ଅଭିନେତ୍ରୀ- ଫୁଲ

ଇଶ୍ୱର ସୃଷ୍ଟି କି ବିଚିତ୍ର । କାହାର ପରମାୟୁ ଅଧିକ ତ କାହାର ପରମାୟୁ ଗୋଟିଏ ଦିନର । ସେହି ଗୋଟିଏ ଦିନରେ ଯେ ସେ ତା’ର ପ୍ରୟୋଜନ ସମସ୍ତଙ୍କ ପାଖରେ ହୋଇଥାଏ । “ସେ ହେଉଛି ଫୁଲ” । ତା’ର ସୁବାସ ଚତୁର୍ଦ୍ଦିଗରେ ମହକିତ ହୋଇଥାଏ । ସେ କେତେବେଳେ ଇଶ୍ୱରଙ୍କ ଗଳାର ହାର ତ କେବେ ମଥାରେ ଟାହିଆ ହୋଇ ସଜାଇ ହୁଏ । ପୁଣି ନାରୀର ଗଭାର ଗଜରା, ଗୃହର ସାଜସଜ୍ଜା ଓ ଅତୀଥି ସତ୍କାର, ସେ ନବଜୀବନର ଆରମ୍ଭରେ ଥାଏ…

ଅଧିକ ପଢ଼ନ୍ତୁ
Odia Story Anubhav (ଅନୁଭବ) by Purnima Lenka

ଅନୁଭବ

ବିଜୁଳିର ତୀକ୍ଷ୍ଣ ଶବ୍ଦ କାନକୁ ସ୍ପର୍ଶ କଲା ପରେ ଛାତିର ସ୍ପନ୍ଦନଟି ବଢ଼ି ଗଲା ତା’ର ପର ମୁହୂର୍ତ୍ତରେ ହଠାତ ମୋ’ ନିଦଟା ଭାଙ୍ଗିଗଲା । କିଛିକ୍ଷଣ ପାଇଁ କିଛି ବୁଝି ପାରିଲିନି, ଚିନ୍ତା କରିବାର କ୍ଷମତା ହରେଇ କିଛି ସମୟ ବିଛଣାରେ ପଡ଼ି ରହିଲି, କିଛି ସମୟ ନୀରବତା ପରେ ନିଜକୁ ଚେତନାରେ ଆଣି ଝରକା ପାଖକୁ ଯାଇ ଦେଖେ ତ ପ୍ରବଳରୁ ଅତି ପ୍ରବଳ ବର୍ଷା । ପଛକୁ ବୁଲି କାନ୍ଥ ଘଣ୍ଟାରେ ଦୃଷ୍ଟି ନିକ୍ଷପ କରୁ…

ଅଧିକ ପଢ଼ନ୍ତୁ
Odia short story Douda (ଦୌଡ଼) by Sudhansu Shekhar Dwibedi

ଦୌଡ଼

ପଲ୍ଲବୀ ୭ମ ଶ୍ରେଣୀରେ ପଢ଼େ । ଆଜି ତା’ ବିଦ୍ୟାଳୟରେ ଦୌଡ଼ ପ୍ରତିଯୋଗିତା ହେଉଛି । ଖେଳପଡ଼ିଆ ଚାରିପାଖେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଦୌଡ଼ ପ୍ରତିଯୋଗିତା ଦେଖିବା ପାଇଁ ଭିଡ଼ାଭିଡ଼ି ହୋଇ ଛିଡ଼ା ହୋଇଥାଆନ୍ତି । ପଲ୍ଲବୀ ସେମାନଙ୍କ ମଧ୍ୟରୁ ଜଣେ । ଖେଳରେ ଅଂଶଗ୍ରହଣ କରିବା ପାଇଁ ତା’ ମନ ସବୁବେଳେ ବ୍ୟାକୁଳ ହେଉଥାଏ । ହେଲେ ତା’ ଇଚ୍ଛା ଇଚ୍ଛାରେ ରହିଯାଏ କେବେ ପୂରଣ ହୋଇପାରେନାହିଁ । କାରଣ ତା’ ଡାହାଣ ଗୋଡ଼ ପୋଲିଓ ପାଇଁ ଅକର୍ମଣ୍ୟ ହୋଇଯାଇଛି । ସାମାନ୍ୟ ପିଲାଙ୍କ ଭଳି…

ଅଧିକ ପଢ଼ନ୍ତୁ
Odia short story Ice Cream (ଆଇସକ୍ରିମ୍) by Indurani Sahu

ଆଇସକ୍ରିମ୍

ବୈଶାଖ ମାସର ଧୁ ଧୁ ଟାଣ ଖରା ଆଉ ତାତିଲା ପବନ କଥା କିଏ ବା ନ ଜାଣେ । ସମଗ୍ର ଧରା ତୃଷ୍ଣାର୍ତ୍ତ ଆଉ ବ୍ୟାକୁଳ, ସବୁଆଡ଼େ ଖାଲି ଅଗ୍ନି ବର୍ଷ । । ମୋ ବୟସ ସେତେବେଳେ ଛଅ କି ସାଢ଼େ ଛଅ ହୋଇଥାଏ । ଗାଁକୁ ଆଇସକ୍ରିମ୍‌ବାଲା ଆସିଲେ ମୋ ଖୁସି ଆଉ କହିଲେ ନସରେ । ଆଜି କାଲି ତ ହାତ ପାହାନ୍ତରେ ଭଳି କି ଭଳି, ରକମ ରକମ ଆଇସକ୍ରିମ୍ ମିଳିଯାଉଛି ହେଲେ ସେତେବେଳେ ଗାଁକୁ ଆଇସକ୍ରିମ୍‌ବାଲା…

ଅଧିକ ପଢ଼ନ୍ତୁ
Odia Story Chhadapatra (ଛାଡ଼ପତ୍ର) by Bijay Kumar Ghadei

ଛାଡ଼ପତ୍ର

ଦୀର୍ଘ ପାଞ୍ଚ ବର୍ଷ ପରେ ସ୍ମିତା ଓ ରାହୁଲ୍ ମଧ୍ୟରେ ଥିବା ବିବାଦର ଆଜି ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି । ସ୍ମିତା ରାହୁଲ୍‌ଙ୍କ ଠାରୁ ବିବାହ ସମୟରେ ବାପଘରୁ ପାଇଥିବା ସମସ୍ତ ଜିନିଷ ପତ୍ର ଫେରିପାଇବା ସହ ରାହୁଲ୍‌ଙ୍କ ଠାରୁ ଛାଡ଼ପତ୍ର ପାଇଁ ମାନ୍ୟବର କୋର୍ଟଙ୍କୁ ଆବେଦନ କରିଥିଲେ । ରାହୁଲ ଏ ପାଞ୍ଚ ବର୍ଷ କାଳ ନ୍ୟାୟ ପାଇଁ ନୁହଁ କେବଳ ସ୍ମିତାର ମାନସିକତାକୁ ବଦଳାଇବା ପାଇଁ କେସ୍ ଲଢ଼ୁ ଥିଲା । ଯାହାର ଫଳ ଆଜି ମିଳିବାର ଅଛି ।…

ଅଧିକ ପଢ଼ନ୍ତୁ