ରଜ ଛୁଟି

ରଜ ଛୁଟି

ଗତବର୍ଷ ରଜ ସମୟର କଥା, ରଜକୁ ଆଉ ମାତ୍ର ଦୁଇଚାରି ଦିନ ବାକି ଥାଏ । ଆମ କମ୍ପାନୀର ସବୁ ଓଡ଼ିଆ ପିଲା କଥା ହେଲୁ କି ଏଥର ସମସ୍ତେ ମିଳିମିଶି ଆମ କମ୍ପାନୀ ମାଲିକଙ୍କୁ କହି କିଛି ଦିନ ଛୁଟି ନେଇ ଯାଇ ଗାଆଁରେ ରଜ ପାଳିବୁ । ତା’ପରେ ସମସ୍ତେ ମିଶି ମାଲିକଙ୍କ ପାଖକୁ ଯାଇ ଏଥର ରଜ ପାଇଁ ନିଜ ଇଛା ମୁତାବକ (ଦିନେ ବା ଦୁଇ ଦିନ) ଛୁଟି ପାଇଁ କହିଲୁ । କିନ୍ତୁ ସମସ୍ତେ…

ଅଧିକ ପଢ଼ନ୍ତୁ
ଲାଲ୍ ପରୀ

ଲାଲ୍ ପରୀ

ସଞ୍ଜ ନଉଁନଉଁ ଆଈମା କୋଳରେ ବସି କାହାଣୀ ଶୁଣିବାକୁ ଭାରି ଭଲଲାଗେ । ଆଈ ସବୁବେଳେ କାହାଣୀରେ ବୁଢ଼ୀ ଅସୁରୁଣି କଥା ଓ ମଣ୍ଡାଖିଆ ଅସୁର କଥା କହେ । କିନ୍ତୁ ଥରେ ମୋ ଜିଦି ରଖିବାକୁ ଯାଇ ଆଈ ଲାଲ୍ ପରୀର କାହାଣୀ ଶୁଣେଇଲେ । ଆଈ କହୁଥିଲେ ଲାଲ୍ ପରୀ କୁଆଡ଼େ ଭାରି ସୁନ୍ଦରୀ ଥିଲା, ମନଖୋଲି ହସୁଥିଲା ଗାଉଥିଲା, ନାଚୁଥିଲା ଆଉ ଯେତେ ଇଛା ମନଭରି ଆକାଶରେ ଏ ରାଜ୍ୟରୁ ସେ ରାଜ୍ୟ ଉଡ଼ି ବୁଲୁଥିଲା । ଦିନକର…

ଅଧିକ ପଢ଼ନ୍ତୁ
ଅଧା ପାଗଳର କମାଲ୍ କଥା

ଅଧା ପାଗଳର କମାଲ୍ କଥା

ଏଇ ଦିନ ୧୧ଟା ପାଖା ପାଖି ହେବ । ଅଧା ପାଗଳଟା ହଠାତ୍ ଆମ ଘର ଭିତରକୁ ପଶିଆସି ନମସ୍କାରଟେ ଫୋପାଡ଼ି ଦେଇ ଫାଙ୍କା ଥିବା ଗୋଟେ ଚେୟାର୍‌ରେ ବସିପଡ଼ିଲା । ମୁଁ ପଚାରିଲି, “କ’ଣ ଆଉ ସବୁ ଭଲ ତ?” ଉତ୍ତରରେ ସେ କହିଲା, “ହଁ ସାର୍ ସବୁ ଭଲ । ଏମିତି ଟିକେ ଆପଣଙ୍କୁ ଦେଖା କରିବାକୁ ଆସିଲି ।” ପାଖରେ ଆଉ ଗୋଟେ ଚେୟାରରେ ମୋ ବୋଉ ବସିଥାଏ । ଶୀତ ଦିନ ହେତୁ ତାକୁ ଚାହା ଦେବା ଠିକ୍…

ଅଧିକ ପଢ଼ନ୍ତୁ
ସଙ୍କୁଚିତ

ସଙ୍କୁଚିତ

ଫୋନରେ ବୋଉ କହୁଥିଲା,”ମୁଁ ଭୁବନେଶ୍ୱର ଆସିବା ବର୍ଷେ ପାଖାପାଖି ହେଲାଣି । ତତେ ବେଳ ମିଳୁନି ମତେ ଥରେ ଆସି ଦେଖା କରିବା ପାଇଁ?” ସୁଧୀରକୁ ଟିକିଏ ଅଧୈର୍ଯ୍ୟ ଲାଗିଲା । କହିଲା, “ବୋଉ ତୁ ଜାଣିଛୁ କଳିଙ୍ଗ ବିହାରରୁ ଲିଙ୍ଗିପୁର କେତେ ବାଟ? ମୋ ସାଙ୍ଗରେ ତ ପ୍ରତି ଦଶ ପନ୍ଦର ଦିନରେ କଥା ହେଉଛୁ । ଭିଡିଓ କଲରେ ତ ତୁ ମତେ ଦେଖୁଛୁ, ମୁଁ ତତେ ଦେଖୁଛି ।” ତା’ କଥା ନ ଶୁଣିଲା ଭଳି ବୋଉ କହିଲା,…

ଅଧିକ ପଢ଼ନ୍ତୁ
ବହି

ବହି

ସ୍କୁଲ ଛୁଟିର ଘଣ୍ଟା ବାଜୁ ବାଜୁ କକ୍ଷରୁ ଦୌଡ଼ି ବାହାରିଲା ନବମ ଶ୍ରେଣୀର ଛାତ୍ର ବିରୂ, ପୁରା ନାଁ ବିରୂପାକ୍ଷ ମହାନ୍ତି । ଶୀଘ୍ର ଘରେ ପହଞ୍ଚିବାକୁ ମନ ସମ୍ଭାଳୁ ନ ଥାଏ ପିଲାର । ମନ ଭିତରେ ଗୋଟିଏ ଚିନ୍ତା- କେତେ ବେଳେ ଘରେ ପହଞ୍ଚି ନୂଆ ଗପ ବହିଟା ନେଇ ପଢ଼ିବାକୁ ବସିବ । ବିରୂ ସିଧା ଅର୍ଥରେ ଗୋଟେ ଗ୍ରନ୍ଥକୀଟ- ପଢ଼ିବାକୁ ଉପଯୁକ୍ତ ବହି ପାଇଲେ ଖାଇବା, ପିଇବା, ଶୋଇବା, ଝାଡ଼ା ଯିବା, ଇତ୍ୟାଦି ସବୁ ଭୁଲିଯାଏ ।…

ଅଧିକ ପଢ଼ନ୍ତୁ