Satisfaction

ସାଟିସ୍ଫେକ୍ସନ୍…

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍କୁଲର ଭାଷଣ ପ୍ରତିଯୋଗିତା ପାଇଁ ମା’ ଗାନ୍ଧିଜୀଙ୍କ ଉପରେ ଏକ ବକ୍ତୃତା ପ୍ରସ୍ତୁତ କରାଉଥିବା ବେଳେ ରୋମି ହଠାତ୍ କହି ଉଠିଲା, “ମାମା ! ଶାସ୍ତ୍ରୀଜୀ ତ ବାପୁଙ୍କର ବର୍ଥ-ଟ୍ୱୀନ… କିନ୍ତୁ ତାଙ୍କ ବିଷୟ ଏତେ କମ୍ ଡିଷ୍କସନ୍ ହେଉଛି??? ସିଏ କେତେ ଖରାପ ଭାବୁଥିବେ ନା? ମୋତେ ତୁମେ ତାଙ୍କ ବିଷୟରେ ପ୍ରିପେର କରେଇଦିଅ । ପ୍ରାଇଜ ନ ପାଇଲେ ବି ସାଟିସ୍ଫେକ୍ସନ୍ ନିଶ୍ଚୟ ପାଇବି…” ଆଉ ତା’ କଥା ଶୁଣି…

ଅଧିକ ପଢ଼ନ୍ତୁ
Sadharana Sneha

ସାଧାରଣ ସ୍ନେହ

ସକାଳୁ କନ୍ୟା ଦିବସ ପାଇଁ ବହୁତଗୁଡ଼ିଏ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଥିବା ବିଶିଷ୍ଟ ସମାଜସେବୀ ରାତି ଶୋଇଗଲା ବେଳେ ନିଜ ଝିଅକୁ ତାଙ୍କ ପାଦରେ ତେଲ ମାଲିସ୍ କରିବାକୁ କହିଲା ପରେ ଝିଅ ପଚାରିଦେଲା, “ମାଆ ଆଜି ମଧ୍ୟ ତୁମ ପାଖରେ ମୋ ପାଇଁ ସମୟ ନାହିଁ ନା?” ଆଉ ଉତ୍ତର ନପାଇ ଚାହିଁଲା ବେଳକୁ ନିଜ ମା’ ଶୋଇ ଯାଇଥିବା ଦେଖି ଭାବୁଥିଲା; ସେ ମଧ୍ୟ ଜଣେ ସାଧାରଣ ମହିଳାଙ୍କ ଝିଅ ହୋଇଥିଲେ ଆଜି ତା’ ମା’ଙ୍କ…

ଅଧିକ ପଢ଼ନ୍ତୁ
Rakshi

ରାକ୍ଷୀ

“ବୈଠକଖାନାରେ ଆଜି ଦୂରଭାଷ ଯନ୍ତ୍ରଟା କ’ଣ ଏତେ ଜୋରରେ ବାଜୁଛି… କ’ଣ କେହି ଘରେ ନାହଁ କି? ନା ଶୁଭୁନି କାହାକୁ? ମାନୀ ଏ ମାନୀ…..” ବିଶ୍ୱଜିତ୍ ବାବୁ ବିରକ୍ତି ପ୍ରକାଶ କରି ଆସି ରିସିଭର୍ ଧରି, କିଛି ସମୟ ପରେ ସ୍ଥାଣୁ ପାଲଟି ଗଲେ । ତା’ପରେ ରିସିଭର୍ ଫୋପାଡ଼ି ଦେଇ ବିଜୁଳି ବେଗରେ ଗ୍ୟାରେଜ୍ ଭିତରୁ କାର୍ ବାହାର କରି ଚାଲିଲେ, ଆଗରୁ ଗୋଟିଏ ଅତି ଜଣାଶୁଣା କିନ୍ତୁ ଏଇ ଗତ ୧୯ ବର୍ଷର…

ଅଧିକ ପଢ଼ନ୍ତୁ
Apa Bhai

ଅପାଭାଇ

କାଲି ରାକ୍ଷୀ ପୂର୍ଣ୍ଣିମା । ମୋନା, ଟିକି, ମିତାଲି ନିଜ ନିଜ ଭାଇଙ୍କୁ ରାକ୍ଷୀ ବାନ୍ଧିବାକୁ ସଜ ହେଉଛନ୍ତି । ତେଣେ ଗୁମ୍‌ ମାରି ସୋଫା ଉପରେ ମୁହଁ ମାଡ଼ି ଶୋଇଛି ଆଶା । ମା’ ଶର୍ମିଷ୍ଠାଙ୍କୁ ଅନେକ ଥର କହିଲାଣି ସେ, ଭାଇଟିଏ ତା’ର ଦରକାର । ଆଉ କୋଉ ଦିନ ନ ହେଲା ନାହିଁ ରାକ୍ଷୀପୂର୍ଣ୍ଣିମା ପାଇଁ ତ ନିହାତି ଦରକାର । ଭାଇଟିଏ ଥିଲେ ସେ ବି ରାକ୍ଷୀ ଦୋକାନକୁ ଯାଇ ରାକ୍ଷୀ…

ଅଧିକ ପଢ଼ନ୍ତୁ
Modern Samaya

ମଡର୍ଣ୍ଣ ସମୟ…

ଗୁରୁପୂର୍ଣ୍ଣିମା ଦିନ ଗୁରୁପୁଜନ କାର୍ଯ୍ୟକ୍ରମଟିଏ ପାଇଁ ବ୍ୟବସ୍ଥା କରିବାକୁ ମନରେ ଭାବି ସେକଥା କଲେଜ ପ୍ରିନ୍ସିପଲ୍ ଛାତ୍ର ସଂଗଠନର ମୁଖ୍ୟ ଛାତ୍ରକୁ ପ୍ରସ୍ତାବ ଦେବାରୁ ସେ ହସି ହସି “ସାର୍… କିଏ ଏଇଠି ଗୁରୁ ଆଉ କିଏ ଶିଷ୍ୟ…!!?? ଆଜିକା ମଡର୍ଣ୍ଣ ସମୟରେ ଆପଣମାନେ ତ ସବୁ ସାର୍ ମ୍ୟାଡମ ଆଉ ଆମେ ସବୁ ଷ୍ଟୁଡେଣ୍ଟ୍… ସୋ ଗୁରୁପୂଜନ ଛାଡ଼ନ୍ତୁ ଚାଲନ୍ତୁ ହୋଟେଲରେ ଭଲ ପାର୍ଟିଟେ ଆରେଞ୍ଜ କରିବା…” କହିଲା ଆଉ ସାର୍ ମଧ୍ୟ ସଙ୍ଗେ ସଙ୍ଗେ…

ଅଧିକ ପଢ଼ନ୍ତୁ