Odia Story Asadha Nirjiba (ଅସାଢ ନିର୍ଜୀବ) by Shwetapadma Padhi

ଅସାଢ ନିର୍ଜୀବ

ନୋବଲ ହସ୍ପିଟାଲ (କାଳ୍ପନିକ), ଭୁବନେଶ୍ୱର… ସମୟ ରାତି ୨ଟା । ଚାରିଆଡ଼ ଶୂନଶାନ୍ । ରିସେପ୍‌ସନ୍ ମଧ୍ୟ ବନ୍ଦ ଥାଏ । ଓପିଡ଼ି ତ ପୂରା ନିସ୍ତବ୍ଧ ଆଉ ନିଶଦ୍ଦ ସତେ ଯେମିତି ମଶାଣି । କେବଳ ଜରୁରୀକାଳିନ ବିଭାଗ ଖୋଲା ଥାଏ । ହଠାତ୍ ଆମ୍ୱୁଲାନ୍ସର ସାଇରନ୍ ଶବ୍ଦର ରାତ୍ରି ଅନ୍ଧକାରର ନିଶବ୍ଧତାକୁ ଚିରି ବୁକୁଫଟା ଚିତ୍କାର ଛାଡ଼ୁଥାଏ । ଭୟରେ ଛାତି ଥରୁଥାଏ । କ୍ୟାଜୁଆଲ୍‌ଟିରେ କିଛି ଲୋକଙ୍କ ଭିଡ଼ । କିଛି ସମୟ ଅନ୍ତରାଳରେ ଏମିତି ଆମ୍ୱୁଲାନ୍ସ ଆସୁଥାଏ ଯାଉଥାଏ । ଏ ରୋଗୀ ବି…

ଅଧିକ ପଢ଼ନ୍ତୁ
Odia Poem Smrutira Pahucha, Maa (ସ୍ମତିର ପାହୁଚ, ମାଁ) by Ashutosh Meher

ସ୍ମତିର ପାହୁଚ, ମାଁ

କାନ୍ଥରେ ଟଙ୍ଗା ହୋଇଥିବା ମା’ଙ୍କ ହସଭରା ସୁନ୍ଦର ତୈଳ ଚିତ୍ରକୁ ଅନାଉଥିଲେ ଶିଳ୍ପପତି ରବିକାନ୍ତ । ଆଜି ଘରକାନ୍ଥରେ ଲାଗିଛି ଏଇଟା, ମା’ଙ୍କ ଦେହାନ୍ତ ପର ଶେଷ କାର୍ଯ୍ୟକ୍ରମ ପରେ । ପାଖରେ ବାପାଙ୍କ ଫଟୋଟା ଦଶ ବର୍ଷ ପୁରୁଣା ହେଲାଣି । ସତେ ଯେମିତି ପାଖର ଖାଲି ଜାଗା ଅନାଇ ବସିଥିଲା ତାଙ୍କର ଜୀବନସାଥୀକୁ !! ଆଉ ଭଗବାନ ସେୟା ବି କରିଦେଲେ । ରବିକାନ୍ତଙ୍କ ଆଖିରୁ ଝରି ପଡ଼ିଲା ଦୁଇ ବୁନ୍ଦା ଲୁହ । ମନେ ପଡ଼ୁଥିଲା ବର୍ଷେ ତଳ ଘଟଣା…. ସେ…

ଅଧିକ ପଢ଼ନ୍ତୁ
Odia Story Samparkara Badala Samikarana (ସମ୍ପର୍କର ବଦଳା ସମୀକରଣ) by Manas Ranjan Nayak

