Manabasa Gurubara (ମାଣବସା ଗୁରୁବାର) Odia short story by Dr. Monalisa Mishra

ମାଣବସା ଗୁରୁବାର

ରିତୁ ଆଜି ଶୀଘ୍ର ଅଫିସ୍‌ରୁ ଫେରୁଥିଲା । ମନେ ମନେ ଭାବୁଥିଲା କାଲି ମାର୍ଗଶିର ମାସ ଗୁରୁବାର । କେତେ କାମ ଅଛି ତା’ର । ମାଣ ବସେଇବ ଲକ୍ଷ୍ମୀପୂଜା ଧୁମଧାମ୍‌ରେ କରିବ । ନିଜକୁ ଖାଣ୍ଟି ଓଡ଼ିଆଣୀ ଭାବରେ ସଜେଇ ଇନ୍‌ଷ୍ଟାଗ୍ରାମ୍‌ରେ ରିଲ୍ ଭିଡ଼ିଓ କରି ବାହାବା ନେବ । ପଡ଼ୋଶୀ ଲିନା ଭଳି ପ୍ରତିଦ୍ୱନ୍ଦିକୁ ସାମ୍ନା କରିବାକୁ ଏହାହିଁ ତ ଠିକ୍ ମାଧ୍ୟମ ଯିଏ କି ନିଜର ରିଲ୍ ଆଉ ସର୍ଟସ୍ ଭିଡ଼ିଓ ପାଇଁ ମହିଳା କ୍ଲବରେ ସବୁବେଳେ ଚର୍ଚ୍ଚିତ । ରିତୁ…

ଅଧିକ ପଢ଼ନ୍ତୁ
Asahaya Mahabala - ଅସହାୟ ମହାବଳ

ଅସହାୟ ମହାବଳ

ନିଶ୍ଚନ୍ତାର ପାଦଦେଶେ ହେଉ କିମ୍ବା ଆମ ଗାଁ ମଶାଣୀର ଦୂରେ ଥିବା ସେ ଗାଇଦାଣ୍ଡି କଇଁଆଧାଡ଼ି । ସେ ଯେବେ ତା’ ନିଶ ଫୁଲେଇ ବପୁ ଫୁତ୍କାରି, ରଢ଼ ନିଆଁ ଭଳି ଆଖି ଦୁଇଟିର ଡୋଳା ବାହାର କରି ଦୁମ୍ ଦୁମ୍ ହୋଇ ଚାଲେ, ଆମେ ଛୁଆପିଲା ସବୁ ଲୁଚିଯାଉ, କଣ୍ଟେଇ କୋଳି ତକ ଆମ ସାର୍ଟ ଏକ ବୋତାମ ଖୋଲା ଅଣ୍ଟିରୁ ବିଞ୍ଚିହୋଇପଡ଼େ ମଲା ଘାସ ଉପରେ । ବେକରେ ଘଣ୍ଟି ପଡ଼ିଥିବା ଓଲେଇ ଗାଈ ହେଉ କିମ୍ବା…

ଅଧିକ ପଢ଼ନ୍ତୁ
Maa

ମାଆ

ସତରେ ଏମିତି ଏକ ମଧୁର ଶବ୍ଦ, କି ଯେଉଁ ଶବ୍ଦର ତୁଳନା ନାହିଁ । ଯେତେ କହିଲେ ବି ଶବ୍ଦର ଅଭାବ ନିଶ୍ଚୟ ଉଣା ପଡ଼େ । ଏ ଧରା ପୃଷ୍ଠରେ ସବୁଠୁ ସୁନ୍ଦର ଅକ୍ଷର ହେଉଛି ମାଆ । ତା’ କଥା ମଧ୍ୟ ମହୁଠୁ ବି ମଧୁର । ଦଶ ମାସ ଦଶ ଦିନ ତା’ରି ଗର୍ଭରେ, ତା’ରି ରକ୍ତରେ ସେ ଆମକୁ ଜନ୍ମ ଦିଏ । ଲାଳନ ପାଳନର କର୍ମ ମଧ୍ୟ କରେ । ଆମର ଛୋଟ ମୋଟ ଅଳି ଅର୍ଦ୍ଦଳି ସହେ ।…

ଅଧିକ ପଢ଼ନ୍ତୁ
Bata

ବାଟ

ରାତି ବେଶୀ ନ ହେଲେ ବି ୧୦-୧୧ଟା ପାଖାପାଖି ହେବ । କଟକ ରିଙ୍ଗ ରୋଡ଼ରେ ଏମିତି ରାତିରେ ହାଲକା ଶୀତୁଆ ପବନଟା ଭାରି ଭଲ ଲାଗେ । ତା’ ସହିତ ନିକୋଟିନ ଧୂଆଁ ଯେତେବେଳେ ଫୁସଫୁସ ସହ କୋଳାକୋଳି ହୁଏ ସେତେବେଳର ଉଦ୍ଧୀପନାଟା କୌଣସି ଇଂରାଜୀ ଫିଲ୍ମର ରୋମାଣ୍ଟିକ ଦୃଶ୍ୟ ସହିତ ହିଁ ତୁଳନୀୟ । ସେ ଝଙ୍କାଳିଆ ବରଗଛ ସହିତ ଏବେ ଚିହ୍ନା ପରିଚୟ ହେଇ ଗଲାଣି ନ ହେଲେ ମୋର କୈଶୋରକୁ ବହୁତ ଥର ଡରାଇବାକୁ ସେ…

ଅଧିକ ପଢ଼ନ୍ତୁ
Andira Bhuta

ଅଣ୍ଡିରା ଭୂତ

ଭୂତ ବିଷୟରେ ଚର୍ଚ୍ଚା କରିବାର ଭୂତ ଯଦି ମୁଣ୍ଡକୁ ଚଢ଼ିଥିବ ତେବେ ଏକ ଦୁଇ ଲାଗିଲେ ଚର୍ଚ୍ଚାସ୍ଥଳରୁ କାହାକୁ ଗୋଟେ ହାତଗୋଡ଼ ଯୋଡ଼ି ସାଙ୍ଗରେ ନେଇ ନଯିବା ଯାଏଁ ନିଜ ଔକାତ ଜଣା ପଡ଼େନି କି ଭୂତଗପ ଭୂତଚର୍ଚ୍ଚା ସହଜେ ବନ୍ଦ ହୁଏନି । ତେବେ ବଡ଼ବଡ଼ୁଆମାନେ କହନ୍ତି ମଲାବେଳେ ଯଦି ନିହାତି କିଛି ଆଶା ରହିଯାଏ କିମ୍ବା ଭୟାନକ ମୃତ୍ୟୁଟେ ହେଇଥାଏ, ତେବେ ଆତ୍ମା ଅତୃପ୍ତ ହେଇ ଭୂତ ପାଲଟେ । ଏ ଭୂତଗୁଡ଼ାକ ୟା ତା’ ଦେହରେ…

ଅଧିକ ପଢ଼ନ୍ତୁ