ଦୁର୍ଗ ନଗରୀ ଏଡିନବରା (Edinburgh)
ପୂର୍ବରୁ ମୋର ଲଣ୍ଡନ ଅନୁଭୂତି ଲେଖାରେ ମୁଁ ସମ୍ୟକ ସୂଚନା ଦେଇଥିଲି ମୋର ସ୍କଟଲାଣ୍ଡ ଯାତ୍ରା ବିଷୟରେ । ତେଣୁ ସ୍ଥିର କଲି ଏଥର ସେହି ଅନୁଭୂତିରୁ କିଛି ବାଣ୍ଟିବି ଆପଣ ମାନଙ୍କ ସହ । ସ୍କଟଲାଣ୍ଡ ଯିବା ଲାଗି ଦିଲ୍ଲୀରୁ ସିଧା ସଳଖ ବିମାନ ବ୍ୟବସ୍ଥା ଥିଲେ ମଧ୍ୟ ଆମର ଗସ୍ଥ ପ୍ରାଚୁର୍ଯ୍ୟର ସହର ଦୁବାଇ ମାଧ୍ୟମରେ ସ୍ଥିର ହୋଇଥିଲା । ସେହି ଅନୁଭୂତି ମୁଁ ଆଉ କେବେ ବର୍ଣ୍ଣନା କରିବି । ଦୁବାଇରୁ ଏମିରେଟସ ବିମାନ ମାଧ୍ୟମରେ ଦୀର୍ଘ ୮ଘଣ୍ଟାର…

