Odia Poem Nua Garakha (ନୂଆ ଗରାଖ) by Mruyunjay Patra

ନୂଆ ଗରାଖ

ତା’ର ଗୋଟେ ଭାଗ୍ୟ କ’ଣ ମ ଯାହାର ଗୋଟିଏ ରାତି ଆୟୂଷ ବିବେକ ମଣିଷତ୍ୱ ଏସବୁ ତ ସାହିତ୍ୟ କିଲାସରେ ଘୋଷା ସରଳାର୍ଥ ବାକି ଯାହା ଦେହଟା ପାଇଁ ଏଠି ଏରୁଣ୍ଡିବନ୍ଧ ସାହେବ ଏଠି ଦିନରେ ଚର୍ଚ୍ଚାକରେ ମୋ ଅସଭ୍ୟତା ଆଉ ରାତିରେ ଧାର୍ଯ୍ୟକରେ ମୋ ଦେହର ମୂଲ ନିକିତିରେ ତଉଲି ମୋ ଅସହାୟତା ସାହେବାଣୀ କହେ କାରଖାନାରେ କାମକର ସେଥିରେ ସମ୍ମାନ ଅଛି ମୁଁ ହଁ ଭରେ କହିପାରେନି ଯାହା ସେ ମାତାଲ ଠିକାଦାରର ପଶୁତ୍ୱର…

ଅଧିକ ପଢ଼ନ୍ତୁ
Odia Poem Krushnaa Krushna Sambad (କୃଷ୍ଣା କୃଷ୍ଣ ସମ୍ବାଦ) by Biswanath Kinkar Rout

କୃଷ୍ଣା କୃଷ୍ଣ ସମ୍ବାଦ

ସଖୀ: କାହିଁ ଗଲେ ସଖା, ତାଙ୍କ ବଂଶୀସ୍ୱର ଶୁଭେନି କାନକୁ, ଚାଲିଗଲେ କି ଶ୍ୟାମ ଚନ୍ଦ୍ରାବଳୀ ସଦନକୁ? ସଖା: ଯାଏ ଯେବେ ଚନ୍ଦ୍ରାବଳୀ ଅବା ରାଧାର ସଦନେ, ସଖୀ ରହି ଥାଏ ଚିର ପ୍ରାଣ ସଖା ଅନ୍ତର୍ମନେ । କର୍ତ୍ତବ୍ୟର ଆବାହନେ କରେ ପ୍ରେମ ନିବେଦନ, ସଖୀର ଡାକକୁ ସଖା ଡେରି ଥାଏ ବେନି କର୍ଣ୍ଣ । କ୍ଷଣିକ ବିଳମ୍ବ କିବା ସଖୀ ସହିପାରେ ନାହିଁ, ଈର୍ଷା କାତର ପ୍ରେମ ପ୍ରମାଣ ହୁଅଇ । ଐଶ୍ୱରୀୟ ବନ୍ଧନ ସେ କୃଷ୍ଣ-କୃଷ୍ଣା ଭାବ,…

ଅଧିକ ପଢ଼ନ୍ତୁ
Odia Poem Rail Station (ରେଳ ଷ୍ଟେସନ) by Sujata Dash

ରେଳ ଷ୍ଟେସନ

କେତେ ନିରାଶ୍ରୟୟଙ୍କ ଆଶ୍ରୟ ମୁଣ୍ଡ ଗୁଞ୍ଜିବାର ଜାଗା ଘରୁ ରାଗି ଚାଲିଯାଇଥିବା ପିଲାର ପ୍ରଥମ ଲୁଚିବା ଜାଗା ପକେଟ ଖାଲିଥିଲେ ରହିବାକୁ ଜାଗା ନଥିଲେ ରାତି କଟାନ୍ତି ଏଠି ଅନେକ ଯୁବା କେତେ ଅନୁଭୂତି ଏଠି କିଏ ଛାଡ଼ିବାକୁ ଆସେ ପୁଅକୁ, ଝିଅକୁ କିଏ ସାଙ୍ଗ, ସାଥି, ଅତିଥି ଅବା ବାପାମା’ଙ୍କୁ । ବିରହର ଅଗଣିତ କଥା ଥାଏ ଏଠି ଅପେକ୍ଷାରେ ଥାନ୍ତି ଅନେକ ଗାଡ଼ିର ଗାଡ଼ିର ନା ଫଳକରେ ଆସିବାର କିଏ ଅପେକ୍ଷା କରିଥାଏ ଆତ୍ମୀୟ ବନ୍ଧୁ…

ଅଧିକ ପଢ଼ନ୍ତୁ
Odia Poem Guru Purnima (ଗୁରୁ ପୂର୍ଣ୍ଣିମା) by Elina Swain

ଗୁରୁ ପୂର୍ଣ୍ଣିମା

ଅଜ୍ଞାନ ଅନ୍ଧାର ଦୂର କରି ତୁମେ ଦେଇଛ ଜ୍ଞାନର ଆଲୋକ । ଦିବ୍ୟ ଚେତନା ମନ୍ତ୍ର ଦେଇ ତୁମେ ଜୀବନକୁ କରିଛ ପୁଲକ ॥ ଆଲୋକର ଶିଖା ପରି ଜଳି ସଭିଙ୍କୁ ଜ୍ଞାନ ବାଣ୍ଟିଲ । ଗୁରୁ ଯେ ସତରେ ଇଶ୍ଵର ଠୁ ବଡ଼ ପ୍ରମାଣ ତୁମେ କଲ ॥ ଗୁରୁ ତୁମେ ମୋର ମର୍ତ୍ତ୍ୟ ଦେବତା ତୁମ ପାଦେ ତଳେ ରଖ । ଜୀବନକୁ ମୋର କର ହେ ସରସ ତୁମ ବାହୁ ତଳେ ରଖ ॥ – ଏଲିନା…

ଅଧିକ ପଢ଼ନ୍ତୁ
Odia Poem Konark (କୋଣାର୍କ) by Sribatsa Dash

କୋଣାର୍କ

ଅର୍କ କ୍ଷେତ୍ର ନାମେ ପ୍ରସିଦ୍ଧ ଅଟଇ କୋଣାର୍କ ତାହାର ନାମ ଓଡ଼ିଶାର ଚାରି କ୍ଷେତ୍ର ମଧ୍ୟରୁ ଏହା ଏକ ଅନ୍ୟତମ ॥ ସୂର୍ଯ୍ୟ ମନ୍ଦିର ନାମରେ ନାମିତ ଅପୂର୍ବ ଏହାର କୀର୍ତ୍ତି ପ୍ରସ୍ତର, ଚୂନରେ ନିର୍ମିତ ଯେ ଏହା କଥା କହୁଥିବା ମୂର୍ତ୍ତି ॥ ସପ୍ତାଶ୍ଚର୍ଯ୍ୟ ମଧ୍ୟେ ଅନ୍ୟତମ ଅଟେ ସୂକ୍ଷ୍ମ ତା’ର କାରୁକାର୍ଯ୍ୟ ଓଡ଼ିଶାର ଜାତି ଆଜିବି ଗର୍ବିତ ଉଡ଼ାଇ ତାହାର ଧ୍ୱଜ ॥ ଉତ୍କଳର ରାଜା ନରସିଂହ ଦେବ କରିଥିଲେ ଯେ ସ୍ଥାପିତ ସୌନ୍ଦର୍ଯ୍ୟ…

ଅଧିକ ପଢ଼ନ୍ତୁ