Thikanara Apekshare

ଠିକଣାର ଅପେକ୍ଷାରେ

ସୃଷ୍ଟିର ରଚନା ବଡ଼ ବିଚିତ୍ର ନିଦାଘର ନିଷେଧାଦେଶର ପ୍ରସ୍ଥ ଭୂମି ଗ୍ରୀଷ୍ମର ଅଭିଚାରିତ ଖରା, ଉତ୍ତପ୍ତ ମାଟିର ତୃଷାର୍ତ୍ତ ଚିତ୍କାର, ସବୁଜ ବନାନୀର ସୌନ୍ଦର୍ଯ୍ୟ ଯେମିତି କ୍ଷୀଣ ହୋଇଯାଇଚି, ଗୁମ୍‌ସୁମ୍ ହୋଇଯାଇଚି ଗଛଗୁଡ଼ା, ତଥାପି ଦୁଃଖୀର ଦୁଖଃ ଗରମରୁ ଶାନ୍ତି ଦେବାକୁ ଯେମିତି ନିଜକୁ କଷ୍ଟ ଦଉଚି…….। କର୍ମ କ୍ଲାନ୍ତ ମଣିଷ ମୁଁ, ଗ୍ରୀଷ୍ମର ଝାଞ୍ଜି ପବନକୁ ଦୁହୁ ଦୁହୁ ଖରା, ନଉକାଟିକୁ କୂଳରେ ଲଗେଇଦେଇ ବର ଗଚ୍ଛ ତଳେ ଟିକେ ବିଶ୍ରାମ ନେଲି । ଆହାଃ କି…

ଅଧିକ ପଢ଼ନ୍ତୁ
Ratha Jatra

ରଥଯାତ୍ରା

ସନାତନର ପୁଅ ବାବୁଲିର ଭାରି ମନ ଥରୁଟିଏ ରଥଯାତ୍ରା ଦେଖି ଯିବା ଲାଗି । ସେଥିପାଇଁ ସିଏ ସବୁବେଳେ ଅଳି କରେ ପୁରୀ ଯିବା ଯିବା ବୋଲି, କିନ୍ତୁ ତା’ ବାପା ସନାତନ ଦିନ ମଜୁରିଆ, ତାକୁ କାମରୁ ଫୁରୁସତ ମିଳିଲେ ଯିବେ ନା । ଦିନଟିଏ କାମକୁ ନଗଲେ ତା’ପରଦିନ ଘରେ ଚୁଲି ଜଳିବା ବନ୍ଦ । ଚାରି ପ୍ରାଣୀ କୁଟୁମ୍ଭଙ୍କ ପାଇଁ ତାକୁ ଦିନ ରାତି ପରିଶ୍ରମ କରିବାକୁ ହେଉଛି । ସେଥିରେ ଆଉ ସେମାନେ କୁଆଡ଼ୁ ବା ପୁରୀ…

ଅଧିକ ପଢ଼ନ୍ତୁ
Sei Jhiati - Odia Suspense thriller Story by Soumya Rath

ସେଇ ଝିଅଟି

ସ୍ୱାମୀ ରଜତ, ପୁଅ ରକିକୁ ନେଇ ସୁରୁଖୁରୁରେ ଚାଲିଥିବା ଅବନୀର ସଂସାରରେ ଯେମିତି କାହା ନଜର ଲାଗିଗଲା । ଦିନେ ତା’ ପୁଅ କଲେଜରେ ହଠାତ୍ ଚେତା ହରେଇ ପଡ଼ିଯିବା ପରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ଚାଲିଲା । ଶେଷରେ ତା’ର ଏକ ମାତ୍ର ପୁଅ ଯେ ଦୁରରୋଗ୍ୟ ରକ୍ତକର୍କଟରେ ଆକ୍ରାନ୍ତ ଜଣା ପଡ଼ିବା ପରେ, ଅବନୀ ଆଉ ରଜତଙ୍କର ପାଦ ତଳୁ ମାଟି ଖସି ଯାଇଥିଲା । ପୁଅର ଜୀବନ ବଞ୍ଚେଇବା ପାଇଁ ସ୍ୱାମୀସ୍ତ୍ରୀ ଅକ୍ଲାନ୍ତ ପରିଶ୍ରମ କରୁଥାନ୍ତି, ପ୍ରାୟ…

ଅଧିକ ପଢ଼ନ୍ତୁ
Shunya Eka Akasha

ଶୂନ୍ୟ ଏକ ଆକାଶ

ଆଉ ଯିଏ ଯାହା ଭାବୁ, ସୁଜାତାର ମନ କିନ୍ତୁ ଆଜି ଭାରି ଉଚ୍ଛନ୍ନ । ଦୀର୍ଘ ଦୁଇ ମାସର ପ୍ରତୀକ୍ଷା ପରେ ହୁଏତ ଆଜି ସେ ସୁଦିନ ଦେଖିବାକୁ ମିଳିବ । ଦୁଇ ଦୁଇଟା ଖୁସି ଏକା ସାଙ୍ଗରେ ମିଳିବାକୁ ଯାଉଛି । ଭଗବାନ ହୁଏତ ଆଜି ଏତେ ଦିନ ପରେ ତା’ ପ୍ରତି ନିଜର ଶୁଭ ଦୃଷ୍ଟି ପକେଇଛନ୍ତି । ଓଃ ! ସେ ପୁରୁଣା ଦିନର ଦୁଃଖ ସବୁ ଭାବିବାକୁ ଆଜି ତା’ର ଜମାରୁ ବି ଇଚ୍ଛା ନାହିଁ । ତଥାପି ମନ…

ଅଧିକ ପଢ଼ନ୍ତୁ
Dura Pahada

ଦୂର ପାହାଡ଼

ଡାଇନିଂ ଟେବୁଲ୍ ପାଖରେ ବିରାଜୁଥିବା ଅସ୍ୱସ୍ତିକର ନିରବତାକୁ ଭଙ୍ଗ କରି ରମେଶବାବୁ ପଚାରିଲେ ଝିଅକୁ, “ମାରେ ସ୍ୱିଟି, କହିଲୁ ଆଜିର ଭାତଟା କୋଉ ଚାଉଳର?” “ହ୍ୱାଟ୍…? କୋଉ ଚାଉଳ??” ବିସ୍ମୟ ଭରା ଦୃଷ୍ଟିରେ ଚାହିଁଲା ଡାଡି ଓ ପାଖରେ ବସି ଖାଉଥିବା ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ । ଡାଡ଼ିଙ୍କ ପ୍ରଶ୍ନଟିକୁ ସେ ଠିକ୍‌ରେ ବୋଧହୁଏ ବୁଝିପାରିଲନି । “ଚାଉଳ ତ ଚାଉଳ, ତା’ର ପୁଣି କ୍ୟାଟେଗୋରି କ’ଣ? ଅଲଗା ଅଲଗା ନାଁ ଅଛି କି? ହଁ… ହଁ… ବିଗ୍…

ଅଧିକ ପଢ଼ନ୍ତୁ