ସୁଆଦିଆ ଓଡ଼ିଆ

ସୁଆଦିଆ ଓଡ଼ିଆ

ଓଡ଼ିଆ ଖାଦ୍ୟର ବାସ୍ନା ଅଲଗା, ରାଇଜ ମୋ ଅଟେ ତା’ଠୁ ଅଧିକା । ସଭିଏଁ ଅଟନ୍ତି ଭଉଣୀ ଭାଇ, ଆଜିକାଲି ଆଉ ସେ ଭାବ ନାହିଁ । ରାଗ ଅଭିମାନ ଚୁଲିକୁ ଯାଉ, ଓଡ଼ିଆଙ୍କ ପ୍ରେମ ଏମିତି ଥାଉ । ଛାଡ଼ି ଚାଲିଗଲେ ବୋଧେ ବହୁତ, କରିବନି କେବେ ଆମ ସହିତ । ପୁରୁଣା ହିସାବ ପରେ କରିବ, ନୂଆ ବରଷରେ ସାଥିରେ ଥିବ । ହସି ଖେଳି କଟି ଯାଉ ଜୀବନ, ଆତ୍ମା ଗଲା ଦିନ ନଯାଏ ଧନ । ନିଜର ବୋଲି କିଛି…

ଅଧିକ ପଢ଼ନ୍ତୁ
ଆଜି କାହିଁ ନୀରବ

ଆଜି କାହିଁ ନୀରବ

ଆଜି କାହିଁ ନିରବ? ନିର୍ଜୀବ ଭଳି ଦିଗବଳୟକୁ ଚାହିଁ ରହିଛି, ମନରେ ଅସୁମାରି ପ୍ରଶ୍ନ, ସମାଧାନର ଉପାୟ ଖୋଜିଚାଲିଛି ॥ ଆଜି କାହିଁ ନିରବ? ସମୟ ସ୍ରୋତରେ ଭାସି ମୁଁ ଚାଲିଛି, ଅଟକିବାର ବୃଥା ପ୍ରଚେଷ୍ଟା, ରକ୍ତାତ କରୁଛି, ଆଗକୁ ଠେଲି ବି ନେଉଛି ॥ ଆଜି କାହିଁ ନିରବ? ସତେ ଯେମିତି କାହାକୁ ହଜେଇ ଦେଇଛି, ଛାତିରେ ଛାତିଏ କୋହ, ଅଶ୍ରୁଟିଏ ହୋଇ ଆଖିକୁ ଭିଜେଇ ଦେଇଛି ॥ ଆଜି କାହିଁ ନିରବ? ଭିଡ଼ ଭିତରୁ କିଏ ଯେମିତି ମୁଣ୍ଡ…

ଅଧିକ ପଢ଼ନ୍ତୁ
ଫୁଲ ପାଇଁ

ଫୁଲ ପାଇଁ….

ଫୁଲଟିର ପରିଚୟ କ’ଣ ତା’ର ବାସ୍ନା ନା ସୌନ୍ଦର୍ଯ୍ୟ….? କ’ଣ ଏତିକିରେ ପରିଚିତ ହୁଅନ୍ତି ଫୁଲମାନେ….!!! ଏ ସବୁର ପରିଧି ବାହାରେ କେହି କ’ଣ ଫୁଲର ମନ ପଢ଼ି ପାରେ..? ତା’ର ସେ ହସ ଭିତରେ କିଏ କ’ଣ ବାରିପାରେ ତା’ର ଅସ‌ହାୟତା…!!! ଫୁଲ ତ’ ଖୁସି ପାଇଁ ପୂଜା ପାଇଁ ସୌନ୍ଦର୍ଯ୍ୟ ଓ ସୁବାସ ପାଇଁ, ବାସର ଶେଯରେ ଝରିଯିବା ପାଇଁ…. ନିରିମାଖି ଫୁଲ କାହାକୁ କିଛି ନ କ‌ହି ମଉଳି ଯାଏ, ପ୍ରଜାପତି ବି…

ଅଧିକ ପଢ଼ନ୍ତୁ
pakhala-chalisha

ପଖାଳ ଚାଳିଶା

ଭାତକୁ ରାନ୍ଧିଣ ଆଣିବ, ସେଥିରେ ଦହି ମିଶାଇବ । ସ୍ଵାଦାନୁସାରେ ଲୁଣ ଦେବ, କଂସା ବାସନେ ପରଷିବ । ଅଟେ ପଖାଳ ନାମ ତା’ର, ସେଥିରେ ଲୋଭ ଓଡ଼ିଆର । ତା’ ସାଙ୍ଗେ ଅନ୍ୟ ଦ୍ରବ୍ୟମାନ, ସାଦରେ କରିବ ଭୋଜନ । ବଡ଼ିଚୁରା କି ଶାଗଭଜା, ପଖାଳ ସାଙ୍ଗେ ଭାରି ମଜା । ଯଦି ଆମିଷ ଖାଉଥାଅ, ଶୁଖୁଆ ଖଣ୍ଡେ ପୋଡ଼ିଦିଅ । ଲଙ୍କା ମରିଚ ସଙ୍ଗେ ଲୁଣ, ସୁଆଦ ବଢ଼ିବଟି ଜାଣ । କଂସାଏ ପଖାଳ ଖାଇବ, ଘୁଙ୍ଗୁଡ଼ି ମାରିଣ ଶୋଇବ । ଅକାଳ କୁଷ୍ମାଣ୍ଡ କହଇ,…

ଅଧିକ ପଢ଼ନ୍ତୁ
akanksha

ଆକାଂକ୍ଷା

ତୁମେ ଭାଙ୍ଗିଦେଇ ପାର ବୃହତାକାର ମହାଦ୍ରୁମ… କିନ୍ତୁ ରୋକି ପାରିବନି ତା’ର କ୍ଷୁଦ୍ର ଅଙ୍କୁରୋଦ୍‌ଗମ… ଲିଭେଇ ଦେଇପାର, ଆଶାର ପ୍ରଜ୍ୱଳିତ ଅଗ୍ନି, ହେଲେ ପ୍ରଶମିତ ହେବ ନାହିଁ ବୃହଦାକାଂକ୍ଷା ବ‌ହ୍ନି… ଭାବିବନି କେବେ, ଏ ତ’ ସାମାନ୍ୟ ବାରି, ବନ୍ୟା ରୂପେ ହୋଇପାରେ, ମହାପ୍ରଳୟଙ୍କରୀ… – ସସ୍ମିତା ସାହୁ ସସ୍ମିତା ସାହୁସସ୍ମିତା ସାହୁ ଜଣେ ଓଡ଼ିଆ ଗାଳ୍ପିକା ତଥା କବୟତ୍ରୀ, ଯିଏକି ଓଡ଼ିଆ ଭାଷାରେ ବିଭିନ୍ନ ଧରଣର ଗପ, କବିତା, କ୍ଷୁଦ୍ରଗଳ୍ପ ଆଦି ରଚନା କରନ୍ତି ।

ଅଧିକ ପଢ଼ନ୍ତୁ