Abujha Mana

ଅବୁଝା ମନ

ଜନାରଣ୍ୟ ଭିତରେ ଦିନେ ନିରିହ ମନଟା ହଜିଗଲା । କିଛି ବାଟ ଅତିକ୍ରମ କଲାପରେ ଗୋଟିଏ ଦୋଛକି ରାସ୍ତା ପଡ଼ିଲା । ଗୋଟିଏ ଆଲୋକର ପଥ ଓ ଅନ୍ୟଟି ଅନ୍ଧାରର । ଦ୍ୱନ୍ଦ ମଧ୍ୟରେ ମନଟି ନିଷ୍ପତ୍ତି ନେଇପାରିଲା ନାହିଁ ସେ କେଉଁ ପଥକୁ ଆପଣାର କରିବ । ହଠାତ୍ ଆଲୋକ ପଥରେ ମାୟା ହରିଣୀକୁ ଦେଖି ତା ପଛରେ ଧାଇଁବାକୁ ଲାଗିଲା । ଧାଇଁ ଧାଇଁ ମନ ଯେତେବେଳେ କ୍ଲାନ୍ତ ହୋଇଗଲା ସେ ବିଶ୍ରାମ ନେବା…

ଅଧିକ ପଢ଼ନ୍ତୁ
Akuha Katha

ଅକୁହା କଥା…

(ଉତ୍ସର୍ଗ କେବଳ ସେଇ ମାନଙ୍କୁ, ଯେଉଁମାନେ ଅନୁଭବୀ) (ଏକ) ଶାଶୂଘରୁ ବାପଘର ଯିବାର ରାସ୍ତା: ସବୁଜିମାରେ ଭରପୁର ସୁନ୍ଦର ଦୁନିଆ । ସବୁଜ କ୍ଷେତ, ଶ୍ୟାମଳ ତରୁଲତା, ବସନ୍ତ ଆଗମନରେ କୋଇଲିର ମଧୁର ଗୀତିକବିତା । ଗାଆଁ ପାଖ ନଈର କଳକଳ ଶବ୍ଦ । କଳକଳ ଶବ୍ଦ ତ ନୁହେଁ, ମୋ ପ୍ରିୟ ଗୀତର ସ୍ୱର । ଭଗବାନ ପୃଥିବୀକୁ ଖୁବ୍ ମନ ଲଗାଇ ତିଆରି କରିଛନ୍ତି, କିନ୍ତୁ ମୁଁ ଆଜି ଯାଏ ଦେଖିପାରି ନଥିଲି କେମିତି!!…

ଅଧିକ ପଢ଼ନ୍ତୁ
Banaphula

ବନଫୁଲ

ଏକ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭକରି ସ୍ନାତୋକୋତ୍ତର ହେଇ ନିଜ ରାଜ୍ୟକୁ ଫେରିଲେ ପ୍ରଭାସ ! ସିଭିଲ୍ ଇଞ୍ଜିନିଅରିଂ ତାଙ୍କର ବିଶେଷତା ହେଇଥିବାରୁ ପ୍ରଥମ ପୋଷ୍ଟିଙ୍ଗ୍ ହେଲା ଗୋଟିଏ ଡ୍ୟାମ୍ ପ୍ରୋଜେକ୍ଟରେ । କର୍ମକ୍ଷେତ୍ରରେ ଯୋଗଦେବା ପୂର୍ବରୁ ପ୍ରଭାସଙ୍କର ପରିବାର ଲୋକେ ଗୋଟିଏ ସୁନ୍ଦର ପ୍ରସ୍ତାବ ଦେଖି ତାଙ୍କର ଶୁଭପରିଣୟ ସମ୍ପର୍ଣ୍ଣ କରେଇ ଦେଇଥିଲେ । ନୂଆନୂଆ ବିବାହିତାଙ୍କୁ ନେଇ ପ୍ରଭାସ ସେଇ ଅଜଣା ଜାଗାକୁ ଯିବାକୁ ଅପ୍ରସ୍ତୁତ ଥିଲେ, ତେଣୁ ପତ୍ନୀଙ୍କୁ ସହରରେ ଛାଡ଼ି ସେ…

ଅଧିକ ପଢ଼ନ୍ତୁ
Modern Samaya

ମଡର୍ଣ୍ଣ ସମୟ…

ଗୁରୁପୂର୍ଣ୍ଣିମା ଦିନ ଗୁରୁପୁଜନ କାର୍ଯ୍ୟକ୍ରମଟିଏ ପାଇଁ ବ୍ୟବସ୍ଥା କରିବାକୁ ମନରେ ଭାବି ସେକଥା କଲେଜ ପ୍ରିନ୍ସିପଲ୍ ଛାତ୍ର ସଂଗଠନର ମୁଖ୍ୟ ଛାତ୍ରକୁ ପ୍ରସ୍ତାବ ଦେବାରୁ ସେ ହସି ହସି “ସାର୍… କିଏ ଏଇଠି ଗୁରୁ ଆଉ କିଏ ଶିଷ୍ୟ…!!?? ଆଜିକା ମଡର୍ଣ୍ଣ ସମୟରେ ଆପଣମାନେ ତ ସବୁ ସାର୍ ମ୍ୟାଡମ ଆଉ ଆମେ ସବୁ ଷ୍ଟୁଡେଣ୍ଟ୍… ସୋ ଗୁରୁପୂଜନ ଛାଡ଼ନ୍ତୁ ଚାଲନ୍ତୁ ହୋଟେଲରେ ଭଲ ପାର୍ଟିଟେ ଆରେଞ୍ଜ କରିବା…” କହିଲା ଆଉ ସାର୍ ମଧ୍ୟ ସଙ୍ଗେ ସଙ୍ଗେ…

ଅଧିକ ପଢ଼ନ୍ତୁ
Mo Akhire Tu - 10th Part

ମୋ ଆଖିରେ ତୁ… (ଦଶମ ଭାଗ)

ରସିକ ନାଗର ତୁ … ଠିକ୍ ଜାଣିଛୁ କେମିତି ମାନଭଞ୍ଜନ କରାଯାଏ । ତୋତେ କ’ଣ କିଛି ଶିଖେଇବାକୁ ହୁଏ କି…!! କେବଳ ଏଇ ରସିକପଣିଆ ପାଇଁ ତ… ତୋ’ ଭକ୍ତ ଜୟଦେବ ତୋ’ ପ୍ରେମଭକ୍ତିର ଅପୂର୍ବ ଗାଥା ‘ଗୀତ ଗୋବିନ୍ଦ’ ରଚନା କରି ଚାଲିଥିଲେ । ପ୍ରେମରସରେ ଉଦବୁଦ୍ଧ ହେଲାବେଳେ ହଜି ଯାଉଥିଲେ ଜୟଦେବ । ଏମିତି ଲେଖୁ ଲେଖୁ ମାନୀନି ଗୋପାଳୁଣୀ ରାଧିକା ରାଣୀଙ୍କ ମାନଭଞ୍ଜନ ଉଦ୍ଦେଶ୍ୟରେ ତୋତେ ତାଙ୍କ ପାଦ ଧରିବାକୁ ହେବ…

ଅଧିକ ପଢ଼ନ୍ତୁ