Budha Baragachha - ବୁଢ଼ା ବରଗଛ

ବୁଢ଼ା ବରଗଛ

ଗାଆଁ ମୁଣ୍ଡରେ ବିଶାଳ ବୁଢ଼ା ବରଗଛଟିଏ କାହିଁ କେଉଁ କାଳରୁ ରହିଆସିଛି ତାହା କାହାରିକୁ ଜଣା ନାହିଁ । ସମସ୍ତଙ୍କୁ ଏତିକି ଜଣା ଯେ, ସେ ବୁଢ଼ାବରଗଛ କୋଳରେ ସେହି ଗାଁ’ର ସମସ୍ତଙ୍କ ବାପା, ଜେଜେଵାପା ଏବଂ ପୂର୍ବ ପିଢ଼ିର ପୁରୁଷମାନେ ଖେଳିଆସିଛନ୍ତି ଓ ସମୟ ବିତାଇଛନ୍ତି । କେହି କେହି ବି କୁହନ୍ତି ସେହି ଗାଁ ସୃଷ୍ଟି ହେବା ପୂର୍ବରୁ ସେହି ବରଗଛଟି ରହିଆସିଛି । ଆଖପାଖ ମୌଜାରେ ସେହି ବୁଢ଼ା ବରଗଛ ପାଇଁ ସେହି ଗାଁ’ର ଭିନ୍ନ ଏକ…

ଅଧିକ ପଢ଼ନ୍ତୁ
Bilei - ବିଲେଇ

ବିଲେଇ

ପିଲାଦିନୁ ତା’ର ଆମିଷରେ ଦୁର୍ବଳତା ବୋଲି ଆମ ଘରେ ସମସ୍ତେ ତାକୁ ବିଲେଇ ବୋଲି ଡାକୁ । ଭଲମନ୍ଦ ତରକାରୀ ଟିକେ ହେଲେ ସେ ଥରକୁ ବାଦ ଆଉ ଥରେ ବୋଉ ସହ ତା’ପରେ ବାବା ସହ ବସିପଡ଼େ । ସିଂଗଡ଼ା, ଘୁଗୁନି, ଚାଟ, ଗୁପଚୁପ ସବୁ ଚଟ୍ କରିଦିଏ ସେ । ଏମିତିରେ ପିଲାବେଳେ ଗୁଦୁଲୁଗୁମାଟାଏ ହୋଇଥାଏ । ପୁରିଲା ପୁରିଲା ଦେହ । ବେକ ମୁହଁ ଲାଗି ଫୁଲକା ଫୁଲକା ଗାଲ ଭାରି ଗୁଲୁଗୁଲିଆ ଲାଗେ । ଯୋଗକୁ କୋଡ଼ପୋଛ ଛୁଆ ତେଣୁ…

ଅଧିକ ପଢ଼ନ୍ତୁ
Prakurta Parichaya - ପ୍ରକୃତ ପରିଚୟ

ପ୍ରକୃତ ପରିଚୟ

କାଲି ରାତିର ମଧ୍ୟ ଭାଗରେ ପୋଲିସର ଅତର୍କିତ ଆକ୍ରମଣରେ ଅନେକ ଦେହ ବ୍ୟବସାୟୀ ଧରା ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ବେଶ କେଇଜଣ ପୋଖତ ଦେହ ବ୍ୟବସାୟୀ । ଅବଶ୍ୟ ଆଉ କେଇ ଜଣ କଲେଜ ପଢ଼ୁଆ ଝିଅ ବି ଅଛନ୍ତି । ପୋଲିସ ସମସ୍ତଙ୍କୁ ବାନ୍ଧି ନେଇଗଲା ହାଜତକୁ । ବହୁ ସମୟ ଧରି ପଚରା ଉଚୁରା କଲା । କାହା କାହାର ସମ୍ପର୍କୀୟ ଆସି କଥାବାର୍ତ୍ତା କରି ନେଇ ଗଲେ ନିଜ ନିଜ ସମ୍ପର୍କୀୟଙ୍କୁ । ହେଲେ ରହିଗଲା ଗୋଟେ ଝିଅ, ନା…

ଅଧିକ ପଢ଼ନ୍ତୁ
Papa Prema

ପାପ ପ୍ରେମ

ମୋନିକା ଥିଲା ଅସୀତର ସହକର୍ମୀ । ତେଣୁ କଥାବାର୍ତ୍ତା ହେବା ସ୍ୱାଭାବିକ । ତାହା କେତେବେଳେ କାମକୁ ନେଇତ କେତେବେଳେ ବ୍ୟକ୍ତିଗତ । ମୋନିକା ଥିଲା ବିବାହିତ ଆଉ ୬ବର୍ଷର ପୁଅଟିଏ ମଧ୍ୟ । କିନ୍ତୁ ଅସୀତ ଅବିବାହିତ । ବୟସରେ ମୋନିକା ବଡ଼ ହୋଇଥିଲେବି ଅସୀତ ଥିଲା ମୋନିକାର ଉପରିସ୍ତ ଅଫିସର । ଆଉ ମୋନିକା ଥିଲା ଅସୀତର ଆସିଷ୍ଟାଣ୍ଟ । ଏମିତି କାମକୁ ନେଇ ବେଳେ ବେଳେ ସେମାନଙ୍କର ହ୍ଵାଟ୍‌ସ୍‌ଆପ୍‌ରେ ଚାଟିଙ୍ଗ ହେଉଥିଲା । ପରେ ପରେ ଗୁଡ଼୍ ମର୍ଣ୍ଣିଙ୍ଗ, ଗୁଡ଼ ନାଇଟ । ଆଉ ଧୀରେଧୀରେ…

ଅଧିକ ପଢ଼ନ୍ତୁ
Nakali Swapna

ନକଲି ସ୍ୱପ୍ନ

ବୟସ ପାଖାପାଖି ୬୫ କି ୭୦ ହେବ, ଦୁର୍ବଳ ଶରୀର, ହାତ ଦୁଇଟା ଭାରି ଜୋରରେ ଥରୁଥାନ୍ତି, ଦାନ୍ତ ଗୁଡ଼ାକ ମଧ୍ୟ ଝଡ଼ିଯାଇଥାଏ, ବାସ କିଛିଟା ରହିଯାଇଥାଏ । ଦୃଷ୍ଟି ଶକ୍ତି ମଧ୍ୟ ଶେଷ ଅବସ୍ଥାରେ, ଏତେ ମାତ୍ରାରେ ରୁଗ୍ଣ ହୋଇ ମଧ୍ୟ ଘର ବାରଣ୍ଡାରେ ବୁଢ଼ା ମଉସା ନାତି ଟୋକା ସହ ବସି ଖୁସି ଗପରେ ମସଗୁଲ ଥାଏ । ନାତି ଟୋକାକୁ ପାଇ ବୁଢ଼ାର ମନ ପୁରା କୁଣ୍ଢେମୋଟ ଯେମିତି ମୋତିମାଣିକ ପାଇଯାଇଛି ବୁଢ଼ା । ବୁଢ଼ୀ ଗଲା…

ଅଧିକ ପଢ଼ନ୍ତୁ