Read more about the article ତୁମେ ଗଲା ପରେ ପରେ
Odia Poem Tume Gala Pare (ତୁମେ ଗଲା ପରେ) by Chitta Ranjan Bag

ତୁମେ ଗଲା ପରେ ପରେ

ତୁମେ ଆସିଥିଲ ପରୀଟିଏ ହୋଇ ଏଇ ମୋ ଦୁନିଆରେ, ତୁମ ହାତଧରି ବଦଳି ଗଲା ମୋ ଜୀବନ ଏକାବାରେ । ନିଜକୁ ହଜେଇ ତୁମକୁ ଖୋଜିଲି ତୁମେ ଥିଲ ସବୁ ମୋଡ଼େ, ଆଜି କାଇଁ ଦିଶୁନାହଁ ତୁମେ, ଖୋଜୁଛି ମୁଁ ଚାରିଆଡ଼େ…

Continue Readingତୁମେ ଗଲା ପରେ ପରେ