Samudra Odia Poem by Eli Mohanty

ସମୁଦ୍ର

ସବୁ ସମ୍ଭାବ୍ୟ ଆସନ୍ନତାରୁ ବାରମ୍ବାର ଉତ୍ତାରି ଆଣିଲି ନିଜକୁ ବାରମ୍ବାର ରଦ୍ଧ କଲି ନିଜ ସହ ନିଜ ସନ୍ଧିର ଚୁକ୍ତିପତ୍ର କଣିକାଏ ଆଲୁଅର ଅର୍ଦ୍ଦଳୀରେ ଆଣ୍ଠୁମାଡ଼ି ହାତଯୋଡ଼ି ମୁଣ୍ଡ ନୁଆଇଁ ପଥର ପାଲଟିଥିବା ପ୍ରର୍ଥନା ସବୁ ଭାଷିଯିବା ପରେ ଫୁଟିପଡ଼ିଲା ଲୁଣ ରକ୍ତ, ହାଡ଼ ଓ ଆତ୍ମାରୁ, ମୋ ଆସ୍ପର୍ଦ୍ଧା ତ ଦେଖ ତଥାପି ମୁଁ ଅସ୍ୱୀକାର କଲି ଆଲିଙ୍ଗନ ଘୁଞ୍ଚିଗଲି ଘୁଞ୍ଚେଇନେଲି ମୋ ଅଥୟ ପାଦ ଆଖି ଖୋଲାରଖି ଶୁଖେଇ ନେଲି ଆଖିପତା ସେଇ ଦି…

ଅଧିକ ପଢ଼ନ୍ତୁ
Sehi Eka Sumanisha

ସେହି ଏକା ସୁମଣିଷ

ବିନ୍ଦୁ ବିନ୍ଦୁ ଜଳ ମିଶି ହୁଏ ସିନ୍ଧୁ ସଭିଙ୍କୁ ଏ କଥା ଜଣା, ସେହିଭଳି ଛୋଟ ଛୋଟ ଭଲ କାମ ମହତେ କରିବ ଗଣା । ନିତିଦିନ ଆମ ଜାଣ-ଅଜାଣତେ ଆଖ ପାଖେ ଘଟେ ଯାହା, ସଚେତନ ଟିକେ ହୋଇଲେ ପାରିବା ଅପରକୁ ହୋଇ ସାହା । ମଣିଷ ଜନମ ଦେଇକି ବିଧାତା କରିଛନ୍ତି ଯେଉଁ ଦୟା, ପ୍ରତିଦାନେ କିଛି ସୁକାର୍ଯ୍ୟ କରିଲେ ପବିତ୍ର ହୋଇବ କାୟା । ନିଜ ସୁଖ ଲାଗି ଅପରକୁ ଦୁଃଖ ଦେବାନାହିଁ କଦାଚିତ, ଅନ୍ୟାୟ, ଅସତ୍ୟ…

ଅଧିକ ପଢ଼ନ୍ତୁ
Suasari

ଶୁଆଶାରୀ

ବୁଡ଼ି ଯାଉଥିଲେ ବାରୁଣୀ ଦିଗରେ ପ୍ରଭାକର ରଙ୍ଗ ବିଞ୍ଚି, ଗୋଠ ଫେରୁଥିଲା ଗୋଧୂଳି ଉଡ଼େଇ ନୀଡ଼ ଅଭିମୁଖେ ପଷୀ (୧) ଗଛ ପଚାରିଲା କହଲୋ କସ୍ତୁରୀ ମନ କରୁ କାଇଁ ଉଣା, ନୀରବରେ ବସି ସବୁବେଳେ କାଇଁ ଢାଳୁଅଛୁ ଅଶ୍ରୁଧାରା (୨) ଭାଙ୍ଗିଯାଇଥିଲେ ଗଢ଼େଇ ଦେବି ମୁଁ ହଜିଥିଲେ ଦେବି ଖୋଜି, ନୀରବତା ଭାଙ୍ଗି କହ ଥରେ ଶାରୀ କିସ ଭାଳୁ ବସି ବସି (୩) ସହସ୍ର ବର୍ଷର କୋହ ବେଦନାକୁ ଆଖିବାଟେ ଦେଇ ଢାଳି ଶାରୀ…

ଅଧିକ ପଢ଼ନ୍ତୁ
Sesha Swapna

ଶେଷ ସ୍ୱପ୍ନ

ଜୀବନରାସ୍ତାରେ ଚାଲୁଚାଲୁ ମନେ ପଡ଼େ ସେହି ଅଭୁଲା ସ୍ୱପ୍ନ ସବୁ… ଥିଲି ଦିନେ ମୁଁ ଯେ… ଏହି ମୁକ୍ତ ଆକାଶର ବିହଙ୍ଗ… ନଥିଲା ମୋ ପାଇଁ କିଛି ବନ୍ଧନ ବିଛୁରି ପଡ଼ିଥିଲା ମୋ ଜୀବନେ ସୂର୍ଯ୍ୟ ଆଲୋକ କିନ୍ତୁ ଜାଣି ତ ନଥିଲି… ଛିଡ଼ିଯିବ ମୋର ଏହି ଡେଣା.. ଉଭେଇ ଯିବ ଯେ ରଶ୍ମି ଭରିଯିବ ଅନ୍ଧକାରର ଛାୟା ଲୁଚିଗଲା ମୋର ସବୁ ସ୍ୱପ୍ନ ମେଘାଚ୍ଛନ ଆକାଶର ତଳେ… ମନେ ନାହିଁ କେବେ ଦେଖିଥିଲି ମୁଁ ଯେ…

ଅଧିକ ପଢ଼ନ୍ତୁ
Sita Asile

ଶୀତ ଆସିଲେ

ଶୀତ ଆସିଲେ ଜୀବନ୍ତ ହୋଇଉଠେ ତୁମସ୍ମୃତି ତାଜା ହୋଇଯାଏ କାକର ଭିଜା ଗୋଲାପ ଯୋଉଟା ତୁମେ ଦେଇଥିଲ ମୋତେ ଅତି ସରାଗରେ ପହିଲି ଭେଟରେ । ଶୀତ ଆସିଲେ ମନେପଡ଼େ ତୁମ ଇଅରକଡ଼୍ ଦିଆ ଫୁସଫୁସ କଥା ଆଉ ମୋ ବାହାନାରେ ମିଛଯନ୍ତ୍ରଟାକୁ ତୁମ ସତସତିକା ଦେଉଥିବା ସହଶ୍ର ଚୁମା । ଶୀତ ଆସିଲେ ମନେ ପଡ଼େ ତୁମ ମିଠା ମିଠା ଗୀତ ଯାହା ଚାଲୁଥିଲା ରାତିଅଧ ଯାଏ ଶେଷ ହେଉଥିଲା ଫୋନର ଚାର୍ଜ ସାଥିରେ । ଶୀତ ଆସିଲେ ମନେପଡ଼େ…

ଅଧିକ ପଢ଼ନ୍ତୁ