Odia Story Atala Sagar (ଅତଳ ସାଗର) by Sushama Parija

ଅତଳ ସାଗର

ସେଦିନ ବଜାର ଭିତରେ “ନ୍ୟୁ ମାରିଅନ୍” ହୋଟେଲରୁ ବାହାରିଲା ବେଳକୁ ରାସ୍ତା ଆରପଟେ ଠିଆ ହୋଇଥିବା ଲୋକଟିକୁ ଦେଖି ଅଟକିଗଲା ସୌମିତ୍ର, ଚେହେରାଟି ଖୁବ୍ ଚିହ୍ନା ଚିହ୍ନା ମନେହେଉଥିଲେ ମଧ୍ୟ ଆଉ ଟିକିଏ ଭଲ କରି ଦେଖିବାକୁ ଚେଷ୍ଟା କରି ରାସ୍ତା ପାର୍ ହୋଇ ଆଗେଇଗଲା ଲୋକଟି ପାଖକୁ । ହଠାତ୍ ବୁଲି ପଡ଼ି ଚାହିଁଲା ଲୋକଟି ଏବଂ “ଆରେ ସୋମୁ ! ବହୁତ ଦିନ ପରେ…“କହି ଯେତେବେଳେ ତା’କୁ କୁଣ୍ଢେଇ ପକାଇଲା ଲୋକଟି, ସେତେବେଳକୁ ଯାଇ ମନେ ପଡ଼ିଲା…

ଅଧିକ ପଢ଼ନ୍ତୁ
Odia Story Marana Mo pain Sreya by Anasuya Panda

ମରଣ ମୋ ପାଇଁ ଶ୍ରେୟ

ବିକଟାଳ ଶବ୍ଦ କରି ଆମ୍ବୁଲାନ୍ସଟା କଲୋନୀ ଭିତରକୁ ମାଡ଼ି ଆସୁଥିଲା । ପଛକୁ ପଛ ଦଶ ବାରଟି କାର୍ ଆଉ କେତେଗୁଡ଼ିଏ ବାଇକ୍ ଆପାର୍ଟମେଣ୍ଟ ଆଗରେ ଆସି ପହଞ୍ଚିଗଲା । କମ୍ପିଉଠିଲା କମ୍ପାଉଣ୍ଡଟି । ସାମ୍ନାରେ ମାରୁଆଡ଼ି ଭୋଜନାଳୟ । ଚୌଧୁରୀ ବାବୁ କାନ୍ଦି କାନ୍ଦି ଗଡ଼ି ଯାଉଥାନ୍ତି । ଚୌଧୁରୀ ବାବୁଙ୍କ ବାପା ବାଲକୋନିରୁ ପଡ଼ି ଯାଇଛନ୍ତି । ମୁଣ୍ଡ ଫାଟି ଯାଇଛି । ଆଖିପତାରେ ବହୁତ ଆଘାତ ଲାଗିଛି । ନାକରୁ ରକ୍ତ ବାହାରୁଛି । ଖନେଇ ଖନେଇ କଥା କହୁଛନ୍ତି, “ମୋର ଆଉ ଏ ଭୁଲ…

ଅଧିକ ପଢ଼ନ୍ତୁ
Odia Story Media (ମିଡିଆ) by Rojalin Beehra

ମିଡିଆ

ସେଦିନ କିଛି ଏନଜିଓ ବାଲା ଗୋଟିଏ ନିମନ୍ତ୍ରଣ ପତ୍ର ନେଇ ନିଉଜ ଚ୍ୟାନେଲ ଅଫିସରେ ପହଞ୍ଚିଲେ… ଏନଜିଓ ବାଲା: ସାର, ଆମେ “ଅସହାୟର ବନ୍ଧୁ” ସାମାଜିକ ସଂଗଠନରୁ ଆସିଥିଲୁ । ଚ୍ୟାନେଲ ହେଡ଼: ଆଜ୍ଞା କୁହନ୍ତୁ, ଏନଜିଓ ବାଲା: ସାର, ଆସନ୍ତା ୧୨ ତାରିଖ ଦିନ ଆମ ସଂଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି, ଆପଣମାନଙ୍କର ଉପସ୍ଥିତ ଏବଂ ବହୁଳ ପ୍ରସାରଣ ଦ୍ୱାରା ଆମେ ବିଶେଷ ଉପକୃତ ହେବୁ । ଚ୍ୟାନେଲ ହେଡ୍: ଦେଖନ୍ତୁ ଆମ ରିପୋଟର…

ଅଧିକ ପଢ଼ନ୍ତୁ
Odia Story Jeje Nati Jodi (ଜେଜେ ନାତିର ଯୋଡ଼ି) by Jharana Pradhan

ଜେଜେ ନାତିର ଯୋଡ଼ି

“ଆରେ ସୁକୁଟା ! କୁଆଡ଼େ ଗଲୁ !” ପାଟି କରି ଡାକ ପକାଉଥାନ୍ତି ଜେଜେ । ସେପଟୁ ସ୍ପନ୍ଧନ ପାଟି କରି ଉଠିଲା, “କଣ ଯେ ଜେଜେ, ମୋର ଏତେ ଭଲ ନାଁ ବାପାବୋଉ ରଖିଛନ୍ତି ତମେ କିନ୍ତୁ ସୁକୁଟା ଡାକି ପୁରା ନାଁ ଖରାପ କରିଦେଉଚ । ସେଇଟା ବି ବଡ଼ ପାଟିରେ ପୁରା ଗାଁ ସାରା ଲୋକ ଶୁଣିଲା ଭଳି ଡାକୁଚ । ଜେଜେମା ଭଳି କାହ୍ନୁ ହେଲେ ଡାକ । କେଡ଼େ ସୁନ୍ଦର ଡାକ ନାଁ ଦେଇଛନ୍ତି ।” ଜେଜେ ହସି କହିଲେ,…

ଅଧିକ ପଢ଼ନ୍ତୁ
Odia Story Karuna (କରୁଣା) by Biswanath Kinkar Rout

କରୁଣା

ସକାଳ ୧୦ଟା । ରମାକାନ୍ତ ସାରେ ପିଲାଙ୍କୁ ପଢ଼େଇ ସାରି ଉଠିଲେ । ବିଛଣାରେ ବସିବାକୁ ଯାଉଛନ୍ତି କି ରୋଷେଇ ଘରୁ ଘରଣୀଙ୍କ ଆବାଜ୍ ଆସିଲା, “ରୁଟି ଦେଇ ଦେବିକି ଖାଇବାକୁ?” ସାରେ କହିଲେ, “ରୁହ ଟିକେ ଗଡ଼ି ପଡ଼େ, ଏତେ ଶୀଘ୍ର କାହିଁକି !” “ଶୁଣ ଖାଇ ସାରିଲେ ପରିବା ଆଣିବାକୁ ଯିବ । ବେଶୀ ଲେଟ୍ ହେଲେ ଭଲ ପରିବା ସବୁ ସରିଯିବ, ଶେଷରେ ଶୁଖିଲା ପୋକା ପଚା ପରିବା ମିଳିବ ।” “ହଁ ତ ! ଠିକ୍ କଥା ।” ସାରେ ଜଲଦି…

ଅଧିକ ପଢ଼ନ୍ତୁ