ଚାଳ ଘର
ଛୋଟ ମୋର ଗାଁ ମଧ୍ୟେ ଅଛି ଆମ ଚାଳ ଘର, ଉନ୍ନତିର ପଛେ ଥାଏ କିନ୍ତୁ ମାନ ତା’ ଶ୍ରୀମନ୍ଦିର । ପାଞ୍ଚଟି ପିଞ୍ଜରା କାଠି କରେ ତା’ ମସ୍ତକ ଆବୃତ, ଛାଉଣିଆ ହାତେ ଥାଏ ତା’ ସୁବର୍ଣ୍ଣ ନଡ଼ାର ମୁକୁଟ । ଲୋଡ଼ା ନାହିଁ ମୁକୁତା, ରତ୍ନପଥର ଓ କୋହିନୂର ମଣି, ବାସ୍ କେଇ ଖଣ୍ଡ ବାଉଁଶ, ଶେଣି କାଣ୍ଡ ଆଦି କରିପାରେ ତା’ ମସ୍ତକ ଛାଉଣି । ଲୋଡ଼ା ନାହିଁ ସୁନାର ଚାଦର ତୋଳିବାକୁ ତା’ କିରୀଟ, ମାତ୍ର…

