A Sambalpuri Poem on Facebook (ଫେସ୍‌ବୁକ୍) by Satya Narayan Padhan

ଫେସ୍‌ବୁକ୍

ଧଏନ୍ ଧଏନ୍‌ରେ ଫେସ୍‌ବୁକ୍ ତୁଇ ପଢଲୁ ବନେଟେ ପାଠ୍, ରାତି ଝୁମରା ବତରେ ନାଇଁ ଲାଗୁଛେ ନାଇଁକଲେ ଟିକେ ଚାଟ୍ । ବହି ପଢୁଥିଲେ ଆକାଶୁ ଝୁମରା ଫେସ୍‌ବୁକ୍ ଚଲାଲେ ନାଇଁ, କାଇଁ ମହଁନିଟେ ଲଗାଇ ଦେଲୁ ଯେ ସଭେ ହେଇଛନ୍ ବାଇ । ମୁହୁଁଦେଖା ବହି ଦୁନିଆଁରେ ତୁଇ ପୁର୍ଥୀର୍ ସବୁ ଭାଷା ଧରି, ମୁନୁଷ୍ ମାନକୁ ଅଲ୍‌ସୁଆ କରୁଛୁ ଗୁଟେଜାଗା ବସାଇ କରି । କାମ୍ କବାର୍ ଛାଡି ଫେସ୍‌ବୁକ୍‌ରେ ମନ୍ ଲାଇକ୍ କମେଣ୍ଟ୍ ଗଦାଗଦା, ଉସତ୍ ହେସନ୍…

ଅଧିକ ପଢ଼ନ୍ତୁ
Dhanu Jatra (ଧନୁଯାତ୍ରା) - A Sambalpuri Poem by Dolamani Padhan

ଧନୁଯାତ୍ରା

ଦମାକ୍‌ ଦମାକ୍‌ ମାଦଳ୍‌ ବାଜୁଛେ, ବରଗଡ଼ ସଜାବୁଜା ନୁ ସୁନ୍ଦର୍‌ ଦିଶୁଛେ ॥୧॥ ଦିନ୍‌ ପାଚ୍‌ଟା ଥୂ ହେବା ମଥୁରା ନଗରୀ, ରାଜୁତି କର୍‌ବା କଂସ ରଜା ଆକ୍‌ତିରୀ ॥୨॥ ବଜାରେ ହେବା ରଜାର୍‌ ଦରବାର୍‌, ନିଶାମଣି ନୁ ହେବା ରଙ୍ଗମହଲ୍‌‌ର କାରବାର୍‌ ॥୩॥ ଇସ୍କୁଲ୍‌ ପଡ଼ିଆ ନୁ ବସ୍‌ବା କେତେ ଲେହେଟି, ଦୁଲି ଆନ୍‌ବେ ସଦ୍ଭେ ଦେଇ ପଏସା ପେଟି ପେଟି ॥୪॥ ମୀନା ବଜାର୍‌ର ଜମକ୍‌କେ ମେଳା ପ୍ରଦର୍ଶନୀ, ଦେଖଲେ ସବୁ ଜିନିଷ୍‌ ଲାଗ୍‌ସି,…

ଅଧିକ ପଢ଼ନ୍ତୁ
Mor Manar Katha

ମୋର୍ ମନର କଥା

ଯିମା କାଏଁ ବୁଲି ଆଏଲା ଘାଏ, ସେ ଦିନର୍ ସେ ସମତା କେ, ଶୁଭ ପଡ଼ମା ବେଫିକର ହଲେଇକରି ସମିଆର୍ କୁଲେ । ଶୁନମା ନଏଦ୍ ପାନିର, ଖଲ୍ ଖଲ୍ ବୁହି ଯିବାର ସୁର୍ ଟିକେ, ଉଦୁଉଦିଆ ଦୁଇ ପହରର, ଉଷୁମ ଉଷୁମ ସୁଲୁସୁଲିଆ ଧୁକା ସଂଗେ, କଥା ଦୁଇ ପଦ ହେମା ଘାଏ ତାର୍ ସଂଗେ, ଯିମା କାଏଁ ଆର ଘାଏ ବୁଲି ଆଏମା । କେଡେ ସୁନ୍ଦର ମନଟେ ଥିଲା, ନାଇଁ ଥିଲା ରାଗ, ରୁଷା ଟିକେ,…

