ଉତ୍ତରଭାଗରେ ଅବସ୍ଥିତ ଏକ ରାଜ୍ୟ । ସେଠିକୁ ଯିବା…

ଅଧିକ ପଢ଼ନ୍ତୁ
Asahaya Mahabala - ଅସହାୟ ମହାବଳ

ଅସହାୟ ମହାବଳ

ନିଶ୍ଚନ୍ତାର ପାଦଦେଶେ ହେଉ କିମ୍ବା ଆମ ଗାଁ ମଶାଣୀର ଦୂରେ ଥିବା ସେ ଗାଇଦାଣ୍ଡି କଇଁଆଧାଡ଼ି । ସେ ଯେବେ ତା’ ନିଶ ଫୁଲେଇ ବପୁ ଫୁତ୍କାରି, ରଢ଼ ନିଆଁ ଭଳି ଆଖି ଦୁଇଟିର ଡୋଳା ବାହାର କରି ଦୁମ୍ ଦୁମ୍ ହୋଇ ଚାଲେ, ଆମେ ଛୁଆପିଲା ସବୁ ଲୁଚିଯାଉ, କଣ୍ଟେଇ କୋଳି ତକ ଆମ ସାର୍ଟ ଏକ ବୋତାମ ଖୋଲା ଅଣ୍ଟିରୁ ବିଞ୍ଚିହୋଇପଡ଼େ ମଲା ଘାସ ଉପରେ । ବେକରେ ଘଣ୍ଟି ପଡ଼ିଥିବା ଓଲେଇ ଗାଈ ହେଉ କିମ୍ବା…

ଅଧିକ ପଢ଼ନ୍ତୁ
Jadi Kehi Kuhanta, Kemiti huanta

ଯଦି କେହି କୁହନ୍ତା, କେମିତି ହୁଅନ୍ତା !

ତୁମ ବିନା, ଦୀପରେ ସେ ତେଜ ନାହିଁ, ତୁମ ବିନା, ବାଣରେ ସେ ରୋଷ ନାହିଁ, ତୁମେ ଯେବେ ପାଖେ ନାହଁ, ମନ କେମିତି ବା ମାନନ୍ତା ! ଯଦି କେହି କୁହନ୍ତା, କେମିତି ହୁଅନ୍ତା ! ନୂଆ ଡ୍ରେସ୍, ଅତର, କାନଫୁଲେ ସଜାସଜି, ଆଲୋକର ମେଘମାଳେ, ଅଳ୍ପ ଅଳ୍ପ ଭିଜାଭିଜି ତୁମେ ଯେବେ ପାଖେ ନାହଁ, ଏ ସବୁରେ ପ୍ରୀତି କିବା ଆସନ୍ତା ! ଯଦି କେହି କୁହନ୍ତା, କେମିତି ହୁଅନ୍ତା ! କୋଳାହଳ ଭିଡ଼ ମଧ୍ୟେ, କାହିଁକି ଯେ ଏକାଲାଗେ,…

ଅଧିକ ପଢ଼ନ୍ତୁ
Mor Manar Katha

ମୋର୍ ମନର କଥା

ଯିମା କାଏଁ ବୁଲି ଆଏଲା ଘାଏ, ସେ ଦିନର୍ ସେ ସମତା କେ, ଶୁଭ ପଡ଼ମା ବେଫିକର ହଲେଇକରି ସମିଆର୍ କୁଲେ । ଶୁନମା ନଏଦ୍ ପାନିର, ଖଲ୍ ଖଲ୍ ବୁହି ଯିବାର ସୁର୍ ଟିକେ, ଉଦୁଉଦିଆ ଦୁଇ ପହରର, ଉଷୁମ ଉଷୁମ ସୁଲୁସୁଲିଆ ଧୁକା ସଂଗେ, କଥା ଦୁଇ ପଦ ହେମା ଘାଏ ତାର୍ ସଂଗେ, ଯିମା କାଏଁ ଆର ଘାଏ ବୁଲି ଆଏମା । କେଡେ ସୁନ୍ଦର ମନଟେ ଥିଲା, ନାଇଁ ଥିଲା ରାଗ, ରୁଷା ଟିକେ,…

ଅଧିକ ପଢ଼ନ୍ତୁ