Odia Poem Mun Gariba Boli (ମୁଁ ଗରିବ ବୋଲି) by Md Hanif Shah

ମୁଁ ଗରିବ ବୋଲି

ଝାଟି ମାଟି ଦଦରା, ଦରଲିପା ଘରେ ଅସଂଖ୍ୟ ଟିପ ଚିହ୍ନ ଏକାଠି ଯେଉଁଠି ସେ ନୂଆଁଳିଆ ଘର ମୋ ଜନ୍ମ ମାଟି, ସେ ମୋ ରାଜମହଲ ଭାବେ ମୁଁ ଗରିବ ! ପ୍ରଥମଥର ପାଇଁ ବୋଉ କହୁଥିଲା ଆମେ ଗରିବ ଯେତେ ଅଳି ଅର୍ଦଳିର ସଂଜ୍ଞା ଆମ ପାଇଁ ଏଠି ଭିନ୍ନ, କିନ୍ତୁ ନିର୍ଭୁଲ୍ ଉତ୍ତର ଯେ ମୁଁ ଗରିବ ! ନୂତନ ଉତ୍ସାହ ଉଦ୍ଦୀପନା ରଙ୍ଗିନ୍ ସ୍ଵପ୍ନକୁ ଦେଖିବା ଛୁଇଁବା, ଅଧା ଓଠରେ ଭଙ୍ଗା ହସ ହସିବା ଆମକୁ…

ଅଧିକ ପଢ଼ନ୍ତୁ
Odia Poem Bisthapana Byatha (ବିସ୍ଥାପନ ବ୍ୟଥା) by Prabhat Mishra

ବିସ୍ଥାପନ ବ୍ୟଥା

ଚାଲି ଚାଲି ଆଜି ଥକିଲାଣି ପାଦ ମନ ତା’ ଚାଖିଛି କେତେ କଷ୍ଟ ସ୍ଵାଦ, ବିସ୍ଥାପନର ଏକି ଅପୂର୍ବ ଦରଦ ଅପୂର୍ବ ମଣିଷ ଏ ତ ଦୁଃଖର ଦାୟଦ । ମହାମାରୀ କବଳରେ ଆଜି ସର୍ବ ଜୀବ ଅପୂର୍ବ ସଙ୍କଟ ଫାଶରେ ଜଗତେ ସରବ, ବିସ୍ଥାପନ ଦୁଃଖ ଭାରେ ଦେଶର ଗରିବ ହାତେ ନାହିଁ ଚଳିବାକୁ ଆଉ ଯେ ଦରବ । ମହାମାରୀ ବାଧା ଆଜି ନାହିଁ ରୋଜଗାର ତେଣୁ ଫେରି ଆସେ ନିଜ ଭିଟା ମାଟି ଘର, ଚାଲି…

ଅଧିକ ପଢ଼ନ୍ତୁ
Odia Poem Banchibaku Mate Bhaya Laguchi (ବଞ୍ଚିବାକୁ ମୋତେ ଭୟ ଲାଗୁଛି) by Subham Behera

ବଞ୍ଚିବାକୁ ମୋତେ ଭୟ ଲାଗୁଛି

ଦଇବ ସାଜିଛି କାଳ ବୈଶାଖୀ ସମୟ ହସୁଛି ନିଜକୁ ଦେଖି ॥ ଭାଇ ତ ସାଜିଲା ଭାଇରୁ ଭଗାରୀ ଛିଡ଼ିଗଲା ଆଜି ସମ୍ପର୍କର ଡୋରି ॥ କିଏ ତ କାହାକୁ ଜିତେଇବା ପାଇଁ ନିଜେ ସଜ କରେ ନିଜ ପାଇଁ ଜୁଇ ॥ ଏମିତିକା ଭାବେ ତା’ର ଦିନ ବିତୁଛି ବଞ୍ଚିବା ପାଇଁ ମୋତେ ଭୟ ଲାଗୁଛି ॥ ସମୟ ନଈରେ ସବୁ ଭାସିଯାଏ ପଛକୁ ଚାହିଁଲା ବେଳକୁ କିଛି ତ ନଥାଏ ॥ ଆଜି ଯେ…

ଅଧିକ ପଢ଼ନ୍ତୁ
Odia Poem Tume Gala Pare (ତୁମେ ଗଲା ପରେ) by Chitta Ranjan Bag

ତୁମେ ଗଲା ପରେ ପରେ

ତୁମେ ଆସିଥିଲ ପରୀଟିଏ ହୋଇ ଏଇ ମୋ ଦୁନିଆରେ, ତୁମ ହାତଧରି ବଦଳି ଗଲା ମୋ ଜୀବନ ଏକାବାରେ । ନିଜକୁ ହଜେଇ ତୁମକୁ ଖୋଜିଲି ତୁମେ ଥିଲ ସବୁ ମୋଡ଼େ, ଆଜି କାଇଁ ଦିଶୁନାହଁ ତୁମେ, ଖୋଜୁଛି ମୁଁ ଚାରିଆଡ଼େ । ତୁମେ କି ବୁଝିବ ତୁମେ କି ଜାଣିବ କାଇଁ ମୁଁ ନିତି ଝୁରେ, ଲୁହର ସାଗରେ ବୁଡ଼ି ମୁଁ ଯାଇଛି ତୁମେ ଗଲା ପରେ ପରେ । ଚାଲିଗଲ ତୁମେ ଏକା କରି ମତେ ଭାବିଲନି ବି…

ଅଧିକ ପଢ଼ନ୍ତୁ
Odia Poem Jharaka (ଝରକା) by Mrutyunjay Patra

ଝରକା

ତୋ’ ମୋ ଝରକା ଭିତରେ କେତେ ଅବା ତଫାତ୍? ଗୋଟେ ଫୋନକଲ୍ କିମ୍ବା ଗୋଟେ ଟେକ୍ସଟ୍ ମ୍ୟାସେଜର ଦୂରତା କେବେ ମାପିନି ସେ ଲମ୍ବା ରାସ୍ତାଟା ଯେଉଁଟା ମୋ ଝରକା ଫାଙ୍କରୁ ଦିଶେ ଆଉ ତୋ’ ଝରକାଟିରେ ଶେଷ ହୁଏ । ଅଙ୍କରେ ବହୁତ ଦୂର୍ବଳ ତ ଦୈର୍ଘ୍ୟ ପ୍ରସ୍ଥ ପରିସୀମା ଆଦି ମାପିବାକୁ ସାହସ ପାଏନି ତୋ’ ଝରକା ଫାଙ୍କରୁ ସୂର୍ଯ୍ୟାସ୍ତଟା ଭଲକି ଦିଶେ ତୋ’ ଝରକାରୁ ଜନ୍ମ ନିଏ ଆଉ ମୋ ଝରକା ବେଳକୁ ତରତର…

ଅଧିକ ପଢ଼ନ୍ତୁ