Odia Story Lanthana (ଲଣ୍ଠନ) by Ashish Kumar Swain

ଲଣ୍ଠନ

ସୂର୍ଯ୍ୟ ଲାଲ ରୂପ ଧାରଣ କରି ପର୍ବତ ଶିଖରେ ବୁଡ଼ିଗଲେ, ସୁଲୁସୁଲିଆ ସୁଶୀତଳ ପବନ ବହି ଚାଲେ । ମନ ଆନନ୍ଦରେ ପୂରି ଉଠେ । ସୁନ୍ଦର ସୁଶୋଭିତ କଳାହାଣ୍ଡିଆ ରୂପଧାରଣ । ଯେ ଯାହା ସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲେ । ଭିନ୍ନ ରୂପ ଭିନ୍ନ ଧ୍ଵନି ସହ ସନ୍ଧ୍ୟା ଆଗତ । ଝୁମ୍ପୁଡ଼ି କୁଡ଼ିଆ । କୁଡ଼ିଆ ଭିତରେ କେଇଟା ପ୍ରାଣୀ । ଚତୁଃପାର୍ଶ୍ଵ ଘନ ଅନ୍ଧକାରମୟ ଆଉ ସେହି ଅନ୍ଧକାର ଭିତରେ ଭ୍ରମର ପରି…

ଅଧିକ ପଢ଼ନ୍ତୁ
Odia Story Passport Size Photo (ପାସ୍ପୋର୍ଟ ସାଇଜ୍ ଫଟୋ) by Dr. Jayprakash Parida

ପାସ୍ପୋର୍ଟ ସାଇଜ୍ ଫଟୋ

ପିଜି ଏଣ୍ଟ୍ରାନ୍ସ ଫର୍ମ ଭରିବା ପାଇଁ ଫଟୋ ଉଠେଇବାକୁ ଷ୍ଟୁଡିଓ ଭିତରେ ଅପେକ୍ଷା କରୁଥିଲି । ଷ୍ଟୁଡିଓର କାଚ ଦୁଆର ସେପଟେ ବୁଢ଼ୀ ମାଉସୀ ଜଣେ ଚିନ୍ତିତ ଦେଖାଯାଉଥିଲା । ବୋଧହୁଏ କାଚ ଦୁଆରଟାକୁ କେମିତି ଖୋଲିବ ଜାଣି ପାରୁନଥିଲା ସେ । କେହିଜଣେ ଦୁଆର ଖୋଲି ବାହାରକୁ ଗଲାରୁ ସେ ଭିତରକୁ ଆସିଲା । ବୟସ ୬୦ ପାଖାପଖି ହେବ। ବାଇଗଣୀ ରଙ୍ଗର ଚିରା ସ୍କାର୍ଫ ଭିତରୁ ତା’ ମୁଣ୍ଡର ଅଧାପାଚିଲା ବାଳ ଗୁଡ଼ାକ ଦିଶୁଥାଏ…

ଅଧିକ ପଢ଼ନ୍ତୁ
Odia Short Story Sabupua Emiti Na (ସବୁପୁଅ ଏମିତି ନା) by Padmalochan Padhi

ସବୁପୁଅ ଏମିତି ନା

ବହୁତ ଦିନର ସଂଘର୍ଷ ପରେ ଅନୁରୂପକୁ ମିଳିଥିଲା ବ୍ୟାଙ୍କ୍ ଅଫିସର ଚାକିରି, ପୋଷ୍ଟିଂ କଲିକତାରେ । ଦ୍ଵିତୀୟ ଶନିବାର ଆଉ ରବିବାର ଛୁଟି ଦେଖି ଭାବିଲା ଘରକୁ ଯାଇକି ଟିକେ ବୁଲିଆସିବି ।ଏମିତିରେ ଏଠି ଏକା ଭଲ ଲାଗୁନି, ଘରେ ଟିକେ ବୁଲି ଆସିଲେ ଭଲ ଲାଗିବ । ଶୀତ ଟିକେ ଟିକେ ପଡ଼ିଲାଣି, ସ୍ଵେଟର ପିନ୍ଧି ବାହାରିପଡ଼ିଲା ବସଷ୍ଟାଣ୍ଡ ଅଭିମୁଖେ । ଗଲାବେଳେ ଆଖି ପଡ଼ିଥିଲା ଏକ ସ୍ଵେଟର ଦୋକାନ ଉପରେ । ସେଇଠି ତା’ର…

ଅଧିକ ପଢ଼ନ୍ତୁ
Odia Short Story Sanskar (ସଂସ୍କାର) by Arpita Maheswari Singh

ସଂସ୍କାର

ସେତେବେଳକୁ ବର୍ଷା ପ୍ରାୟ ଛାଡ଼ି ଆସିଥାଏ । ଜେଜେଙ୍କୁ ନେଇ ପାର୍କ ବାହାରିଲି, ପାର୍କରେ ପହଞ୍ଚି ଦେଖିଲି ସେହି ଭଦ୍ର ମହିଳାଙ୍କୁ ଯିଏ ଆମ କଲୋନିକୁ ଏବେ ନୂଆ କରି ଆସିଛନ୍ତି । – ସେ ଦାଶ ବାବୁଙ୍କ ବୋହୂ ନା? – “କ’ଣ କହିଲେକି ଜେଜେ?” ଅନ୍ୟମନସ୍କ ଥିବାରୁ ପଚାରିଲି । – ନାଇଁ, କହୁଥିଲି କି ସେ ଦାଶ ବାବୁଙ୍କ ବୋହୂ ବୋଧେ? ଦେଖୁନୁ କେତେ ସଂସ୍କାରୀ ଲାଗୁଛି, ତା’ର ହାବଭାବ ଚାଲିଚଳଣୀ ପୁରା…

ଅଧିକ ପଢ଼ନ୍ତୁ

ଅଭିନେତ୍ରୀ- ଫୁଲ

ଇଶ୍ୱର ସୃଷ୍ଟି କି ବିଚିତ୍ର । କାହାର ପରମାୟୁ ଅଧିକ ତ କାହାର ପରମାୟୁ ଗୋଟିଏ ଦିନର । ସେହି ଗୋଟିଏ ଦିନରେ ଯେ ସେ ତା’ର ପ୍ରୟୋଜନ ସମସ୍ତଙ୍କ ପାଖରେ ହୋଇଥାଏ । “ସେ ହେଉଛି ଫୁଲ” । ତା’ର ସୁବାସ ଚତୁର୍ଦ୍ଦିଗରେ ମହକିତ ହୋଇଥାଏ । ସେ କେତେବେଳେ ଇଶ୍ୱରଙ୍କ ଗଳାର ହାର ତ କେବେ ମଥାରେ ଟାହିଆ ହୋଇ ସଜାଇ ହୁଏ । ପୁଣି ନାରୀର ଗଭାର ଗଜରା, ଗୃହର ସାଜସଜ୍ଜା ଓ…

ଅଧିକ ପଢ଼ନ୍ତୁ