ଅଧିକ ପଢ଼ନ୍ତୁ
ସତୀ ଗୁଡ଼ି

ସତୀ ଗୁଡ଼ି

ମେଛେଲ୍‌ଲୁ ବୁଢାକେ ସଭେ ଜାନିଥିଲେ ଧରୁଥିଲା ଗୁଟେ ବାଡ଼ି ମୁଡ଼େଢ଼ଁ ରଂଗିନ୍‌ ପଗ୍‌ଡ଼ି ନିଜର୍‌ ବହର୍‌ ସାଂଗେ ଲଟର୍‌ ପଟର୍‌ ଧରା ପଡ଼୍‌ଲାକି ରାଏତ୍‌ ଅଧିଆ କିରାସିନି ରୁକି ମାରିଦେଲା ନିଆଁଖାଡ଼ି ବହ ଛାଡ଼ୁଥଲା ରଡ଼ି ପୂରା ଘର୍‌ ଗଲା ପୁଡ଼ି ଇଲାକାର୍‌ ସେ ବଡ଼୍‌ଖା ପଏସାବାଲା ପାଢ଼ଁଚ୍‌ଟା ଗାଆଁର୍‌ ମଝା ଠାନ୍‌କେ ବାଛ୍‌ଲା ଜମିନ୍‌ ଘିନି ଜଲ୍‌ଦି ବନେଇଦେଲା ସୁଂଦର୍‌ ସତୀ ଗୁଡ଼ି ଆଖର୍‌ ପାଖର୍‌ ମାଏଝି ଗୁହୁଡ଼ି ଲମେଇ ଥିସନ୍‌ ଧାଡ଼ି କବାର୍‌ ବୁତା…

ଅଧିକ ପଢ଼ନ୍ତୁ
ଚମତ୍କାର୍‌ ଇ ତିହାର୍‌

ଚମତ୍କାର୍‌ ଇ ତିହାର୍‌

ଚମତ୍କାର୍‌ ଇ ତିହାର୍‌ ନୁରା ନାଇଁ ଉପହାର୍‌ କାହାର୍‌ ଯାହାର୍‌ ତାହାର୍‌ ମନ୍‌ଘିନା ବ୍ୟବହାର୍‌ ଭେଦ୍‌ ଭାବ୍‌ ସଂହାର୍‌ ଖାଲି ଜିତ୍‌, ନାଇଁ ହାର୍‌ ନାଇଁ ଚାଂଦା ଭେଦା ଭାର୍‌ ସଭେ ସପରିବାର୍‌ ପୂର୍‌ବାପାତିର୍‌ ସଂସ୍କାର୍‌ ମାନସିକ୍‌ ଉପଚାର୍‌ ନାଇଁ ଶୁଭେ ହାହାକାର୍‌ ଉଭାନ୍‌ ସବୁ ଅନାଚାର୍‌ ଖୁଲା ମେଲା ଘର୍‌ ଦୁଆର୍‌ ସମ୍‌କୁଁ ସମାନ୍‌ ସତ୍କାର୍‌ ମାଟି ମାଆଁକେ ଜୁହାର୍‌ ଦେଇଚାଲିଛେ ଆହାର୍‌ କର୍‌ସି ଆଶା ସଂଚାର୍‌ କିଛି ନାଇଁହୁଏ ନାର୍‌ଖାର୍‌ ଫଏଲିବା ନୂଆଁ ବିଚାର୍‌…

ଅଧିକ ପଢ଼ନ୍ତୁ