ସମ୍ପର୍କର ବଦଳା ସମୀକରଣ

ବିସ୍ଥାପିତ ନୁହଁ, ଏବେବି ପୃଥିବୀ ତା’ର ପ୍ରାରବ୍ଧ କକ୍ଷପଥରେ, ହେଲେ ମାତାପିତା ଓ ସନ୍ତାନଙ୍କୁ ନେଇ ସମ୍ପର୍କର ସେହି ସମବାହୁ ତ୍ରିଭୁଜଟି ଆଜି ଭୂମିହୀନ ମନେହୁଏ । ଦିନେ ସ୍ନେହ ଶ୍ରଦ୍ଧା ପ୍ରେମର କାଉଁରୀ ସ୍ପର୍ଶରେ ଅସାଧ୍ୟ ଜଞ୍ଜାଳ ନିମିଷକ ମଧ୍ୟରେ ସମାଧାନ ହୋଇଯାଉଥିବା ବେଳେ, ଅଧୁନା ଜ୍ଞାନ ବିଜ୍ଞାନରେ ଅନେକ ପ୍ରଗତିଶୀଳ ବୋଲି ଡିଙ୍ଗୁରା ପିଟୁଥିବା ନୂତନ ପିଢ଼ି ନିଜର କ୍ଷୁଦ୍ର ପରିବାରଟିରେ ହିଁ ଅଣନିଶ୍ୱାସୀ ହୋଇଉଠୁଛି ସମ୍ପର୍କରେ ତିକ୍ତତା, ଭୁଲ ବୁଝାମଣା, ଆତ୍ମଗର୍ବରେ ଭରପୁର ଅଭିମାନ…

ଅଧିକ ପଢ଼ନ୍ତୁ
Odia Story Abha (ଆଭା) by G. Krishna Reddy

ଆଭା

ସୁକୁଟା ଭାଇନାର ଆଦର ଚାରିଆଡ଼େ । ନିଜ ସାହିଠୁଁ ସହରର କୋଣ ଅନୁକୋଣ ସବୁଠି ତା’ ପ୍ରଶଂସାର ପରିବ୍ୟାପ୍ତି । ବିଶ୍ଵାସ ଓ ସମ୍ମାନର ଚଉହଦି ଭିତରେ ଏକ ନିର୍ଭରଶୀଳ ପରିଚୟ । ବର୍ଷ ପନ୍ଦରଟା ଭିତରେ ସୁଖ ଓ ବିଳାସପୂର୍ଣ୍ଣ ଜୀବନର ଏକ ଅପାସୋରା ଆସ୍ଥାନରେ ନିଜ ପତିଆରା । ଭାଗ୍ୟ ଓ ଭଗବାନଙ୍କ କୃପାଦୃଷ୍ଟିରୁ ସର୍ବକୁଶଳ । ମନଲାଖି ଜୀବନସାଥୀ ଚନ୍ଦ୍ରା ଓ ଦୁଇ ଝିଅ ଆଭା ଓ ଆଲିଆଙ୍କୁ ନେଇ ତା’ ସଂସାର । ପାଠରେ, ଖେଳକୁଦରେ, ନାଚଗୀତରେ, Computer Aided…

ଅଧିକ ପଢ଼ନ୍ତୁ
Odia Story Bichitra Bhabana (ବିଚିତ୍ର ଭାବନା) by Rajeev Kumar Nayak

ବିଚିତ୍ର ଭାବନା (ଗାଉଁଲି ଲେଖା)

ଆମେ ସବୁବେଳେ ଅପ୍ରତ୍ୟାଶିତ ଭାବେ ମୋଡ଼ ବଦଳାଉଥିବା ଅଭିନେତାମାନଙ୍କୁ ଭଲପାଆନ୍ତି, ଯାହାକି କେବଳ ଏକ ଲିଖିତ ସ୍କ୍ରିପ୍ଟ ମାଧ୍ୟମରେ ସମ୍ଭବ ହୋଇଥାଏ ! ସାଧାରଣ ଗାଉଁଲି ମଣିଷଟିଏ ମଧ୍ୟ ମହା-ଆକାଶ ଯାତ୍ରାର ସ୍ୱପ୍ନ ଦେଖି ପାରିବ ଆଉ ପରିଶ୍ରମ ଏବଂ ପ୍ରଶିକ୍ଷଣ ମାଧ୍ୟମରେ ତାକୁ ସାକାର ମଧ୍ୟ କରିପାରିବ ! ବିଡ଼ମ୍ୱନାର ବିଷୟ ଯେ, କିଛି ସାଧାରଣ ବ୍ୟକ୍ତି-ବିଶେଷ ବିନା ପରିଶ୍ରମରେ ଅନ୍ୟମାନଙ୍କ ସାହାଯ୍ୟରେ ଅତି ଅଦ୍ଭୁତ କାର୍ଯ୍ୟକୁ ଇଚ୍ଛା ବଳେଇଥାନ୍ତି । ବର୍ତ୍ତମାନ ସମୟରେ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ…

ଅଧିକ ପଢ଼ନ୍ତୁ