ଆଜ୍ଞା କିଛି କରିହେବନି

ଆଜ୍ଞା କିଛି କରିହେବନି?

ହୋ ଭାଇନା, ହୋ ଭାଇନା କୁଆଡ଼େ ଗଲ? ଆମ ଘରେ ଟିକେ ପୂଜା ପାଇଁ ଆସିବନି? “ଭାଇନା” ମାନେ ବାବୁନା ଭାଇନା । ବୋଉ ଡାକିଲା “ହଇରେ ବାବୁନା, ଯାଉନୁ ଟିକେ, ସେ ପୁଅଟା ଡାକୁଛି ତାଙ୍କ ଘରେ ପୂଜା କରିବା ପାଇଁ ।” ବାବୁନା କହିଲା, “ମୁଁ କୁଆଡ଼େ ଯାଇପାରିବିନି ଯା ।” ବୋଉ କହିଲା, “ଗତ ଗୋଟେ ବର୍ଷ ହେଲାଣି ତୁ ପୂଜାପୁଜି ସବୁ ବନ୍ଦ କରିଦେଇଛୁ । ସେ ବୁଢ଼ା ମରିଗଲା ବୋଲି କ’ଣ ତୁ ନିଜ କାମ…

ଅଧିକ ପଢ଼ନ୍ତୁ
Sei-Swaraku-Apeksha

ସେଇ ସ୍ୱରକୁ ଅପେକ୍ଷା

ସମୟ ରାତି ଏଗାରଟା ବାଜିବାକୁ ଆଉ କେଇ ମୁହୂର୍ତ୍ତ ବାକି ଅଛି । ପ୍ରବଳ ବର୍ଷା ସାଙ୍ଗକୁ ପବନ ବି ହେଉଛି । ମୋହନ ଘରୁ ବାହାରିଲା । ବର୍ଷାରେ ଓଦା ହୋଇ ସେ ଚାଲିଲା ଗ୍ୟାରେଜ ଆଡ଼େ । ନୂଆ କରି ପିନ୍ଧିଥିବା ଧଳା ପେଣ୍ଟଟି ଓଦା ହେଇ ଯାଉଥିଲା । ସେ ଗ୍ୟାରେଜରୁ ଗାଡ଼ି ଷ୍ଟାର୍ଟ କଲା । ବର୍ଷା ଓ ପବନ ପାଇଁ ସାରା ସହର ବେହାଲ । ରାସ୍ତାରେ ପାଣି, କିଛି ଗଛର ଡାଳ ପତ୍ର ଭାଙ୍ଗିକି ଏଣେତେଣେ ପଡ଼ିଥାଏ । ମୋହନ…

ଅଧିକ ପଢ଼ନ୍ତୁ
danaba

ଦାନବ

ଝିପିଝିପି ବର୍ଷାରାତି । ଜହ୍ନ ଓ ମେଘର ଲୁଚକାଳିରେ ପୃଥିବୀର ଛାତିରେ କେବେ ଆଲୁଅ କେବେ ଛାଇର ପଟ୍ଟାପଟ୍ଟା ଚିହ୍ନ । ପୁରା, ଫିଲ୍ମହଲ୍‌ର ସ୍କ୍ରିନ୍ ଉପରେ ଯେମିତି କଳା-ଧଳା ଚଳଚ୍ଚିତ୍ର । ମନସ୍ଵିନୀ ଚାହିଁଛି ଝରକା ସେପାଖର ପୃଥିବୀକୁ । ଏକଦମ ଏକୁଟିଆ ସେ କୋଠରୀ ଭିତରେ । ଗଛମାନେ ଛିଡ଼ା ହୋଇଛନ୍ତି ଅନ୍ଧାରରେ ଦାନବ ପରି । କେବେକେବେ ସନ୍‌ସନ୍ ପବନରେ ଝରକାର ଧଳାପରଦା ଚିରି ଭାସିଆସୁଛି ଗହଳ ପତ୍ରମାନଙ୍କର ଖିସିମିସି ଶବ୍ଦ । ଯେମିତି ଦାନବଗୁଡ଼ିକ ଖିଖି ହୋଇ ହସୁଛନ୍ତି । କହୁଛନ୍ତି, “ଥରେ…

ଅଧିକ ପଢ଼ନ୍ତୁ
smruti-keun-eka-akuha-manara

ସ୍ମୃତି କେଉଁ ଏକ ଅକୁହା ମନର

ଦିନ ସରିଯାଇଥିଲା, ସକାଳର ଖରା ବି ଚାଲି ଯାଇଥିଲା, ତମେ ବସିଥିଲ ଶିମିଳି ଗଛର ତଳେ । ଜାଣେନା କ’ଣ ଗୋଟେ ଚିନ୍ତା ଆଉ ଭାବନାରେ ତମେ ହଜି ଯାଇଥିଲ । ପଛରୁ ବହୁତ ଡାକୁଥାଏ ମାନସୀ.. ମାନସୀ.. ହେଲେ ତମେ ଶୁଣୁ ନଥାଅ। ଭାବିଲି ପାଖକୁ ଯିବି, ଗଲି, ତମକୁ ହଲାଇ ଦେଲାରୁ ତମେ ହଠାତ୍ ଚମକି ପଡ଼ିଲ। ପଚାରିଲି କ’ଣ ହେଲା ମାନସୀ ? ଆଜି ଏତେ ଲେଟ୍ ହେଲାଣି,ତମେ ହଷ୍ଟେଲ ଫେରିନାହଁ ? କିଛି ଅସୁବିଧା…

ଅଧିକ ପଢ଼ନ୍ତୁ
Chakrabyuhara Abhimanyu

ଚକ୍ରବ୍ୟୁହରେ ଅଭିମନ୍ୟୁ

ସାମାନ୍ୟ କଷ୍ଟରେ କଡ଼ ଲେଉଟାଇଲା ସୁଭଦ୍ରା । ସେଇ ଖଟରୁ ହାତ ବଢ଼ାଇ ଝରକା ପରଦା ଟେକି ଖୋଲିଦେଲା । ସୂର୍ଯ୍ୟକିରଣ ସତେଜ ହୋଇଆସିଲାଣି । କେତେସମୟ ହେବଣି କେଜାଣି? ମୋବାଇଲ ଦେଖିଲା ଆଠଟା ବାଜିଲାଣି । ହଉ ସେମିତିରେ ତ’ ସେ ଛୁଟିରେ ଅଛି, ବ୍ୟସ୍ତହେବାର କିଛି ନାହିଁ । ପେଟ ଉପରେ ଧୀରେ ହାତ ବୁଲାଇ ଆଣିଲା । ଆଜି କାହିଁ ଟିକେ ଅଧିକା କଷ୍ଟ ହେଉଛି । ହେଲେ ଡାକ୍ତର ଦେଇଥିବା ତାରିଖ ତ’ ଆହୁରି ସପ୍ତାହେ ଅଛି । ଗଲାଥର ଏମିତି ଯନ୍ତ୍ରଣାରେ…

ଅଧିକ ପଢ଼ନ୍ତୁ