ଆଜି ଆଉ ଗୋଟେ ଅକ୍ଷିତୃତୀୟା

ଆଜି ଆଉ ଗୋଟେ ଅକ୍ଷିତୃତୀୟା

ମରୁଡ଼ି ହବ । ଅଜଣା ରୋଗ ମାଡ଼ି ଆସିବ । ନଦୀର ସ୍ରୋତ କମିବ । ଏ ସବୁ କିଛି କହିବାକୁ ଏ ଲେଖା ନୁହଁ । ଏ ପ୍ରସଙ୍ଗ କହିବ ୧୫୧ ବର୍ଷ ତଳର ଗଦା ଗଦା ପ୍ରମାଣ ଥିବା ଗୋଟେ ଇତିହାସର କଥା । ଖାଲି ଆଜି ଅକ୍ଷିତୃତୀୟା ବୋଲି ଅଣ୍ଟା ଭିଡ଼ିଚି ଠୋ ଫଟାସ କହି ଦେବାକୁ ସେଇ ପୁରୁଣା କଥା । ଖୋଲି ଦେବାକୁ ଅନାଲୋଚିତ ନୁହଁ ଅଳ୍ପାଲୋଚିତ ଇତିହାସର ପେଟେରା…

ଅଧିକ ପଢ଼ନ୍ତୁ
ଏକା ତୋ ଭକତ ଜୀବନ

ଏକା ତୋ ଭକତ ଜୀବନ

ବାପାମାଆ ଆଉ ଜେଠେଇ ହଠାତ ଅଁଳା ନବମୀରେ ଆମ ଘରକୁ ଆସିବାର ଥାଏ । – “ଅଁଳା ନବମୀ ଦିନ ବାପାମାଆ ଆସୁଛନ୍ତି ।” – “ଆଛା, ଏକା ଆସିବେ ନା କ’ଣ?” “ନା ନା, ମିକୁନ ଗାଡ଼ି ନେଇ ଆସୁଛି । ମାଆଙ୍କର ବଡ଼ଓଷା ବ୍ରତ ଉଜ୍ଜାପନ କରିବାର ଅଛି ତ, ସେଇପାଇଁ ସମସ୍ତେ ଆସିବେ ।” ସ୍ୱାମୀ ଯଦିଓ ମୋ ଘର ଲୋକଙ୍କ ସହ ଖୁବ ମେଳାପୀ କିନ୍ତୁ ମୋ ଘର ଲୋକ ଆସିଲେ…

ଅଧିକ ପଢ଼ନ୍ତୁ
Astamaranga

ଅଷ୍ଟମରଙ୍ଗ

୧ – ବାପା ତମେ ଆଉ ଆଗ ଭଳି ବେଶୀ କାଇଁ ହଷ୍ଟେଲ ଆଡେ ଆସୁନା? – ଏଇ ଟିକେ କାମରେ ବ୍ୟସ୍ତ ରହି ଯାଇଥିଲି ତ ! – ଚାଲ ଲୁଚକାଳି ଖେଳିବା ସବୁଥର ଭଳି ! – ହଉ ! ମୁଁ ଆଖି ବୁଜୁଛି ତୁ ଲୁଚେ – ହେଇ ଗଣିବା ଆରମ୍ଭ କରିଲି ୧,୨,୩,୪…. – ବହୁତ ସମୟ ପରେ ଝିଅ ବାପାଙ୍କୁ ଖୋଜି ଖୋଜି ଆସି ପହଞ୍ଚିଲା । – ବାପା…

ଅଧିକ ପଢ଼ନ୍ତୁ
ଅନୁତାପ

ଅନୁତାପ

ବାହାଘର ଦୁଇଟି ମନର ମିଳନ । ଅଗ୍ନିକୁ ସାକ୍ଷୀ ରଖି ବେଦୀ ଚାରିପଟେ ସାତ ଘେରା ବୁଲିଗଲେ ଦୁନିଆଟା ସିନା ତାକୁ ବାହାଘର କହିଥାଏ । ହେଲେ ପ୍ରକୃତରେ କ’ଣ ବାହାଘରର ମାନେ ସେୟା? କେତେବେଳେ ସେହି ବାହାଘର କାହାର ଅନିଚ୍ଛା ସତ୍ତ୍ୱେ ହୋଇଥାଏ ତ କେତେବେଳେ କାହାକୁ ଜୋର ଜବରଦସ୍ତି କାହା ବେକରେ ଛନ୍ଦି ଦିଆ ଯାଇଥାଏ । ପରବର୍ତ୍ତୀ ସମୟରେ ସେମାନଙ୍କ ବୈବାହିକ ଜୀବନରେ ମତ-ପାର୍ଥକ୍ୟ ଦେଖା ଦେଇଥାଏ ଓ ପରିବାରରେ ଅଶାନ୍ତି ଲାଗି…

ଅଧିକ ପଢ଼ନ୍ତୁ
Asha

ଆଶା

ମଣ୍ଟୁ ଆଜି ବହୁ ଦିନ ପରେ ଗାଁକୁ ଆସିଛି । ନଈ କୂଳ ମନ୍ଦିର ପାଖରେ ବସିଥିଲା ବେଳେ ହଟାତ ତା’ ନଜର ପଡ଼ିଲା ମନ୍ଦିର କାନ୍ଥ ଉପରେ ଅଙ୍କା ହେଇଥିବା ଗୋଟେ ଝାପ୍ସା ଚିତ୍ର ଉପରେ । ମଣ୍ଟୁ ଆଉ ମିଲି ଦୁହେଁ ମିଶି ସେହି ଚିତ୍ରଟି ଆଙ୍କିଥିଲେ ବହୁ ବର୍ଷ ତଳେ । ମିଲି ଗାଁ ଛାଡ଼ି ଗଲା ପରେ ଆଉ ମଣ୍ଟୁ ସହ କେବେ ତା’ର ଦେଖା ହେଇନି କି କେବେ ଦେଖା…

ଅଧିକ ପଢ଼ନ୍ତୁ