କୃଷ୍ଣଚୂଡ଼ା
ଅଫିସରୁ ଫେରିବା ବେଳେ ଦେଖିଲି, ଲକ୍ଷ୍ମୀ ନାରାୟଣ ମନ୍ଦିର ପାଖରେ ବହୁତ ଭିଡ଼ । ସମସ୍ତେ ପ୍ରସାଦ ପାଉଛନ୍ତି । ସ୍ତ୍ରୀ ଲୋକ ମାନେ ପରସ୍ପର କଥାବାର୍ତ୍ତା ହୋଇ ପରସ୍ପରଠାରୁ ବିଦାୟ ନେଉଛନ୍ତି । ଆଜି କ’ଣ କିଛି ଖାସ୍ ପୂଜାପାର୍ବଣ ଥିଲା କି? ନିଜକୁ ପ୍ରଶ୍ନ କଲା ମାନସ । ଆରେ ଏଇଟା ତ ଜୁନ ମାସ । ମନେ ଆଜି ସାବିତ୍ରୀ ବ୍ରତ । ଓଃ ମୁଁ ତ ପୁରାପୁରି ଭୁଲିଯାଇଥିଲି । ହଁ ମନେ ରଖିବି କ’ଣ କରିଥାନ୍ତି ଯେ । କୃଷ୍ଣା ପାଖରେ…

