Odia Story Parijata (ପାରିଜାତ) by Abha Pradhan

ପାରିଜାତ

– ହେ ଅଥର୍ବ ! ଆଜି ଦିନଟା । ମୁଁ ଟିକେ ପାର୍ଲର୍ ଯିବି, ଡେରି ହେଇଯିବ । କାଲିର ସକାଳ ପ୍ରୋଗ୍ରାମ ପାଇଁ ସବୁ ସରିଯାଇଛି, ତୁ ଖାଲି ଫାଇନାଲ୍ ଟଚ୍ ଦେଇଦବୁ । – ଆଜ୍ଞା ମୋନା… ଡାର୍ଲିଂ… – ତୁ କେତେ ଭଲ କହିଲୁ ମୋ ସୁଇଟ୍ ବ୍ରୋ । – ନିଜ ଫାଇନାଲ୍ ଟଚ୍ ନିଜେ ଦେ । ପାର୍ଲରରେ କ’ଣ ମୋ ଭିଣେଇ ଭାଇ ବସିଛନ୍ତି? – ତତେ ରାଗିବା କିଏ ଶିଖେଇଲାରେ ! ଆଚ୍ଛା ଶୁଣ ! ଆଉ କେହି…

ଅଧିକ ପଢ଼ନ୍ତୁ
Odia Story Kalajai (କଳାଜାଇ) Swarup Kumar Nayak

କଳାଜାଇ

“ତମେ ଏଇ ପେପର୍‌ଟା ଧରି କ’ଣ ବସିଗଲ ଯେ ! କାଲି ପରା ରାତିରେ କଥା ହେଇଥିଲା ମୋର ଆଜି ରୋଷେଇ ବନ୍ଦ, ତମେ ରବିବାର ସ୍ପେଶାଲ୍ ବନେଇବ !! ବଜାର ନଯାଇ ସକାଳୁ ପେପର୍ । କି ପୁର ପଶିଛି କେଜାଣି ସେଇ ପେପର୍‌ରେ ।” ପେପର୍ ଟାଣିନେଇ ଜୟ ସାମ୍ନାରେ ଅଣ୍ଟାରେ ହାତ ଦେଇ ଠିଆ ହେଇପଡ଼ିଲା ଆଶା । “ଏମିତି ଶକ୍ତିମାନ ଭଳିଆ କ’ଣ ଠିଆ ହେଇ ପଡ଼ିଲ ଯେ? ଦିଅ ପେପର୍, ଗପଟା ଅଧା ପଢ଼ିଛି ପରା ! ଖାଲି…

ଅଧିକ ପଢ଼ନ୍ତୁ
Odia Story Pana (ପଣା) by Satyabrata Parida

ପଣା

ଗୈାରୀଶଙ୍କର ଭଞ୍ଜ ଅବସରପ୍ରାପ୍ତ ସେନା ଅଧିକାରୀ । ଘର ଜଗତସିଂହପୁର ଜିଲ୍ଲାର ରଘୁନାଥପୁର । ପରିବାର କହିଲେ ଦୁଇ ପୁଅ, ଦୁଇ ଜଣ ଯାକ ବିବାହ କରିସାରିଛନ୍ତି । ବଡ଼ ପୁଅ ତ୍ରିଲୋଚନ, ବୋହୂ ମାନସୀ ଆଉ ନାତି ଆନନ୍ଦ ଭୁବନେଶ୍ୱରରେ ରୁହନ୍ତି । ସାନ ପୁଅ ରଜତ, ବୋହୂ ଶୁଭଶ୍ରୀ ଆଉ ନାତୁଣୀ ପ୍ରୀତି କଲିକତାରେ ରୁହନ୍ତି । ପତ୍ନୀ ବସୁନ୍ଧରା ଆରପାରିକୁ ଯିବା ସାତ ବର୍ଷ ହେଲାଣି । ପତ୍ନୀଙ୍କ ଅନ୍ତେଷ୍ଟିକ୍ରିୟା ସରୁ ସରୁ ଦୁଇ ପୁଅଙ୍କ ମଧ୍ୟରେ ବାପା କେଉଁଠି ରହିବେ,…

ଅଧିକ ପଢ଼ନ୍ତୁ
Odia Story Thank You Card (ଥାଙ୍କ ୟୁ କାର୍ଡ଼) by Soumyashree Tripathy

ଥାଙ୍କ ୟୁ କାର୍ଡ଼

ବାପା ଶବ୍ଦଟି ଶୁଣିବା କ୍ଷଣି ମନକୁ ଆସିଯାଏ ଏକ ଶକ୍ତ, କଠୋର ମଣିଷର ପ୍ରତିଛବି । ହେଲେ ବାପା ପରା ସେ ହୋଇଥାନ୍ତି ଯିଏ ଛୁଆଟିକୁ ସପନ ଦେଖେଇବା ଶିଖାନ୍ତି । ଲୁହ ପିଇ ହସିବା ଶିଖାନ୍ତି । ପିଲାଟିର ସବୁ ଅଳିକୁ ସହି, ନିଜର ସବୁ ସ୍ୱପ୍ନକୁ ଆଖିରେ ମାରି ନିଜ ସନ୍ତାନର ସବୁ ସ୍ୱପ୍ନକୁ ପୂରା କରନ୍ତି । ବାହାରୁ ଯେତେ କଠୋର ହେଲେ ମଧ୍ୟ ଭିତରେ ଏକ ସରଳ, ପ୍ରେମ ଭରା ହୃଦୟରେ ସବୁବେଳେ ନିଜ ଛୁଆମାନଙ୍କର ଆଦର…

ଅଧିକ ପଢ଼ନ୍ତୁ
Odia Story Karuna (କରୁଣା) by Dr. Sradhanjali Panda

କରୁଣା

ହଠାତ୍ ଆଲାର୍ମ ଶବ୍ଦରେ ନିଦ ଭାଙ୍ଗିଗଲା ଅବିନାଶଙ୍କର । ଏକ ଉଦାସ ବିରକ୍ତି ଆଚ୍ଛନ୍ନ କରିଦେଲା ସମଗ୍ର ମନ ପ୍ରାଣ । କେତେ ସୁନ୍ଦର ଦୁନିଆରେ ଥିଲେ ସେ । ତନ୍ଦ୍ରାଛନ୍ନ ଅବସ୍ଥାରୁ ବାହାରି ଆସିଲେ ସେ । ବିଛଣାରୁ ଧୀରେ ଉଠି ବସିଲେ ଓ ଆଉଥରେ ମନେ ପକେଇବାକୁ ଚେଷ୍ଟା କଲେ ସ୍ୱପ୍ନଟା । ଧେତ୍ ଏ ଆଲାର୍ମଟା ସବୁ ବିଗାଡ଼ି ଦେଲା । ଖାଲି ମନେ ପଡ଼ୁଛି ବୋଉ ଭାତ, କ୍ଷୀର ଓ ଆଳୁଭର୍ତ୍ତା ଚକଟି ବଡ଼ ବଡ଼ ଗୁଳା କରି ଖୋଇ…

ଅଧିକ ପଢ଼ନ୍ତୁ