Odia Story Chkuli Pitha (ଚକୁଳି ପିଠା) by Sasmita Pradhan

ଚକୁଳି ପିଠା

ସକାଳୁ ସକାଳୁ ଘଷର ଘଷର କରି ଶିଳରେ ତିନ୍ତା ହୋଇ ଥିବା ଅରୁଆ ଚାଉଳ, ବିରିକୁ ବାଟି ରୁକୁଣା ବୁଢ଼ୀ ଚକୁଳି ଆଣ ତିଆରି କରିଛି । ଆଜି ପରା ତା’ ଏକୋଇର ବଳା ବିଶିକେଶନ ମନୁଆର ଜନମ ଦିନ । ଗାଁ ଠାକୁରାଣୀଙ୍କୁ ମାର୍ଜନା ଦେଇଛି ଆଣ୍ଠେଇ ଦଣ୍ଡବତ କରି ପୁଅ ପାଇଁ ଶୁଭ ମନାସିଛି, ମାଲୋ… ମୋ ମନୁଆକୁ ତୋ’ ଘଣ୍ଟ ଘୋଡ଼େଇ, ତୋ’ ପଣତ ତଳେ ରଖିଥିବୁ, ବିପଦେ ଆପଦେ ସାହା ହେବୁ । ମୁଁ କିଛି…

ଅଧିକ ପଢ଼ନ୍ତୁ
Odia Story Story Chakuli (ଚକୁଳି) by Sagarika Pattanaik

ଚକୁଳି

ଜନ୍ମଦିନ ଥିଲେ ମା’ ଚକୁଳି କରେ । ପୃଥିବୀ ପରି ଗୋଲ । ସାଙ୍ଗରେ ଖୀରି, ଡାଲମା ଆଉ କେତେ କ’ଣ । ନୂଆ ଡ୍ରେସ ପିନ୍ଧି ପାଦ ତଳେ ଲାଗେନି । ବଡ଼ବଡୁଆଁଙ୍କ ପାଖରେ ଭୋଗ ହେବା ପରେ ମା’ ବାଢ଼ିଦିଏ ଗରମଗରମ । ମୁଁ ଚଟକରି ଥାଳିରୁ ଉଠାଇ ମା’ ଆଡ଼କୁ ଅନାଏ । ତା’ର କୁନି କୁନି କଣା ବାଟେ ମୋ’ ପୃଥିବୀକୁ ଦେଖିବାକୁ ଚାହେଁ । ହେଲେ ପାରେନା । ରାଗ ଲାଗେ । ତଥାପି ବାରବାର ମୁଁ ସେମିତି କରେ ଜନ୍ମଦିନରେ । ମୋତେ…

ଅଧିକ ପଢ଼ନ୍ତୁ
Odia Story Pratha - Satya - Jibana (ପ୍ରଥା - ସତ୍ୟ - ଜୀବନ) by Sudeep Rohan Bagh

ପ୍ରଥା – ସତ୍ୟ – ଜୀବନ

“ଦୁହିତା ଦୁଇ କୁଳକୁ ହିତା ନହେଲେ ଦୁଇ କୁଳକୁ ପିତା” ଜେଜେ ମା’ର ଏଇ କଥାଟି ବାରମ୍ୱାର ବାରମ୍ୱାର ଆକ୍ତାମାକ୍ତା କରୁଥିଲା ମାନିନୀକୁ ଯେବେଠାରୁ ନିର୍ବନ୍ଧ ତିଥି ଠିକ୍ ହେଲାଣି । ନୂଆ ଦୁନିଆରେ କିଭଳି ନିଜକୁ ଖାପ ଖୁଆଇ ଦୁଇ କୁଳର ନାଆଁ ରଖିବ ସବୁବେଳେ ସେଇ ଚିନ୍ତାରେ ମାନିନୀ । ପରିଜନ, ସାଙ୍ଗ ମାନଙ୍କଠୁଁ ମୁହଁଖୋର୍ ଉପାଧିଟା ତିଥି ନିର୍ଦ୍ଧାରଣ ପୂର୍ବରୁ ଯେତେ ଗର୍ବ ଦେଉଥିଲା, ଆଜି କିନ୍ତୁ ତିଥି ନିର୍ଦ୍ଧାରଣ ପରେ ଦୁହିତା ହେବା ସଂକଳ୍ପରେ…

ଅଧିକ ପଢ଼ନ୍ତୁ
Odia Story Sandhya - A Pure Love Story (ସନ୍ଧ୍ୟା, ଏକ ନିସ୍ତବ୍ଧ ପ୍ରେମ କାହାଣୀ) by Deepankar Panda

ସନ୍ଧ୍ୟା, ଏକ ନିସ୍ତବ୍ଧ ପ୍ରେମ କାହାଣୀ

ଆମ୍ବ ସହିତ ବସନ୍ତ ଋତୁର ନିବିଡ଼ ସମ୍ପର୍କ, ନୁହେଁ କି? ଏମିତିରେ ଫଗୁଣରୁ ଆମ୍ବର ଆଭାସ ଆସିଯାଏ ଯେବେ ବଉଳ ଆସେ । ବଉଳର ସେ ମୃଦୁ ମୃଦୁ ମହକ ଅତି ମନମୁଗ୍ଧକର । ଯେବେ ବସନ୍ତରେ ମଳୟ ପବନ ବହେ, ଆମ୍ବ ଗଛର ଆନନ୍ଦ କହିଲେ ନସରେ ! ଭିନ୍ନ ଭିନ୍ନ ପ୍ରକାରର ବିହଙ୍ଗମାନେ ଯେବେ ତୋଟାରୁ ତୋଟା, ଗଛରୁ ଗଛ ଉଡ଼ି ବୁଲନ୍ତି, ତା’ ମଧ୍ୟରୁ ମନେ ପଡ଼େ ହଳଦୀବସନ୍ତମାନଙ୍କ କଥା… ଆଃ ! କି ପରମ ଆନନ୍ଦର ଅନୁଭୂତି !!…

ଅଧିକ ପଢ଼ନ୍ତୁ
Odia Story Sakala (ସକାଳ) by Manas Ranjan Nayak

ସକାଳ

ଦୂର ଦିଗବଳୟରେ ନୂତନତ୍ୱର ଏକ ଉଦ୍ଭାସିତ ଅଭିସ୍ଫୁରଣ । ପ୍ରାରବ୍ଧରୁ ଜନମାନସରେ ଏକ ତାତ୍ତ୍ୱିକ ଏବଂ ବୈଜ୍ଞାନିକ ପ୍ରେରଣାର ଉତ୍ସ । ଆବର୍ତ୍ତନର ଚରକା ଦୋଳିରେ ମନ୍ଦ ପରେ ଭଲ, ଦୁଃଖ ପରେ ସୁଖ, ବିଶାଦ ପରେ ଉନ୍ମାଦନା ପରି ଅନ୍ଧାର ପରେ ଆଲୋକର ସଂଭାର ନେଇ ଆସେ ଏହି ସକାଳ । ବିସ୍ମୟକର ସୃଷ୍ଟିରେ ଜୀବ ଓ ଉଦ୍ଭିଦ ଜଗତର ପ୍ରାଣର ଉତ୍ସ ହୁଏ ସକାଳର ଏହି ଅମୃତମୟ ଆଲୋକ । ପକ୍ଷୀଙ୍କର କାକଳି, କାରଖାନା ସାଇରନର ଶଂଖ ଧ୍ୱଂନି ସହିତ…

ଅଧିକ ପଢ଼ନ୍ତୁ