Odia Story Barbad (ବରବାଦ୍) by Dr. Rashmi Ranjan Sahoo

ବରବାଦ୍

ରାତି ଆଠଟା ବାଜିଲାଣି, ଅଥଚ ଏଯାଏଁ ରମେଶ ଅଫିସ୍‌ରୁ ଆସିଲେ ନାହିଁ, ଏଇ କଥା ଭାବୁ ଭାବୁ କଲିଙ୍ଗ୍ ବେଲଟି ବାଜିଲା ଉଠିଲା । କବାଟ ଖୋଲିଲା ଗୀତା, ରମେଶର କ୍ଳାନ୍ତ ଚେହେରାଟି ପୁରା କଳାକାଠ ପଡ଼ି ଶୁଖିଲା ଶୁଖିଲା ଦିଶୁଥିଲା । ରମେଶ ଘରେ ପଶୁ ପଶୁ ଘର ଭିତରର ନୀରବତା ଶୁଣି ଓ ଗୀତାର ଚେହେରା ଦେଖି ଜାଣିନେଲେ ଘରେ ଛୁଆମାନେ କିଛି ଗୋଟେ ମହାକାଣ୍ଡ କରିଛନ୍ତି । ଜାଣିଶୁଣି ଗୀତାକୁ କିଛି ନ…

ଅଧିକ ପଢ଼ନ୍ତୁ
Odia Story Danda (ଦଣ୍ଡ) by Soumya Priyadarsini Rath

ଦଣ୍ଡ

ମୋତେ ଖରାବେଳେ ଜମା ନିଦ ହୁଏନି । ଛୁଟି ବେଳେ ଘରେ ଥିଲେ ମା’ ବାହାର ଗ୍ରୀଲରେ ତାଲା ମାରି ଆରାମରେ ଶୋଇପଡ଼େ । ବାପା ଅଫିସ ଯାଇଥାନ୍ତି ଆଉ ମୋ’ ଭାଇଟା ବି ଏତେ ଅଳସୁଆ ଯେ, ଖେଳିବାକୁ କହିଲେ ଠିକ୍ ଅଧା ଘଣ୍ଟା ପରେ ହାଇ ମାରିବ ଆଉ ମା’ ପାଖକୁ ପଳେଇବ ଶୋଇବାକୁ । ଏଥର କିନ୍ତୁ ଲମ୍ବା ଖରା ଛୁଟିରେ ଆମେ ଆଈ ଘର ଗାଁ’କୁ ଆସିଛୁ । ବିରାଟ ଖଞ୍ଜାପରି…

ଅଧିକ ପଢ଼ନ୍ତୁ
Nali Suta Kala Suta Rahasya (ନାଲି ସୂତା ଓ କଳା ସୂତାର ରହସ୍ୟ) by Balmiki Nayak

ନାଲି ସୂତା ଓ କଳା ସୂତାର ରହସ୍ୟ

ମୁଁ ପ୍ରାୟ ପ୍ରତିଦିନ ପ୍ରାତଃ ଭ୍ରମଣରେ ଯାଏ । ନିକଟସ୍ଥ ପୋଖରୀ ଚାରି ପାଖରେ ଦୁଇ ଘେରା ବୁଲିସାରି ଗୋଟିଏ ସ୍ଥାନରେ ଶାରୀରିକ ବ୍ୟୟାମ କରେ । ମୁଁ ପାଦରୁ ମୁଣ୍ଡଯାଏଁ ପର୍ଯ୍ୟାୟକ୍ରମେ ସମସ୍ତ ଅବୟବର ବ୍ୟାୟାମ କରେ । ଦିନେ ମୁଁ ବ୍ୟାୟାମ କରୁଥିବାବେଳେ ଦେଖିଲି ଜଣେ ଆଧୁନିକା ଯୁବତୀ ଚୁସ୍ତ ଟ୍ରାକିଙ୍ଗ ସୁଟ ପିନ୍ଧି ନିକଟସ୍ଥ ବେଞ୍ଚରେ ବସି ମୋବାଇଲରେ ଚାଟିଙ୍ଗ କରୁଥିଲା । ମୋର ବ୍ୟାୟାମ କରୁଥିବା ଶୈଳୀ ହୁଏତ ତାଙ୍କୁ ପସନ୍ଦ…

ଅଧିକ ପଢ଼ନ୍ତୁ
Odia story Apadartha (ଅପଦାର୍ଥ) by Sudhanshu Diwedi

ଅପଦାର୍ଥ

ଯେତେବେଳେ ମଣିଷର କିଛି ପିଲା ନହୁଅନ୍ତି ସେ କ’ଣ ନାଇଁ କ’ଣ କରିବସେ । ପ୍ରଥମେ ନିଜେ ଓ ନିଜ ସ୍ତ୍ରୀର ଚିକିତ୍ସକୀୟ ପରୀକ୍ଷା କରେ । ସେଥିରେ କୌଣସି ଅପ୍ରୀତିକର ପରିସ୍ଥିତି ବାହାରିଲେ ନିରାଶା ହୋଇ ଅନ୍ୟ ଉପାୟ ଲୋଡ଼େ । ବନ୍ଧୁ, ପରିଜନ, ସାଇ, ପଡ଼ୋଶୀ ଉପଦେଶ ଦେଇ କହନ୍ତି, “ଅମୁକ ମନ୍ଦିରକୁ ଯାଅ, ପୂଜା ଅର୍ଚ୍ଚନା କର, ନିଶ୍ଚୟ ପିଲା ହେବ ।” କେହି କେହି କେତେକ ମନ୍ତ୍ର ଉଚ୍ଚାରଣ କରିବାକୁ ମଧ୍ୟ…

ଅଧିକ ପଢ଼ନ୍ତୁ
Odia Story Premikara Atma (ପ୍ରେମିକାର ଆତ୍ମା) by Chikun Panda

ପ୍ରେମିକାର ଆତ୍ମା

ବହୁତ ଦିନ ତଳର ଘଟଣା, ରାଜା ରାଜୁଡ଼ା ଅମଳର କଥା । ଗୋଟିଏ ଗାଁରେ ଜଣେ ଜମିଦାର ଥିଲେ । ଜମିଦାର ବାବୁଙ୍କ ଗୋଟିଏ ବୋଲି ଅଲିଅଳି ଝିଅଟିଏ ଥିଲା । ଝିଅର ଝୁଣ୍ଟିଆ ହଜିଲେ ସାତ ଖଣ୍ଡ ମୌଜା ଖୋଜା ପଡ଼େ । ଗୋଟିଏ ଚାଉଳରେ ଗଢ଼ା; ରୂପରେ ଯେମିତି ଗୁଣରେ ସେମିତି । ସେଇ ଗାଁ’ର ପୁଅଟିଏ ତା’ ନାଆଁ ରାଜା । ବହୁତ୍ ସାଧାସିଦା ଆଉ ସରଳ ପିଲାଟିଏ । ମାଛିକୁ ମ…

ଅଧିକ ପଢ଼ନ୍ତୁ