Nua barasa go (ନୂଆ ବରଷ ଗୋ) Odia poem on new year by Satyabarata Sahu

ନୂଆ ବରଷ ଗୋ

ନୂଆ ବରଷ ଗୋ.. ନୂଆ ବରଷ.. ଲେଖି ରଖ ପ୍ରିୟା ପାଇଁ ଏହି ସନ୍ଦେଶ, ହସ ବା ଲୁହର ଗତ ଦିନ ସବୁ କେମିତି ବିତିଲା ମୋତେ ଲେଖିବ ପତ୍ର । ଆଜି କଥା କାଲିକି ବି ହୋଇଯାଏ ସ୍ମୃତି କେତେ ସ୍ମୃତି ସାଉଁଟିଛି ମୋ’ ପ୍ରାଣ ପ୍ରେୟସୀ ଦେବି ଉପହାର ନୂଆ ବରଷର ମନାସିଛି ତା’ ଓଠରେ ହସ.. ସିଏ ସିନା ପ୍ରେମ ଦେବୀ ମୋ’ ହୃଦ ମନ୍ଦିରେ ସାଇତା ରହିଛି ସଦା ମନ ଇଲାକାରେ ସପନ…

ଅଧିକ ପଢ଼ନ୍ତୁ
Dhanu Jatra (ଧନୁଯାତ୍ରା) - A Sambalpuri Poem by Dolamani Padhan

ଧନୁଯାତ୍ରା

ଦମାକ୍‌ ଦମାକ୍‌ ମାଦଳ୍‌ ବାଜୁଛେ, ବରଗଡ଼ ସଜାବୁଜା ନୁ ସୁନ୍ଦର୍‌ ଦିଶୁଛେ ॥୧॥ ଦିନ୍‌ ପାଚ୍‌ଟା ଥୂ ହେବା ମଥୁରା ନଗରୀ, ରାଜୁତି କର୍‌ବା କଂସ ରଜା ଆକ୍‌ତିରୀ ॥୨॥ ବଜାରେ ହେବା ରଜାର୍‌ ଦରବାର୍‌, ନିଶାମଣି ନୁ ହେବା ରଙ୍ଗମହଲ୍‌‌ର କାରବାର୍‌ ॥୩॥ ଇସ୍କୁଲ୍‌ ପଡ଼ିଆ ନୁ ବସ୍‌ବା କେତେ ଲେହେଟି, ଦୁଲି ଆନ୍‌ବେ ସଦ୍ଭେ ଦେଇ ପଏସା ପେଟି ପେଟି ॥୪॥ ମୀନା ବଜାର୍‌ର ଜମକ୍‌କେ ମେଳା ପ୍ରଦର୍ଶନୀ, ଦେଖଲେ ସବୁ ଜିନିଷ୍‌ ଲାଗ୍‌ସି,…

ଅଧିକ ପଢ଼ନ୍ତୁ
Chitralipi (ଚିତ୍ରଲିପି) Odia poem by Mrutyunjay Patra

ଚିତ୍ରଲିପି

ସାମାଜିକ ବହିର ଚିତ୍ରକୁ ଦେଖି ଝିଅ ପଚାରିଲା ବାପାଙ୍କୁ “ଏଇ ଦେଖ ବାପା, କେଡ଼େ ସୁନ୍ଦର ଏ ଗାଁ । ଚାରିପଟେ ତୋଟା ମାଳ, ଗାଁ ପଛପଟେ ଧାଡ଼ି ଧାଡ଼ି ପାହାଡ଼ ପାହାଡ଼ ପଛରେ ଲୁଚି ଯାଉଥିବା ସୂର୍ଯ୍ୟ, ସୁନାର ସୋରିଷ କ୍ଷେତ, ଗାଁ ଦାଣ୍ଡର ଦି’ପଟେ ଘର କେଉଁଠି କେମିତି କୂଅ, ତୁଳସୀ ଚଉରା ଦି ପଟେ ପହରାଦାର ପରି ଠିଆ ହୋଇଛନ୍ତି ନଡ଼ିଆ ଗଛ । କି ପରିଷ୍କାର ଏ ରାସ୍ତା ସବୁ ! ଆଉ ଏପଟେ ଅନା !…

ଅଧିକ ପଢ଼ନ୍ତୁ
ନୂଆ ବରଷ (Nua barasha) Odia poem on the New Year by Jangyash Kumar Rout

ନୂଆ ବରଷ

ଆସିଛି ଯେ ଆଜି ନୂଆ ବରଷ, ସଙ୍ଗେ ଆଣିଅଛି କେତେ ହରସ; ଭରିଯାଉ ମନେ ହର୍ସ ଉଲ୍ଲାସ, ହୋଇଯାଉ ଆଜି ହିଂସା ବିନାଶ; ଆଲୋକମାଳାରେ ହୋଇ ସଜ୍ଜିତ, ନୂଆବର୍ଷ ଗାଉ ଉଲ୍ଲାସ ଗୀତ; ହୋଇ ନୂଆବର୍ଷ ସ୍ୱର୍ଗୀୟ ପରୀ, ଆଣିଦେଉ କେତେ ସୁନାମ ଶିରୀ; ପ୍ରତି ମନେ ଆସୁ ଭକ୍ତି ଓ ନିଷ୍ଠା, ଦେଖାଇବାକୁ ଶକ୍ତି ପରକାଷ୍ଠା; ଉଡ଼ୁ ଗଗନରେ ଶାନ୍ତିର ବାର୍ତ୍ତା, ଖୋଲିଯାଉ ଆଜି ପ୍ରେମର ରାସ୍ତା; ନୂଆବର୍ଷ ଆଣୁ ଶାନ୍ତି ସୌଭାଗ୍ୟ, ଗଢ଼ିଉଠୁ ଧରାରେ…

ଅଧିକ ପଢ଼ନ୍ତୁ
Sita Ase (ଶୀତ ଆସେ) Odia poem by Padmini Barik

ଶୀତ ଆସେ

ଶୀତ ଆସେ ଦୀପାବଳୀ ଝିଲି ମିଲି ରୋଷଣୀରେ ଗୋଲାପ କଢ଼ିକୁ ଛୁଇଁ ରଜନୀ ଗନ୍ଧାର ବାସ୍ନା ଦେହରେ ପକାଇ, ବିନ୍ଦୁ ବିନ୍ଦୁ ତୁଷାରରେ ସତେ ଅବା ଦୁବ ଘାସ ଯାଆନ୍ତି ଲାଜେଇ । ଶୀତ ଆସେ ଲୁଚି ଲୁଚି ଶେଫାଳୀର ଓଠ ଛୁଇଁ, କୁଆଁରୀ ଜହ୍ନର ସାଥେ ଦୂର ଗାଆଁ ଖଳା ମେଢ଼ି ପାହାଡ଼ି ଝରଣା ଡେଇଁ । ହସି ହସି ଶୀତ ଆସେ ସୋରିଷ ଫୁଲର ସାଥେ ପାଖ ଚାଷ କ୍ଷେତ ଡେଇଁ, ଗର୍ଭଣୀ ଧାନର ଦେହେ ମହ…

ଅଧିକ ପଢ଼ନ୍ତୁ