Odia Story Grill Gate (ଗ୍ରିଲ୍ ଗେଟ୍) by Sailesh Pattnaik

ଗ୍ରିଲ୍ ଗେଟ୍

“ସିପୁନ, ଜଲ୍ଦି ଆସେ, ଦେଖେ ଗୋଟେ ଜିନିଷ”, ମାଆ ଦାଣ୍ଡ ଦୁଆରୁ ଡାକିଲେ । ମୁଁ ନେଟଫ୍ଲିକ୍ସରେ ସିନେମା ଦେଖୁଥିଲି, ଚିଡ଼ିକି କ‌ହିଲି, “ରହିଯାଅ ଟିକେ… ଏବେ ତ ପାଣି ଭର୍ତ୍ତି କରିବା ପାଇଁ ଡାକିଥିଲ !” ସେ ପୁଣି ଡାକିଲେ, “ଆରେ ଆସେ ଆସେ, ଘୋରି ଆସିଛି ବା !” ଘୋରି ଆମ ଆପାର୍ଟମେଣ୍ଟରେ ଥିବା ଗୋଟେ ବୁଲା କୁକୁର, ବୁଲା ବୋଲି ନ କ‌ହିଲେ ଚଳିବ । କୁକୁରଟି ଦେଖିବାକୁ ଏତେ ସୁନ୍ଦର ଯେ କେହି ତାକୁ ବୁଲା କ‌ହିପାରିବେନି !…

ଅଧିକ ପଢ଼ନ୍ତୁ
Odia Story Bhanga Silata (ଭଙ୍ଗା ସିଲଟ) by Janmajaya Panda

ଭଙ୍ଗା ସିଲଟ

ଅଦିନିଆ ବର୍ଷାଯୋଗୁଁ ନୁଆଁଣିଆ ଚାଳଘର ଭିତରେ ଚାରିଆଡ଼େ ପାଣି ପଡ଼ୁଥାଏ କାରଣ ୩ ବର୍ଷହେବ ଘର ଛାଆ ହୋଇନି । କାନ୍ଥରୁ ବି ମାଟି ଖସୁଛି ବର୍ଷାରେ ଭିଜି ଭିଜି । ଏପରି ବିପଦସଙ୍କୁଳ ସ୍ଥାନରେ ଛୁଆ ଦୁଇଟାକୁ ଧରି ରାତି କାଟିବାକୁ ସାବିତ୍ରୀ ଠିକ୍ ଭାବୁନଥାଏ, ମନକୁ ପାପ ଛୁଉଁଥାଏ । ହେଲେ ଏ ଝଡ଼ ବରଷା ରାତିରେ କୁଆଡ଼େ ଯିବ? କାହା ପିଣ୍ଢାରେ ଆଶ୍ରୟ ନେବ ଭାବୁଥାଏ । ମନରେ ସାହାସ ବାନ୍ଧି ୨ଟା ବୁଜୁଳି ଓ ଗୋଟାଏ ଗଣ୍ଠିଲିରେ…

ଅଧିକ ପଢ଼ନ୍ତୁ
Odia Poem Premare Bandha Sara Jagata (ପ୍ରେମରେ ବନ୍ଧା ସାରା ଜଗତ) by Sudhanshu Shekhar Diwedi

ପ୍ରେମରେ ବନ୍ଧା ସାରା ଜଗତ

(ଲକଡାଉନରେ ଘଟିଥିବା ଏକ ସତ କାହାଣୀ) ଲକଡ଼ାଉନରେ ଗୋଟେ ସମାଜ ସହାୟକ ଗୋଷ୍ଠୀ ଗତ କେତେଦିନ ଧରି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଦ୍ୟ ବିତରଣ କରୁଥାନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ପ୍ରତିଦିନ ଗୋଟେ କୁକୁର ଆସି ଯେକୌଣସି ଲୋକ ହାତରୁ ଖାଦ୍ୟ ପ୍ୟାକେଟ ଝାମ୍ପିନେଇ ଦଉଡ଼ି ପଳାଏ । ଏଭଳି ପରିସ୍ଥିତି ଦେଖି ସହାୟକ ଗୋଷ୍ଠୀର ସଦସ୍ୟମାନେ ବଡ଼ ଚିନ୍ତାରେ ପଡ଼ିଲେ । କିଛି ଉପାୟ ନପାଇ ଦିନେ ସେମାନେ ଜଣେ ପୋଲିସ କର୍ମଚାରୀଙ୍କୁ ଡିୟୁଟିରେ ଲଗାଇଲେ । ପ୍ରାୟଃ…

ଅଧିକ ପଢ଼ନ୍ତୁ
Odia Story Jati (ଜାତି) by Hrimanshu Bhusan Sahoo

ଜାତି

ମୁଁ ପୁଣି ତା’ ଚେହେରା ଦେଖି ଚମକିପଡ଼ିଲି । ଏଇ ଅଧା ବାଟରେ ତା’ ସହ ମୋର ତୃତୀୟ ଥର ଦେଖା । ଅନେକ ଭିଡ଼ରେ ସେ କଦର୍ଯ୍ୟ ଚେହେରାର ଫାଉଡ଼ା ଦାନ୍ତ ମୋତେ ଖେଦି ଗୋଡ଼ାଏ । ଏ କ’ଣ ଗୋଟେ ଯାତ୍ରା? ଛି ! ଅସରନ୍ତି ଅନ୍ଧାର, ଉତ୍କଟ ଗନ୍ଧ ଆଉ ଏଭଳି କେତୋଟି ଚେହେରା ! କିନ୍ତୁ ଯାତ୍ରା ଆରମ୍ଭରୁ ମୋ’ ପାଖରେ ଦର୍ପଣ ନଥିଲା । ବରଂ ସେ ରାଜସ୍ଥାନୀ ଲୋକର ପୋଷାକରେ ଯେଉଁ ଆଇନା ଖଞ୍ଜା ହୋଇଛି ସେଥିରେ…

ଅଧିକ ପଢ଼ନ୍ତୁ
Odia Story Bideshi Bandhu (ବିଦେଶୀ ବନ୍ଧୁ) by Santanu Kumar Rout

ବିଦେଶୀ ବନ୍ଧୁ

ଅମିତ, ବିଗତ ଦୁଇ ବର୍ଷ ହେଲା ଭୁବନେଶ୍ୱର ସ୍ଥିତ ଏକ IT କମ୍ପାନୀରେ ଚାକିରୀ କରନ୍ତି । ନିଜ ଘର କହିଲେ ସମ୍ବଲପୁର ବୁର୍ଲା ସହର ନିକଟସ୍ଥ ଏକ ଗାଁ । ବୁର୍ଲା ସହରରେ ପାଠପଢ଼ା ସମାପ୍ତ କରି ଏଇ କିଛି ବର୍ଷ ହେଲା ଭୁବନେଶ୍ୱରରେ ରୁହନ୍ତି । କେଉଁ ଶନି/ରବିବାର ଛୁଟି ହେଲେ ଗାଆଁକୁ ଯା’ନ୍ତି, ଆଉ କେବେ କେବେ ଭୁବନେଶ୍ୱରରେ ରହିଯାନ୍ତି ଓ ଦର୍ଶନୀୟସ୍ଥାନ ବୁଲିବାକୁ ଯାଆନ୍ତି ବା ବେଳେବେଳେ ଏକା ହିଁ ମାର୍କେଟିଙ୍ଗକୁ ବାହାରିଯାଆନ୍ତି । ଏହିଭଳି ଦିନେ…

ଅଧିକ ପଢ଼ନ୍ତୁ